କଟକ

ହାଇକୋର୍ଟରେ ଚଣ୍ଡୀ ମନ୍ଦିର ମାମଲା ଖାରଜ

କଟକ ଅଫିସ,୨୦ା୭: କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ମଙ୍ଗଳବାର ଖାରଜ ହୋଇଯାଇଛି। ଶୈଳବାଳା ମହାବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ମୁଖ୍ୟ...

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମୋକିମ୍‌, ପିସିସି ସଭାପତି କହିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

କଟକ ଅଫିସ, ୧୮।୭(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଟକ ଚେଦ୍ବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇଛନ୍ତି। ଭୋଟ ଦେଇ ମୋକିମ୍‌ କହିଛନ୍ତି, ମୋ ବିବେକ ଅନୁଯାୟୀ ମୁଁ ଭୋଟ ଦେଇଛି ।ଯେହେତୁ ସେ ଓଡ଼ିଶାର...

ଲ’ କଲେଜ ସମ୍ମୁଖରୁ ମିଳିଲା ସ୍ବିଗି ବୟଙ୍କ କ୍ଷତାକ୍ତ ମୃତଦେହ

କଟକ ଅଫିସ, ୧୭।୭: କଟକ ଲ’ କଲେଜ ସମ୍ମୁଖରୁ ଜଣେ ସ୍ବିଗି ବୟଙ୍କ ମୃତଦେହ ଜବତ ହୋଇଛି। ସନ୍ଦେହଜନକ ଅବସ୍ଥାରେ ଫେଜ-୨ ପୋଲିସ ତାଙ୍କ କ୍ଷତାକ୍ତ ମୃତଦେହ ଜବତ କରିଛି। ମୃତକ ସିଡିଏ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। କିଏ...

ଦୁଇ ଦିନିଆ କଟକ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ

କଟକ ଅଫିସ, ୧୭।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ଅଗଷ୍ଟ ୮ ତାରିଖରେ ଦୁଇ ଦିନିଆ ଗସ୍ତରେ କଟକ ଆସିବେ । ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ...

ଦିନ ଦ୍ବିପ୍ରହରରେ ଘରେ ପଶି ମହିଳାଙ୍କ ବେକ କାଟି ଦେଲେ

କଟକ ଅଫିସ, ୧୫।୭: ଦିନ ଦ୍ବିପ୍ରହରରେ ମହିଳାଙ୍କୁ ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କୁତାଖାଇ ଗଳିରେ। ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ହତ୍ୟା କରିଛନ୍ତି । ମୃତା ମହିଳା ହେଲ ଭି. ଗୁଣତି। ତାଙ୍କ କାଟି...

ଦିବ୍ୟାଙ୍ଗ ହେଉଛନ୍ତି ଭଗବାନଙ୍କ ଅନ୍ୟରୂପ

କଣ୍ଟାପଡା,୧୫।୭(ଡି.ଏନ୍‌.ଏ.): ଦିବ୍ୟାଙ୍ଗ ହେଉଛନ୍ତି ଭଗବାନଙ୍କ ଅନ୍ୟରୂପ। କଟକ ଜିଲା କଣ୍ଟାପଡ଼ା ବ୍ଲକ ଓଲଟପୁରସ୍ଥିତ ଏସ୍‌ଭି ନିରତାର ଦିବ୍ୟାଙ୍ଗ ଚିକିତ୍ସା ଓ ଗବେଷଣା ଅନୁଷ୍ଠାନ ଛାତ୍ର ସଂସଦର ୨୪ତମ ବାର୍ଷିକୋତ୍ସବରେ ରାଜ୍ୟପାଳ ଡ. ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି...

