ବୌଦ୍ଧ

ବାଘ ଶିକାରୀଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର(ବ୍ୟୁରୋ)/ବାଉଁଶୁଣୀ (ଡି.ଏନ୍‌.ଏ),୨୨ା୭(ବ୍ୟୁରୋ): ରାଜ୍ୟରେ ଥମୁନି ବାଘ ଶିକାର। ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି ବାଘବଂଶ। ବାଘଙ୍କୁ ସୁରକ୍ଷା ତଥା ଶିକାର ରୋକିବା ଦିଗରେ ବନ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ଅପରପକ୍ଷରେ କ୍ରାଇମବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ(ଏସ୍‌ଟିଏଫ) ବିଭିନ୍ନ…

ପୁଣି ବାଘ ଛାଲ ଜବତ, ଜଣେ ଗିରଫ

କଣ୍ଟାମାଳ,୨୧।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର କପାଶିରା ଛକ ନିକଟରେ ବୁଧବାର ଏସ୍‌ଟିଏଫ କବଜାରେ ବାଘ ଶିକାରୀ ହର ରଣାଙ୍କୁ ଗିରଫ କରିଛି । ବାଘ ଛାଲ ବିକ୍ରି ନିମନ୍ତେ କଥା ଚାଲିଥିବା ବେଳେ ଏସ୍‌ଟିଏଫ ସ୍ବତନ୍ତ୍ର ଟିମ ବନ୍ଧୁକ ଓ…

ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ: ୨ ଯବାନ ଗୁରୁତର

କଣ୍ଟାମାଳ,୧୦।୭(ଡି.ଏନ୍‌.ଏ.): ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଉମା ଜଙ୍ଗଲରେ ଗୁଳି ବିନିମୟ ହୋଇଛିି। । ୮ ଘଣ୍ଟାରୁ ଅଧିକ ସମୟ ଧରିି ଗୁଳିବିନିମୟ ଚାଲିଥିବା ଆଇଜି (ଅପରେଶନ) ଅମିତାଭ ଠାକୁର ସୂଚନା ଦେଇଛନ୍ତି। ଗୁଳିବିନିମୟ…

ଜାତୀୟ ରାଜପଥ ଅବରୋଧ, ଯାନବାହନ ଚଳାଚଳ ବନ୍ଦ

ବାଉଁଶୁଣୀ,୮ା୭(ଡି.ଏନ୍‌.ଏ.): ୫୭ ନଂ. ଜାତୀୟ ରାଜପଥର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ ସ୍ଥାନୀୟ ଲୋକେ ଗୁରୁବାର ପୂର୍ବାହ୍ନରେ ରାସ୍ତାରୋକୋ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ସୂଚନାଯୋଗ୍ୟ, ନୂଆପୋଲର ସଂଯୋଗୀକରଣ ରାସ୍ତା ବୁଧବାର…

ପୁଅର ମୃତଦେହ ଛୁଇଁଲେନି ବାପା

ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ ୧୦ ଘଣ୍ଟା ପରେ ମୃତଦେହ ସ୍ଥାନୀୟ ଶ୍ମଶାନରେ ସତ୍କାର କରାଯାଇଥିଲା। ସୋମବାର ଏଭଳି ଏକ…

ରାସ୍ତା ଅବରୋଧ କଲେ ଚାଷୀ

କଣ୍ଟାମାଳ,୧୭ା୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ- ମନମୁଣ୍ଡା ରାସ୍ତା ଚାଷୀଙ୍କ ଦ୍ବାରା ଅବରୋଧ ହୋଇଛି । ସକାଳ ୮ଟାରୁ ସିମିଳିପଦର ପେକ୍ସରେ ଧାନ ନ ଉଠିବାରୁ ଚାଷୀ ରାସ୍ତାକୁ ଅବରୋଧ କରିଛନ୍ତି। ୧ରୁ ୧୦ ତାରିଖ ଯାଏ ଟୋକନ ପାଇଥିବା ଚାଷୀ ଧାନ…

ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ

ବାଉଁଶୁଣୀ,୧୨ା୬: ବାହାଘର ଥିଲା ଆଉ ୧୦ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବାହା ହେବାକୁ ଥିବା ଯୁବକ ଜଣକ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲା କଣ୍ଟାମାଳ…

ଏମିତି ବି ଆସେ ମୃତ୍ୟୁ: ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିବା ବେଳେ ଚାଲିଗଲା ପୁଅ ବୋହୂଙ୍କ ଜୀବନ

ବୌଦ୍ଧ,୯।୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ପ୍ରକାଶ ଯେ, ବ୍ରହ୍ମପୁର ରାଇପଡା ଅଞ୍ଚଳର ୪…

ମହିଳାଙ୍କ ସହ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା

ବୌଦ୍ଧ,୫ା୬: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ସରସରା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ ସରସରା ଗ୍ରାମର ଅନ୍ତର୍ଯ୍ୟାମୀ ସ୍ବାଇଁ (୩୨) । ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଏହି…

ପଜିଟିଭ ଚିହ୍ନଟ ପରେ ଆସନ୍ନପ୍ରସବା ହଟହଟା: ଡାକ୍ତରଖାନାରୁ ରାତାରାତି ଚାଲିଯିବାକୁ କୁହାଗଲା

ବୌଦ୍ଧ,୨୩ା୫(ସ୍ବ.ପ୍ର.): ବୌଦ୍ଧ ଜିଲାରେ କରୋନାର ଆଉ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । କରୋନା ପଜିଟିଭ ଚିହ୍ନଟ ହେବା ପରେ ଜଣେ ଆସନ୍ନପ୍ରସବାଙ୍କୁ ଡାକ୍ତରଖାନାରୁ ରାତାରାତି ଚାଲିଯିବାକୁ କୁହାଯିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି। ଏହି ସମ୍ବେଦନଶୀଳ ଘଟଣା ସାଧାରଣରେ…

ଫରକ୍‌ ପଡୁନି ଲକ୍‌ଡାଉନ

ବାଉଁଶୁଣୀ, ୧୦।୫: ବୌଦ୍ଧ ବ୍ଲକ ବାଉଁଶୁଣୀ ଅଞ୍ଚଳରେ ଲୋକେ କରୋନା କଟକଣା ମାନୁନାହାନ୍ତି। ସକାଳ ୬ରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ବାଉଁଶୁଣୀ ଅଞ୍ଚଳରେ ସମସ୍ତ ଦୋକାନ ସବୁବେଳେ ଖୋଲୁଛି। ଫଳରେ ଲୋକଙ୍କ ଭିଡ…

ଲକ୍‌ଡାଉନର ପ୍ରଭାବ: ବିକ୍ରି ନ ହେବାରୁ ରାଜରାସ୍ତାରେ ଢ଼ାଳିଲେ କ୍ଷୀର

ବାଉଁଶୁଣୀ,୬।୫: ଲକ୍‌ଡାଉନ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ଏକ ଘରୋଇ ସଂସ୍ଥା ବୌଦ୍ଧ ବ୍ଲକ ଜହ୍ନାପଙ୍କ ଚାରିଶମ୍ଭୁ ଦୁଗ୍ଧ ସମିତିରୁ କ୍ଷୀର ନେବା ପାଇଁ ମନା କରିଦେବାରୁ ଅଭାବନୀୟ ଘଟଣା ଘଟିଛି । ଏହାର ପ୍ରତିବାଦରେ ଗୁରୁବାର କ୍ଷୀର ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?