ବସ୍ତିରେ ରାତି କାଟିଲେ ମେୟର
କଟକ ଅଫିସ,୨୪ା୨: କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ମୋ’ ୱାର୍ଡ ଅଭିଯାନ ଗୁରୁବାରଠାରୁ ଆରମ୍ଭ ହୋଇଛି। ସିଏମ୍ସି ମେୟର ସୁବାସ ସିଂ ୧ ନମ୍ବର ୱାର୍ଡରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ଚହଟାସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ…
୫୦ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର
କଟକ ଅଫିସ,୨୪ା୨:ଜଗତସିଂହପୁର ଜିଲା ଚକ୍ରଧରପୁର ଫାଣ୍ଡିରେ ୨୦୦୫ରେ ଘଟିଥିବା ଗୁଳିକାଣ୍ଡରେ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି। ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରଦାନ କରି ୭…
ଶ୍ରୀଭୂମି କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ
କଟକ ଅଫିସ,୨୪ା୨: ଜିଲା ସ୍ବତନ୍ତ୍ର ଚିଟ୍ଫଣ୍ଡ୍ ଅଦାଲତ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି ଶ୍ରୀଭୂମି ଗ୍ରୁପ ଅଫ୍ କମ୍ପାନୀର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖୋର୍ଦ୍ଧା ଜିଲାର ବିଭିନ୍ନ ତହସିଲରେ ଥିବା କମ୍ପାନୀର ପ୍ରାୟ…
ଗୋଟିଏ ବିଦ୍ୟାଳୟରେ ୨ ପ୍ରଧାନ ଶିକ୍ଷକ
କଟକ ଅଫିସ,୨୩ା୨: ଖ୍ରୀଷ୍ଟ କଲିଜିଏଟ୍ ସ୍କୁଲରେ ୨ ଜଣ ପ୍ରଧାନ ଶିକ୍ଷକ। ଜିଲା ଶିକ୍ଷା ଅଧିକାର(ଡିଇଓ) କାର୍ଯ୍ୟାଳୟ ପକ୍ଷରୁ ଜଣଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆ ଯାଇଥିବାବେଳେ କଟକ ଖ୍ରୀଷ୍ଟିଆନ ଏଜୁକେଶନ ବୋର୍ଡ (ସିସିଇବି) ଦ୍ବାରା ଆଉ ଜଣେ ପ୍ରଧାନ ଶିକ୍ଷକଭାବେ…
ରାଜ୍ୟ ପୋଲିସରେ ୭୦୦୦ରୁ ଅଧିକ ପଦବୀ ଖାଲି, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ,୨୩ା୨: ରାଜ୍ୟ ପୋଲିସରେ ଏବେ ୭ ହଜାର ପଦବୀ ଖାଲି ପଡ଼ିଛି। କନଷ୍ଟେବଳଠାରୁ ଆରମ୍ଭ କରି ଅତିରିକ୍ତ ଏସ୍ପି ପର୍ଯ୍ୟନ୍ତ ପଦ ଖାଲି ପଡ଼ିଥିବା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି। ରାଜ୍ୟରେ ମଞ୍ଜୁରୀପାପ୍ତ…
ପ୍ରଥମଥର ଜେଲ୍ରେ ଗୋପାଳଙ୍କୁ ଭେଟିଲେ ପରିବାର ଲୋକେ
କଟକ ଅଫିସ,୨୨ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍ରେ ୮ ଦିନ ରହିବା ପରେ ବୁଧବାର ତାଙ୍କ ପରିବାର ଲୋକେ ଭେଟିବାକୁ ଆସିଥିଲେ। ଯାହାକି ଗୋପାଳ ଗିରଫ ହେବା ପରେ ଏହା ପ୍ରଥମଥର ଭେଟ। ଗୋପାଳଙ୍କୁ…
