କଟକ

ଗଡ଼ଗଡ଼ିଆଘାଟ ପାହାଚ ଭୁଶୁଡ଼ି ବିରାଟ ଗର୍ତ୍ତ

କଟକ,୨୨ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ମହାନଦୀ କୂଳରେ ଗଡ଼ଗଡ଼ିଆ ଘାଟରେ ନିର୍ମାଣ ହୋଇଥିବା କେତେକ ପାହାଚ ଧସିଯାଇଥିବା ଦେଖିବାକୁ ମିଳିଛି। ମାଟି ଧସିବା ଯୋଗୁ ସିମେଣ୍ଟ ନିର୍ମିତ ପାହାଚ ଭୁଶୁଡ଼ି ସେଠାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ନିମ୍ନମାନର କାମ ନଚେତ ବର୍ଷା…

କାର୍ଯ୍ୟକ୍ଷମ ହୋଇପାରିନି ଅର୍ବାନ ହାଟ

କଟକ,୨୨ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଏପ୍ରିଲ ପୂରି ସେପ୍ଟେମ୍ବର ସରିବାକୁ ବସିଲାଣି। ହେଲେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ଛତ୍ରବଜାର ଅର୍ବାନ ହାଟ। ଏପରିକି ଚଳିତ ମାସ ୧୬ ତାରିଖରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଲୋକାର୍ପଣ ହେବାର ୫ ଦିନ ପରେ ବି ଅର୍ବାନ ହାଟ…

‘ସାମାଜିକ ଗଣମାଧ୍ୟମରେ ମୋତେ ବଦନାମ କରାଯାଉଛି’

ମଙ୍ଗୁଳି-ଜଗତପୁର/ ଖୁଣ୍ଟୁଣୀ,୨୧।୯(ମାନସ ସାମଲ/ ସଚ୍ଚିଦାନନ୍ଦ ପଣ୍ଡା)ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ଘଟଣାରେ ସାମାଜିକ ଗଣମାଧ୍ୟମରେ ବଦନାମ କରାଯାଉଛି ବୋଲି ମା’ ବିଦ୍ୟୁତ୍‌ଲତା ମହାନ୍ତି ବୁଧବାର ଅଭିଯୋଗ କରିଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ କଖଡି ଗ୍ରାମ ମଙ୍ଗଳା ସାହିସ୍ଥିତ ବାସଭବନରେ ସେ…

ଗଣେଶ ପୂଜା ବାସି ଭୋଗ ଖାଇ ୫୮ ଜଣ ଅସୁସ୍ଥ

ବୌଦ୍ଧ/ପୁରୁଣାକଟକ,୨୧ା୯-(ଅଜିତ କୁମାର ବାରିକ/ ସୁକାନ୍ତ କୁମାର ପଟନାୟକ ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତର ମୁଷାଡ ଗ୍ରାମରେ ଗଣେଶ ପୂଜା ବାସି ଭୋଗ ଖାଇ ବୁଧବାର ୫୮ ଜଣ ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା…

ପୂର୍ବଓଡ଼ିଶାରେ ପଶ୍ଚିମଓଡ଼ିଶାର ମାହୋଲ

ନିଶ୍ଚିତକୋଇଲି,୨୦ା୯(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ମା’ ବେଲେଶ୍ୱରୀ ପୀଠରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ମାହୋଲ ଦେଖିବାକୁ ମିଳିଛି। ଏହି ଉପଲକ୍ଷେ ପୂଜାର୍ଚ୍ଚନା ସହ ଏକ ବୈଠକ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

କଟକରୁ ବାବାଙ୍କୁ ଧରିଲା କର୍ନାଟକ ପୋଲିସ

କଟକ ଅଫିସ୍‌,୨୦।୯(କାର୍ତ୍ତିକ ସାହୁ): କର୍ନାଟକର ଜଣେ ଶିଳ୍ପପତିଙ୍କୁ ଭାଜପା ବିଧାୟକ ଟିକେଟ ପ୍ରଦାନ କରିବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ କର୍ନାଟକ ପୋଲିସ ସୋମବାର ରାତିରେ କଟକରୁ ଜଣେ ଫେରାର ବାବାଙ୍କୁ ଗିରଫ କରିଛି। ଗିରଫ ବାବା ଅଭିନବ…

