ବୌଦ୍ଧ

୭ ବଛର ହେଲା ସପନ୍‌ ହେଇ ରହିଛେ

କଣ୍ଟାମାଳ, ୮।୧୧ (ଡି.ଏନ୍‌.ଏ.)-ବୌଦ୍ଧ ଜିଲା କଣ୍ଟାମାଳ-ବଲାଙ୍ଗୀର ତେଲନଦୀ ପୁଲିଆ ତିଆରି ମୂଲ ହେବାର ୭ ବଛର ଉତାରୁ ବି ଅଂଚଲବାସୀକର ସପନ୍‌ ପୂରା ନାଇଁ ହେଇପାରି। ୮ଟା ସ୍ଳାବ୍‌ର ଶେଷ ଢଲେଇ, ବାଡ଼ା ଆର ସଂଯୋଗ ରାସ୍‌ତା ଅଭାବୁ ପୁଲିଆ ଲୁକ୍‌କର…

ମଉଲିକ୍‌ ସୁବିଧାରୁ ବଁଚିତ୍‌ ୨୨ ଆଦିବାସୀ ପରିବାର: ଜିଲାପାଳକୁଁ ଫେରାଦ ହେଲେ ଗାଁବାସୀ

ତଳଗାଁ, ୧।୧୧(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଁଚେତ୍‌ ଗୋଛାବାରି ନୂଅଁ।ଗଁ।ରେ ୨୨ ଆଦିବାସୀ ମଲ୍ଲାର କୋହ୍ଳ ପରିବାର ବାସ କରୁଛନ୍‌। ହେଲେ ଇ ପରିବାରମାନେ ମଉଲିକ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର ୨୮ ତାରିଖ୍‌ ହରଭଙ୍ଗା ବ୍ଲରେ ଅନୁଷ୍‌ଠିତ ଜନଶୁନାନି…

ଅଂଶୁମାନର ଚିକିଛା ଲାଗି କଥା ଦେଲେ ଜିଲାପାଳ

ତଳଗାଁ,୩୦।୧୦(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ କୁଶଙ୍ଗ ଗଁାର ଅମିତ ଦେହୁରୀକଁର ପୁଓ ଅଂଶୁମାନ ଦେହୁରୀ(୩)। ଜନମ୍‌ବେଲୁ ତାକର ମୁଡ଼ ଅସୁଆଭାବିକ୍‌ ଭାବେ ବଢ଼ତେଲ ଯାଉଛେ। ଏନ୍‌ତାଥି ପରିବାର ଲୋକ୍‌ ଚିନ୍‌ତାରେ ପଡ଼ିଯାଇଛନ୍‌। ଅଭାବ ଅନାଟନରେ ପରିବାର ଲୋକ୍‌ ଧାରଉଧାର କରି…

୮୯ ବଛ୍‌ରିଆ ବୁରୁଧ୍‌ ଭତାରୁ ବଁଚିତ୍‌

ମନମୁଣ୍ଡା, ୨୪।୧୦ (ଡି.ଏନ.ଏ)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବିଲାସପୁର ପଁଚେତ୍‌ ଅଧୀନ ନରସିଂହପୁର ଗଁାର ଗଣ୍ଡା ପଧାନ(୮୯)। ପରିବାର କହେଲେ ମାଏକିନା ଆର ଗୁଟେ ବଲି ଝି’କେ ନେଇ ସଁସାର। ପରିବାରଟା ନିହାତି ଗରିବ। ଦୁଖ୍‌ ସୁଖ କରି ଗଣ୍ଡା…

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ, ଛାତ୍ରୀଛାତ୍ର

ଘଣ୍ଟାପଡ଼ା,୨୨।୧୦(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଘଣ୍ଟାପଡ଼ା ସମଲେଶ୍ୱରୀ ହାଇସ୍କୁଲରେ ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଅଭିଭାବକ ଏବଂ ଛାତ୍ରୀଛାତ୍ର ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନର୍ଦ୍ଦିଷ୍ଟ କାଳ ଏହା…

