ବୌଦ୍ଧ

ଜିଲାପାଳଙ୍କ କାର୍ଯ୍ୟାଳୟକୁ ମା’ କାନ୍ଧରେ ବୁହା ହୋଇ ଆସିଲେ ଦିବ୍ୟାଙ୍ଗ

ବୌଦ୍ଧ,୧୫ା୭(ସ୍ବ.ପ୍ର.): ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଅସହାୟ ଗରିବ ଲୋକେ କିପରି କରୁଣ ସ୍ଥିତିରେ ରହୁଛନ୍ତି ତାର ଜ୍ୱଳନ୍ତ ଉଦାହରଣ ବୌଦ୍ଧ ଜିଲାରେ ଦେଖିବାକୁ ମିଳିଛି। ଗୁରୁବାର ଜଣେ ଦିବ୍ୟାଙ୍ଗ ମହିଳା ରାଶନ କାର୍ଡ…

ଶିକାରୀ ଗୁଳିରେ ଟଳିପଡ଼ିଲେ ଶିକାରୀ

ବୌଦ୍ଧ,୩୦।୬(ସ୍ବ.ପ୍ର.): ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ କାନପୁର ଗ୍ରାମର ସଞ୍ଜୀବ ଭୋଇଙ୍କର ଅନ୍ୟ ଜଣେ ଶିକାରୀଙ୍କ ଗୁଳିରେ ମୃତ୍ୟୁ ଘଟିଛି। ଦୁଇଦିନ ପରେ ବୁଧବାର ରାତିରେ ଘଟଣା ଜଣାପଡ଼ିଛି। ପରେ ପୋଲିସ ମୃତଦେହ ଜବତ କରିଛି।…

ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ୬ ଗୋରୁଙ୍କ ଜୀବନ ଗଲା

ବୌଦ୍ଧ/ବଘିଆପଡ଼ା,୨୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): ବୌଦ୍ଧ ଜିଲା ବଘିଆପଡ଼ା ଅଞ୍ଚଳରେ ସୋମବାର ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କର ମୃତ୍ୟୁ ଘଟିଥିଛି। ୨ ଆହତ ହୋଇଛନ୍ତି। ବଘିଆପଡ଼ାସ୍ଥିତ ପାଲଝାର କୃଷି ଫାର୍ମରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଯିବାରୁ ଏହି ଅଘଟଣ ଘଟିଛି। ତେବେ ଫାର୍ମର ୨ କର୍ମଚାରୀ…

୮ଦିନରେ ବଦଳିଗଲା ବ୍ଲଡ୍‌ଗ୍ରୁପ

ବୌଦ୍ଧ,୧୯।୬ (ସ୍ବ.ପ୍ର.): ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷାଗୁଡିକ ଖାମଖିଆଲିଭାବେ କରାଯାଉଛି। ଏହାର ଏକ ଉଦାହରଣ ଶନିବାର ଦେଖିବାକୁ ମିଳିଛି। ଏହି ହସ୍ପିଟାଲରେ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମର ବିବେକାନନ୍ଦ ସାହୁଙ୍କର ଏକ ପୁତ୍ର ସନ୍ତାନ ଗତ ଜୁନ୍‌ ୯ରେ ଜନ୍ମ…

ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ଜବତ

ବାଉଁଶୁଣୀ,୧୮।୬ (ଡି.ଏନ୍‌.ଏ.): ବୌଦ୍ଧ ତହସିଲ ପ୍ରଶାସନ ପକ୍ଷରୁ ବାଲି ଚାଲାଣ କରୁଥିବା ୨ ଟି ଟ୍ରାକ୍ଟରକୁ ଜବତ କରାଯାଇଛି। ବୌଦ୍ଧ ଅତିରିକ୍ତ ଜିଲାପାଳ ବବିତା ରାଣୀ ଦଳବେହେରାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ମହମ୍ମଦ ରୋଜା ରସୁଲ, ମନୋରଞ୍ଜନ ସୁନା, ବୌଦ୍ଧ ଏମ୍‌ଭିଆଇ,…