ଗଣେଶ ପୂଜାରେ ବିଦ୍ୟୁତ୍‌ ଦୁର୍ଘଟଣା, ୨ ମୃତ

ବାରଙ୍ଗ/ ପାରଳାଖେମୁଣ୍ଡି,୨୦ା୯ (ଲିଙ୍ଗରାଜ ରାଉତ/ଗିରିଧାରୀ ପରିଚ୍ଛା): ଗଣେଶ ପୂଜା ଖୁସି ମନାଇବାର ପ୍ରସ୍ତୁତି ସମୟରେ ଘଟିଯାଇଛି ଅଘଟଣ। କଟକ ବାରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ର ଏକ ଟ୍ରାକ୍ଟରରେ ଗଣେଶ ମୂର୍ତ୍ତି ନେଇ ଯାଉଥିବାବେଳେ ଜଣେ…

ଅକ୍ଟୋବର ୧୫ରୁ ରତ୍ନଭଣ୍ଡାର ମରାମତି

କଟକ,୧୯ା୯ (କାର୍ତ୍ତିକ ସାହୁ):ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ଆସନ୍ତା ଅକ୍ଟୋବର ୧୫ରୁ ଆରମ୍ଭ କରିବାକୁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ଜ୍ଞାନକୌଶଳ ମାଡ୍ରାସ୍‌ ଆଇଆଇଟିରୁ ଅଣାଯିବା ସହ କିଏ କାମ କରିବ ସେ ନେଇ ଅକ୍ଟୋବର ୧୫ ପୂର୍ବରୁ…

ଟ୍ରକ୍‌-କାର  ମୁହାଁମୁହିଁ: ଆଖି ବୁଜିଦେଲେ ୪ ସାଙ୍ଗ, ଜଣେ ଗୁରୁତର 

ତିଗିରିଆ,୧୮।୯(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ନୂଆସଡ଼କ ଛକରେ ସୋମବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ୫…

ଫାୟାରିଂ କରି ଲୁଟ ଘଟଣା: ୫ ଗିରଫ

କଟକ,୧୭।୯: କଟକ ମତଗଜପୁର ଅଞ୍ଚଳରେ ଫାୟାରିଂ କରି ଲୁଟ ଘଟଣାରେ ଆଉ ୫ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନଙ୍କୁ କନ୍ଦରପୁର ଥାନା ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ଗତ ୬ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ସମେତ ୬…

କଟକର ସ୍ବତନ୍ତ୍ର ପରିଚୟ ସିଏନ୍‌ବିଟି

କଟକ,୧୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଖାନ୍‌ନଗରଠାରେ କଟକ ନେତାଜୀ ବସ୍‌ ଟର୍ମିନାଲ(ସିଏନ୍‌ବିଟି) ଶନିବାର ଲୋକାର୍ପିତ ହୋଇଛି। ଏଥିରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ କହିଥିଲେ, କଟକ ସହର ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଯାନବାହନ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକରେ ଏକ ବୃହତ…

ଲଘୁଚାଷଜନିତ ବର୍ଷା, ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ

ଖୁଣ୍ଟୁଣୀ,୧୭ା୯(ସଚ୍ଚିଦାନନ୍ଦ ପଣ୍ଡା)ଲଘୁଚାପ ଜନିତ ବର୍ଷାରେ ମହାନଦୀରେ ବନ୍ୟା ଆସିବାରୁ କଟକ ଜିଲାର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗାଁଗୁଡ଼ିକ ଜଳମଗ୍ନ ହୋଇଯିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ପାଣି ଜମି ରହିଥିବାରୁ କ୍ଷେତରେ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?