ବୌଦ୍ଧ

୬ ମାସ ହେଲା ସଏଲାନ ବିଜୁ ପକ୍କାଘର କାମ୍‌: ବିଲ୍‌ ଲାଗି ହିତାଧିକାରୀ ବାରଦୁଆର

ବୌଦ୍ଧ, ୧୫ା୮(ସ୍ବ.ପ୍ର.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ନିଅଁାସି ପରିବାରମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ଯୋଜନାରେ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ଯେନ୍‌ ହିତାଧିକାରୀମାନେ ଧାଯ୍‌ ସମିଆ ଭିତରେ ଘର…

ତେଲନଦୀରେ ବନ୍ୟାଜଳ: ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କଣ୍ଟାମାଳ,୧୩।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲାର ତେଲନଦୀରେ ବନ୍ୟାଜଳ ଆସିବାରୁ ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଉଦେପୁରଠାରେ କଣ୍ଟାମାଳ-ବାଲିଗୁଡା ରାସ୍ତାରେ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏ ନେଇ ଅଞ୍ଚଳର ପ୍ରାୟ ୪୦ ହଜାର ଲୋକ ପ୍ରଭାବିତ…

ଦରଖଁଡ଼ିଆ ହେଇ ପଡ଼ିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଜହ୍ନାପଙ୍କ, ୧୨ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍‌ ଅଧୀନ ନାରାୟଣ ନଗର। ଇ ଗଁାରେ ତିଆର ହେଉଥିବାର ଅଙ୍ଗନଓ୍ବାଡି କେନ୍ଦ-୨ ଅନେକ ଦିନ୍‌ ହେଲା ଦରଖଁଡ଼ିଆ ଅବସ୍‌ତାରେ ପଡ଼ିରହିଛେ। କେନ୍ଦ୍ରର ନିଜର ଘର ନାଇଁଥିଲାବେଲେ କରମୀ ଝନ୍‌କ ଗଁାର…

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ,୯।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା କୁଣ୍ଡାମାଲ ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ଅଚ୍ୟୁତ ସୁନା। ଗୁରୁବାର ରାତିରେ ସେ କୌଣସି କାମରେ ପଲସାଜୋରା ଗ୍ରାମକୁ ଯାଇ ଆଉ ଫେରି…

ସାତ୍‌ସପନ ହେଇଛେ ପକାଘର:ଭଂଗା କୁରିଆରେ ବିତୁଛେ ୪ ପରାନୀର ଜୀବନ୍‌

ପୁରୁଣାକଟକ, ୯ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଲଘୁଚାପ ବରଷା ଲାଗିରହିଛେ। ବରଷାରେ ପୁରୁଣାକଟକ ଗଁାର ତଳସାହିର ବିଶ୍ୱନାଥ ବେହେରାକଁର ଘରର କଁାଥି ଭାଂଗିଯାଇଛେ। ହେଲେ ସଉଭାଏଗ୍‌କେ କୁଟୁମବସିଆ ଗୁଟେ ବଡ଼ ବିପତିରୁ ବରତି ଯାଇଛନ୍‌। ସୂଚନା ଅନ୍‌ସାରେ ବୁଧୁବାର ରାତି…

ଭତା ଦେବାରେ ପରଶାସନ କୁଁଥ୍‌କୁଁଥ୍‌:ଜିଲାପାଲକୁଁ ଭେଟଲେ ୨୭ କଳାକାର

ତଳଗାଁ, ୭ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ୨୭ ଝନକୁ ମୁଖ୍ୟମନ୍ତ୍ରୀ କଳାକାର ଭତା ଦେବାର ଲାଗି ଗଲା ୧୨ା୧୨ା୨୦୧୮, ପତର ସଂଖ୍ୟା ୪୦୬୨ ଅନ୍‌ସାରେ ମଂଜୁର ହେଇଛେ। ହେଲେ ଭତା ପାଏବାର ଲାଗି ଥାନୀୟ କଳାକାରମାନେ ବ୍ଲକନୁ ଜିଲା ପରଶାସନ…