ବୌଦ୍ଧ ରେଞ୍ଜର ନିଲମ୍ବିତ

ବୌଦ୍ଧ,୧୭।୬(ଡି.ଏନ୍‌.ଏ.): ବୌଦ୍ଧ ରେଞ୍ଜ ବଘିଆପଡ଼ା ସେକ୍ସନ ଅଞ୍ଚଳରେ ୨ ଦନ୍ତାହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ପ୍ରଦୀପ ବେହେରା ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଦୀପ ବେହେରାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ବୌଦ୍ଧ…

ଭୁଜାଲି ଦେଖାଇ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବୌଦ୍ଧ,୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅଞ୍ଚଳରେ ଚୋରି ଡକାୟତି ଘଟଣା ଥମିବାର ନା ନେଉନାହିଁୟ। ଶନିବାର ରାତିରେ ଘରେ ପଶି ବୋମା, ଖଣ୍ଡା ଓ ଭୁଜାଲି ଦେଖାଇ ଘରୁ ଲୁଟିନେଇଛନ୍ତି ନଗଦ ୧୦ ଲକ୍ଷ ଟଙ୍କା ସହ ୧୦ ଭରି…

ହ୍ବାଟସ୍‌ ଆପ୍‌ର ଡିପିରେ ଜିଲାପାଳଙ୍କ ଫଟୋ : ମାଗୁଛନ୍ତି ଟଙ୍କା

ବୌଦ୍ଧ,୩୦।୪(ସ୍ବ.ପ୍ର.): ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋ ହ୍ବାଟସ୍‌ ଆପ୍‌ ଡିପି ରଖି ବିଭିନ୍ନ ଅଧିକାରୀଙ୍କୁ ମେସେଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ, ଜିଲାପାଳଙ୍କ ଫଟୋ ଥାଇ…

ଭାଲୁ ସହ କଲେ ଲଢେଇ

ବାଉଁଶୁଣୀ/ବୌଦ୍ଧ,୧୫ା୪(ଡି.ଏନ.ଏ./ସ୍ବ.ପ୍ର.): ବୌଦ୍ଧ ବ୍ଲକ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତର କୁମରକାନି ଗ୍ରାମରେ ଭାଲୁ ସହ ଲଢେଇ କରି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେ ହେଲେ କୁମରକାନୀ ଗ୍ରାମର ଦେହେରିବୁଢା ମଲ୍ଲିକ । ମିଳିଥିବା ସୂଚନା ଅନୁଯାୟୀ,…

ମହିଳାଙ୍କୁ କଚାଡ଼ି ଦେଲା ଦନ୍ତା

କଣ୍ଟାମାଳ,୧୦ା୪(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତର ଡୁମାଳପଖାଳ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ରବିବାର ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।…

ଅଧିକ ୬ଟଙ୍କାରେ ବିକ୍ରି ହେଉଛି କିରୋସିନ

ବାଉଁଶୁଣୀ,୯।୪(ଡି.ଏନ୍‌.ଏ.): ସରକାର ଲୋକଙ୍କୁ ଚାଉଳ, ଗହମ, କିରୋସିନ ଆଦି ସାମଗ୍ରୀ ରିହାତି ଦରରେ ଯୋଗାଇ ଦେଉଛନ୍ତି। ହେଲେ କିଛି ଅସାଧୁ କର୍ମଚାରୀ ଅଧିକ ଦରରେ ବିକି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ସେଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ବ୍ଲକ…

ସ୍ବାମୀ, ଝିଅଙ୍କୁ ଖୋଜିବାକୁ ବୌଦ୍ଧରେ ଦିଲ୍ଲୀର ମହିଳା

ବୌଦ୍ଧ,୫।୪ (ସ୍ବ.ପ୍ର): ଜଣେ ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରତାରଣାର ଶିକାର ହେବା ପରେ ସ୍ବାମୀ ଓ ସନ୍ତାନର ସନ୍ଧାନରେ ବୌଦ୍ଧ ଆସି ନିରାଶ ହୋଇ ଫେରିଯାଇଛନ୍ତି ଦିଲ୍ଲୀର ମହିଳା ଆରତୀ। ଓଡ଼ିଶାର ଗଞ୍ଜମ ଜିଲା ଭଞ୍ଜନଗର ନିକଟସ୍ଥ ଏକ ଗ୍ରାମର ସୁବ୍ରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?