ଦାଦନ୍‌ ଦୁଖ: ଆପ୍‌ନେ ଆରପାରେ, ପଲିଥିନ୍‌ ତଲେ ପରିବାର

ପୁରୁଣାକଟକ,୧୭।୧୦(ଡି.ଏନ୍‌.ଏ.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଁଚେତ୍‌ ଅଧୀନ କମଳପୁର ଗଁାର ଭିକୁ ହଂସ(୩୪)। ସେ ବାଙ୍ଗାଲୋରକେ ଦାଦନ୍‌ ଖଟିଯାଇ ଶୋଭା ଲିମିଟେଡ୍‌ କମ୍ପାନୀରେ ମାର୍ବଲ ଶ୍ରମିକ ହିସାବେ କାମ୍‌ କରୁଥିଲାବେଲେ କେହେନ୍‌ସି କାରନ୍‌ରୁ ଅଗଷ୍ଟ ୧ ତାରିଖ୍‌ରେ ତାକର…

ପୁଓର ଚିକିଛା ଲାଗି ରାଏଜ୍‌ ବାହାରେ ମା’ବାପ୍‌

କଣ୍ଟାମାଳ, ୧୬।୧୦ (ଡି.ଏନ୍‌.ଏ.)- ଟଁକା ପଏସା ଅଭାବୁ ଅନେକ ଲୋକ୍‌ ଜୀବନର ସବୁ ଆଶ୍‌କେ ହରେଇ ଦେସନ୍‌। ଅସମିଆରେ ବୁଧିବାଟ୍‌ ବନା ହେଇଯାଏସି। ହେଲେ କାହାକେ ମଜବୁତ୍‌ କରି ଅସମିଆ ଆଘେ ଠିଆ କରେଇଦେସି ଜୀବନ୍‌ର ଆଶ୍‌। ଏନ୍‌ତା ଗୁଟେ ଘଟନା…

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ବୌଦ୍ଧ ଗସ୍ତ: ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିବାକୁ ଯାଇ ଖାଇଥିଲେ ଖାଦ୍ୟ

ବୌଦ୍ଧ,୧୧।୧୦(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ବୌଦ୍ଧ ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଫୁଲବାଣୀରୁ ଏରୋପ୍ଲେନ୍‌ ଯୋଗେ ଆସି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ…

ବଜ୍ରପାତ ନେଲା ଜଣଙ୍କ ଜୀବନ

ବୌଦ୍ଧ,୬।୧୦: ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମରେ ରବିବାର ସକାଳ ୭ଟାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବନ୍ଧାପଥର ଗ୍ରାମର ନୀଳା ଲୋହିତ ବେହେରା (୫୩) ବିଲକୁ ଯାଇଥିବାବେଳେ ବଜ୍ରପାତ ଘଟିଥିଲା। ସେଠାରେ ହିଁ ସେ ଟଳି ପଡିଥିଲେ। ସ୍ଥାନୀୟ…

ଭିଜିଲାନ୍ସ ଜାଲରେ ଫରେଷ୍ଟର : ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ

ବୌଦ୍ଧ,୨୬।୯(ସ୍ବ.ପ୍ର.): ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ବୌଦ୍ଧର କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଗୁରୁବାର ସକାଳୁ ଭିଜିଲାନ୍ସ କର୍ମଚାରୀମାନେ ଜଗବନ୍ଧୁଙ୍କ ରଇଠାଣିସ୍ଥିତ ଘର, ଗ୍ରାମରେ ଥିବା ଘର, ଭଡ଼ା ଦେଇଥିବା ଘର ଏବଂ…

ଭତାକେ ନେଇ ପଁଚେତ୍‌ରେ ତାଲା ପକାଲେ ହିତାଧିକାରୀ

ପୁରୁଣାକଟକ, ୧୪ା୯ (ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଂଙ୍କୁଲେଇ ପଁଚେତ୍‌କେ ଶୁକୁରବାର ହିତାଧିକାରୀମାନେ ଭତା ନେବାକେ ଆସି ହଇରାନ ହରକତ ହେଲାରୁ ପଁଚେତ୍‌ରେ ତାଲା ପକେଇଥିବାର ଜନାଯାଇଛେ। ଏହେଦେ ଇ ଘଟନା ଅଂଚଲରେ ଗୁଟେ ଚରଚାର ବିଷେ ପାଲଟିଛେ। ସୂଚନା…

ନଦୀରୁ ଅଜଣା ମୃତଦେହ ଉଦ୍ଧାର

କଣ୍ଟାମାଳ, ୧୨।୯(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁର ତେଲ ନଦୀ ଘାଟରୁ ଗୁରୁବାର ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ମୃତଦେହଟି ଏକ କପଡ଼ାରେ ଗୁଡାଇ ହୋଇ ଭାସୁଥିବାର ଦେଖି ଗଁାଲୋକେ କଣ୍ଟାମାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?