ପାଠ୍‌ ପଢ଼ାରୁ ବଁଚିତ୍‌ ନିରିହ ଆଦିବାସୀ ଛାତ୍ରୀ:ଗାଁକେ ଯାଇ ଟି.ସି. ଦେଲେ ପ୍ରଧାନ ଶିକ୍ଷକ

କଣ୍ଟାମାଳ, ୭ା୮(ଡି.ଏନ୍‌.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅଇଁଳାଚୁଅଁା ଆଦର୍ଶ ବିଦ୍ୟାଲୟର ଅଶୋଭନୀୟ ନୀତିର ଶିକାର ହେଇଛନ୍‌ ଝନେ ନିରିହ ଆଦିବାସୀ ଛାତ୍ରୀ। ବିଦ୍ୟାଲୟରୁ ୧୨ କି.ମି. ଗଁାକେ ଯାଇ ପ୍ରଧାନଶିକ୍ଷକ ଛାତ୍ରୀକଁର ବାପାକେ ଟି.ସି ଦେଇଛନ୍‌। ଏନ୍‌ତାଥି ଛାତ୍ରୀ ଝନ୍‌କର…

କୋଡ଼ିବାହାଲ ଗଁ। ରେ କିଡ଼୍‌ନୀ ରୋଗ୍‌ ଆତଁକ୍‌:ବାପର ଚିକିଛା ଲାଗି ଦାଦନ ଯାଇଛେ ପୁଓ

  ଘଣ୍ଟାପଡା, ୬।୮ (ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ କୋଡ଼ିବାହାଲ ଗଁାରେ ଏହେଦେ କିଡ଼୍‌ନୀ ରୋଗ୍‌ ଆତଁକ୍‌ ଦେଖା ଦେଇଛେ। ୨ ବଛର ଭିତରେ କିଡ଼୍‌ନୀ ରୋଗ୍‌ରେ ଗଁାର ୬ ଝନ୍‌କର ଜୀବନ୍‌ ଯାଇଥିଲାବେଲେ ଅନେକ…

ଚିକିସତ୍ା ଲାଗି ବଁଧା ପଡ଼ଲା ରାଶନ କାର୍ଡ:କଟକ ବଡ଼ ଡାକ୍‌ତରଖାନା ଗଲେ ରାଜେନ୍ଦ୍ର

କଣ୍ଟାମାଳ,୩।୮(ଡି.ଏନ୍‌.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ସହରିପାଲି ଗଁାର ରାଜେନ୍ଦ୍ର କଲତା(୨୭)। ସେ ଗୁଟେ ଦୁରଘଟନାର ଶିକାର ହେଇ ବୁର୍ଲାରେ ଚିକିସତ୍ିତ ହେଉଥିଲେ। ହେଲେ ଡାକ୍‌ତର ରାଜେନ୍ଦ୍ରକଁୁ ଉଚ ଚିକିସତ୍ା ଲାଗି କଟକ ନେବାକେ ପଡ଼ବା ବଲି ପରାମଶ ଦେଇଥିଲେ। ଏନ୍‌ତାଥି…

ସମସିଆ ଘେରରେ ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଲୟ:ବିପଦ୍‌ ଅବସ୍‌ତାରେ ୩ ପଢ଼ାକୁଠି, ବାରନ୍‌ଡ଼ାରେ ଛାତ୍ରୀଛାତ୍ର

  ମନମୁଣ୍ଡା, ୨୭।୭ (ଡି.ଏନ୍‌.ଏ) ବୌଦ୍ଧ ଜିଲା ମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଧମିକ ବିଦ୍ୟାଲୟ ଏହେଦେ ୧୩୮ ବଛର୍‌ରେ ପୁହୁଁଚିଛେ। ଦିନ୍‌ ଥିଲା ଇ ସ୍କୁଲର ବହୁତ ନଁା ଥିଲା। ଦୂରିଆ ଗଁାଗଁଡ଼ାରୁ ଛାତ୍ରୀଛାତ୍ର ଇ ସ୍କୁଲକେ ପାଠ୍‌ ପଢ଼ବାର ଲାଗି…

ଶିକ୍ଷକଙ୍କ ବଦଳି ବାତିଲ ଦାବି :ଦେଓଗାଁ ପ୍ରାଥମିକ ସ୍କୁଲରେ ତାଲା ବନ୍ଦ

କଣ୍ଟାମାଳ,୨୭।୭ (ଡି.ଏନ.ଏ) ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦେଓଗାଁ ନୂତନ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ଶୁକ୍ରବାର ୧୦ଟାରେ ଅଭିଭାବକ ଓ ଛାତ୍ରୀଛାତ୍ର ତାଲା ପକାଇ ଧାରଣା ଦେଇଛନ୍ତି । ଜଣେ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ସ୍କୁଲରେ ତାଲା ପକାଇ ଶିକ୍ଷାଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?