ଜେଜଙ୍କ ଏକାଦଶରେ ଚାଲିଗଲା ନାତୁଣୀଙ୍କ ଜୀବନ
ନିଶ୍ଚିନ୍ତକୋଇଲି,୨୨।୨(ସ୍ବ.ପ୍ର.): ଜେଜଙ୍କ ଏକାଦଶରେ ନଦୀରେ ବୁଡି ନାତୁଣୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳ ପଞ୍ଚୟତ ସାଧକନଗର ଅଞ୍ଚଳରେ ଘଟିଛି। ସେ ହେଲେ ଋତୁପର୍ଣ୍ଣା(୧୪)। ସୂଚନାଯୋଗ୍ୟ, ଜେଜଙ୍କ ଏକାଦଶ କର୍ମ ପାଇଁ ସାଧକନଗର…
ଏପ୍ରିଲରେ କାର୍ଯ୍ୟକ୍ଷମ ହେବ ଛତ୍ରବଜାର ଅର୍ବାନ୍ ହାଟ
କଟକ ଅଫିସ,୨୨ା୨: ରାଣୀହାଟ ନିକଟରୁ ଗୋଶାଳା ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯିବ। ସେହିପରି ଛତ୍ରବଜାରସ୍ଥିତ ନିର୍ମାଣାଧୀନ ଅର୍ବାନ ହାଟ ନିକଟରେ ଏକ ମାଛ ମାର୍କେଟ ହେବ। ତାଳଦଣ୍ଡା କେନାଲରେ ବର୍ଜ୍ୟବସ୍ତୁ ପକାଉଥିବା ଲୋକଙ୍କୁ ସିସିଟିଭି କ୍ୟାମେରା ଜଗିବ। କଟକ ମହାନଗର ନିଗମ(ସିଏମ୍ସି)…
ଯୌତୁକ ଲାଗି ମୋ ଝିଅକୁ ମାରି ଟାଙ୍ଗିଦେଲେ ଜ୍ୱାଇଁ
ନିଶ୍ଚିନ୍ତକୋଇଲି, ୨୧।୨(ସ୍ବ.ପ୍ର.): ଅଧିକ ଯୌତୁକ ଦାବିରେ ବଧୂଙ୍କୁ ଶାଶୁ ଘର ଲୋକ ବିଭିନ୍ନ ନିର୍ଯାତନା ଦେବା ସହ ମାରି ଟାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଟକ ଜିଲା ଭଦ୍ରେଶର ଥାନା ଅଧୀନ ଗୋପାଳପୁର ଗ୍ରାମରେ। ଗ୍ରାମର ସୁନୀଲ ପ୍ରଧାନଙ୍କ…
ରାସ୍ତାରେ କ୍ଷୀର ଢାଳିଲେ ଚାଷୀ
ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ଓମ୍ଫେଡ଼ର ଚାଷୀମାରଣ ନୀତି ବିରୋଧରେ କଟକ ଜିଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଅଭିଯୋଗ ମୁତାବକ, ଅନ୍ୟ ଦୁଗ୍ଧ କମ୍ପାନୀମାନଙ୍କଠାରୁ ଓମ୍ଫେଡ଼ ଚାଷୀଙ୍କୁ କ୍ଷୀର ଲିଟର ପିଛା କମ୍ ମୂଲ୍ୟ…
୨ ମାସରେ ତଦନ୍ତ ସାରିବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ
କଟକ ଅଫିସ,୨୧ା୨:ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ମାମଲାରେ ୨ମାସ ମଧ୍ୟରେ ଆଇନ ଅନୁଯାୟୀ ତଦନ୍ତ ଶେଷ କରିବା ନିମନ୍ତେ ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଡ. ସଞ୍ଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ମାମଲାର ପୂର୍ଣ୍ଣଚ୍ଛେଦ…
ଗୋପାଳଙ୍କୁ ଜେଲରେ ସୁରକ୍ଷା ଦେବା ନେଇ ମାମଲା
କଟକ ଅଫିସ,୨୧ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ନେଇ ସୋମବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ଆବେଦନକାରୀ ଆଇନଜୀବୀ…

