ବୌଦ୍ଧ

ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଲେ

ବୌଦ୍ଧ,୪।୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବଙ୍କାପଡ଼ା ଗ୍ରାମ ଆମ୍ବବୁରୀରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ହେଲେ ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ମୃତକ ହେଲେ ମନୁମୁଣ୍ଡା…

ବୌଦ୍ଧରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବୌଦ୍ଧ,୨୬।୧(ସ୍ବ.ପ୍ର.): ବୌଦ୍ଧରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କଚେରୀ ଖେଳପଡିଆଠାରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିିବାଦନ ଗ୍ରହଣ…

କୋର୍ଟ କାର୍ଯ୍ୟ ୩ ଦିନ ସ୍ଥଗିତ

ବୌଦ୍ଧ, ୨୧।୧(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଜିଲାରେ ଆଉ ୭୬ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲାରେ ବର୍ତ୍ତମାନ ୪୩୧ ସକ୍ରିୟ ମାମଲା ରହିଛି। ବୌଦ୍ଧ ଜିଲା ନ୍ୟାୟାଳୟର ବିଚାରପତି ଓ…

ଧାନବିଲରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ପାଖରେ ପଡ଼ିଥିଲା ଟାଙ୍ଗିଆ

ବୌଦ୍ଧ,୧୭ା୧(ଡି.ଏନ୍‌.ଏ.): ବୌଦ୍ଧ ଜିଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ୫୭ ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ଧାନବିଲରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଛି ବୌଦ୍ଧ ପୋଲିସ। ଏହା ସହିତ ମୃତଦେହ ନିକଟରେ ପଡ଼ିଥିବା ଏକ ଟାଙ୍ଗିଆକୁ…

ବିବାହକୁ ୪ ମାସ ନ ପୁରୁଣୁ ସ୍ତ୍ରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ରାୟ

ବୌଦ୍ଧ,୧୪ା୧(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ଏକ ଯୌତୁକ ଜନିତ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ଶଶୁର ଓ ଶାଶୁଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ…

ଖାଦ୍ୟ ପ୍ରସ୍ତୁତ ବେଳେ ଅଗ୍ନିକାଣ୍ଡ

ବାଉଁଶୁଣୀ,୧୧ା୧(ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ସାହାଜପାଲ ଛକ ନିକଟରେ ଥିବା ଏକ ହୋଟେଲରେ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି । ହେଲେ ହୋଟେଲ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାସ ଚୁଲାରେ ଖାଦ୍ୟ ପ୍ରସ୍ତୁତ…

ସାଇକେଲରେ ଘରକୁ ଫେରୁଥିଲେ ଯୁବକ, ହଠାତ୍‌ ହେଲା କୁଆପଥର ମାଡ଼, ଆଉ ତା’ ପରେ…

ବାଉଁଶୁଣୀ,୩୦ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲାରେ ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷା ସହ କୁଆପଥର ମାଡ଼ରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ବୌଦ୍ଧ ବ୍ଲକ ଗୋଛାପଡ଼ା ପଞ୍ଚାୟତ ଲୁମ୍ବୁରୁଜନା ଉକାବିର ଗ୍ରାମର ୩୫ ବର୍ଷୀୟ ଜୟଲାଲ ମହାକୁଡ଼…

ଝିଆରୀ ମୁଣ୍ଡରୁ ପୋଛିଲେ ସିନ୍ଦୂର ….

ବାଉଁଶୁଣୀ,୨୫।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ମୁଣ୍ଡିପଦର ପଞ୍ଚାୟତ ବଲାକିରା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିିଛି । ସୂଚନାଯୋଗ୍ୟ, ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବୁରଗୋରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ନାମକ ଜଣେ ଯୁବକ…

ବନ୍ଧୁକ ଦେଖାଇ ଲୁଟିନେଲେ ବାଇକ ସହ ୭୦ ହଜାର ଟଙ୍କା

ବାଉଁଶୁଣୀ,୧୨ା୧୨(ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ବଉଲପୁର ଗ୍ରାମର ଛେଳି ବ୍ୟବସାୟୀ ଜଗନ୍ନାଥ ଜାଲ ଲୁଟ୍‌ର ଶିକାର ହୋଇଛନ୍ତି। ପଲାସାଗୋରା ବଜାରରୁ ସେ ଫେରୁଥିବା ବେଳେ ବାଘମୁଣ୍ଡା ଗଁା ନିକଟରେ ୪ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ୭୦ହଜାର ୫ଶହ…

ବୌଦ୍ଧରେ ହେବ ୨୦ହଜାର ଲିଟର ଦୁଗ୍ଧପ୍ଲାଣ୍ଟ

ବୌଦ୍ଧ/ସୋନପୁର,୨୬ା୧୧(ସ୍ବପ୍ର/ନି.ପ୍ର.): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନରେ ସାମିଲ ହୋଇଛି ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲା। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡଓ କନଫରେନ୍ସିଂରେ ଏହି ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ। ବୌଦ୍ଧ ଜିଲା ଷ୍ଟାଡିୟମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ବାଘ ଛାଲ ଜବତ, ଜଣେ ଗିରଫ

ବାଉଁଶୁଣୀ/କଣ୍ଟାମାଳ,୨୧।୧୧(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ ପୁଣି ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ଅଞ୍ଚଳରୁ ଆଉ ଏକ ବାଘ ଛାଲ ଜବତ କରିଛି ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ବନ ବିଭାଗ l ସୂଚନାଯୋଗ୍ୟ, କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ସେକ୍ସନ…

ବାର୍‌ହା ଶିକାର କରିବାକୁ ଯାଇ ନିଜେ ପାଲଟିଲେ ଶିକାର

ବୌଦ୍ଧ/ବଘିଆପଡ଼ା,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଜଙ୍ଗଲକୁ ବାର୍‌ହା ଶିକାର କରିବାକୁ ଯାଇ ୨ ଶିକାରୀ ଶିକାର ପାଲଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ରେଞ୍ଜର ଗଣ୍ଡିସର ସେକ୍ସନର ପିପଳମୁଣ୍ଡା ଜଙ୍ଗଲରେ। ବାର୍‌ହା ଶିକାର ପାଇଁ କୁରୁକୁଜ ଗ୍ରାମର ବଶ୍ୟନନ୍ଦ ଦେହୁରୀ ଓ ରାମ୍ଭିକଟା ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?