ବାହୁଙ୍ଗି ନେଇ ଧବଳେଶ୍ୱର ପୀଠକୁ ଯାଇପାରିବେନି କାଉଡିଆ

ଆଠଗଡ଼,୧୫।୭(ଡି.ଏନ୍‌.ଏ): ଧବଳେଶ୍ୱର ପୀଠ ଭିତରକୁ କାଉଡିଆ ବାହୁଙ୍ଗି ଆଣିବାକୁ ବାରଣ କଲେ ଆଠଗଡ଼ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ । କାଉଡିଆମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଏ ନେଇ ଉପଜିଲାପାଳ ଶୁକ୍ରବାର ସୂଚନା...

ଜମି ଦେବା ନାଁରେ ୭୮ ଲକ୍ଷ ଠକେଇ: ବିଲ୍‌ଡର ଗିରଫ

ମଙ୍ଗୁଳି,୧୫ା୭(ଡି.ଏନ୍‌.ଏ.): ଏକାଧିକ ସ୍ଥାନରେ ଜମି ଦେବାକୁ ପ୍ରତିଶ୍ରୁତି ଦେଇ ୭୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ପ୍ରଶାନ୍ତ ବେହେରା ନାମକ ଜଣେ ବିଲ୍‌ଡରଙ୍କୁ ଜଗତ୍‌ପୁର ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ତାଙ୍କ ଘର ଗଞ୍ଜାମ ଥାନା କାଇଞ୍ଚପୁର...

ଦୋଷ ଛଡ଼ାଇବାକୁ ଉଦ୍ୟମ

କଟକ ଅଫିସ,୧୫ା୭: ଏସ୍‌ସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି। ଏପରି କି ଏଠାରେ ବିଭିନ୍ନ ସମୟରେ ଆଧୁନିକ ପ୍ରଣାଳୀରେ ଚିକିତ୍ସା କରାଯାଇ ବିରଳ ରେକର୍ଡ ସୃଷ୍ଟି କରାଯାଉଛି। ହେଲେ ଏମିତି କିଛି ଘଟଣା ଘଟୁଛି,...

ଦରଖାସ୍ତଗତ ତ୍ରୁଟି: ଓସିଏସ୍‌ ପରୀକ୍ଷାରୁ ୭୦୩୯ ବଞ୍ଚିତ

କଟକ ଅଫିସ, ୧୪ା୭: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌(ଓସିଏସ୍‌) ପରୀକ୍ଷା ବହୁ ଆଶାୟୀ ବଞ୍ଚିତ ହେବେ। ଏକକାଳୀନ ୭୦୩୯ ଜଣ ଆଶାୟୀଙ୍କ ଦରଖାସ୍ତକୁ ଓପିଏସ୍‌ସି ନାକଚ କରିଦେଇଛି। ଏନେଇ ସୋମବାର ଓପିଏସ୍‌ସି ପକ୍ଷରୁ...

ପୂର୍ବ ଶତ୍ରୁତା ଲାଗି ମହିଳାଙ୍କୁ ଏସିଡ୍‌ ମାଡ

ଆଠଗଡ଼,୧୩।୭(ଡି.ଏନ୍‌.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳାଙ୍କୁ ଏସିଡ ମାଡ଼ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି। କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ । ବାଇକ୍‌ରେ ଦୁଇ ଦୁର୍ବୃତ୍ତ ଆସି ମହିଳାଙ୍କୁ ଏସିଡ ମାଡ କରି ଫେରାର୍‌...

ଜାପାନରେ ଓଡ଼ିଆ ମନୋବିଜ୍ଞାନୀ ଶୀତଲ

କଟକ ଅଫିସ, ୧୩।୭: ଅନେକ ଓଡ଼ିଆ ନିଜ ପ୍ରତିଭା ବଳରେ ଦେଶବିଦେଶରେ ନାମ ଅର୍ଜନ କରୁଛନ୍ତି। ଶିକ୍ଷକମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ସହ ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ ଜାପାନ ସରକାରଙ୍କ ଶିକ୍ଷା ବିଭାଗର ନିମନ୍ତ୍ରଣ କ୍ରମେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri