ଭଦ୍ରକ

୨୦ ସୁଦ୍ଧା ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ନ କଲେ ଦରମା ବନ୍ଦ

ଭଦ୍ରକ ଅଫିସ, ୧୯।୧: ସରକାରୀ କର୍ମଚାରୀମାନେ ଚଳିତମାସ ୩୧ ତାରିଖ ମଧ୍ୟରେ ନିଜ ଆଇଡିରେ ଏଚ୍‌ଆର୍‌ଏମ୍‌ଏସ୍‌ (ହ୍ୟୁମାନ ରିସୋର୍ସେସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ) ପୋର୍ଟାଲରେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ପାଇଁ ଓଡ଼ିଶା ସରକାର ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ…

ରୋଜଗାର ବାଟ ବନ୍ଦ, ଚିକିତ୍ସା ଲାଗି ଅର୍ଥ ନାହିଁ

ଭଦ୍ରକ ଅଫିସ,୧୮।୧: ଦିନ ଥିଲା ସେ ତାଙ୍କ କଣ୍ଠର ଯାଦୁରେ ସମସ୍ତଙ୍କ ମନ ମୋହୁଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଷ୍ଟେଜ୍‌ରେ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ଭଦ୍ରକ ବାଇପାସ୍‌ ସାଇବିହାର ଜଗନ୍ନାଥ ମନ୍ଦିର ନିକଟରେ ବସବାସ କରୁଥିବା ଆନନ୍ଦ ପାତ୍ରଙ୍କ ପୁଅ…

ରାସ୍ତାକାମକୁ ନେଇ ଆକ୍ରମଣ, ବୃଦ୍ଧ ମୃତ

ଭଣ୍ଡାରିପୋଖରୀ,୧୭।୧(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ବରାହନୂଆପଡ଼ା ଗ୍ରାମରେ ସୋମବାର ରାସ୍ତାକାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ହୋଇଛି। ଆକ୍ରମଣରେ ଗୋଲକ ଚନ୍ଦ୍ର ମଲ୍ଲିକ ନାମକ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସକାଳେ ଗ୍ରାମରେ ଏକ…

ଖୋଲିଲା ଅତିରିକ୍ତ ମଣ୍ଡି

ବନ୍ତ,୧୬।୧(ଡି.ଏନ.ଏ): ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ସେବା ସମବାୟ ସମିତିରେ ଚାଷୀମାନଙ୍କ ସୁବିଧା ପାଇଁ ପଧାନପଡ଼ା ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଏକ ଅତିରିକ୍ତ ଧାନ ମଣ୍ଡି ସୋମବାର ଖୋଲାଯାଇଛି। ଏହି ମଣ୍ଡି ଖୋଲାଯିବା ଫଳରେ ପଧାନପଡ଼ା ପଞ୍ଚାୟତ…

ଜଳିଗଲା ୮ ବଖରା

ଭଣ୍ଡାରିପୋଖରୀ,୧୬।୧(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଜଳମଣ୍ଡୁଆ ପଞ୍ଚାୟତର କରଞ୍ଜିଗୁଣୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୮ ବଖରା ଜଳିଯାଇଛି। ଗ୍ରାମର ବଳରାମ ସେନାପତି, ରମାକାନ୍ତ ସେନାପତି, ପ୍ରଶାନ୍ତ କୁମାର ଦାସ ଓ ଉଦୟଭାନୁ ଦାସଙ୍କ ଘର ଜଳିଯାଇଥିବା ବେଳେ ସମସ୍ତ…

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜଗନ୍ନାଥ

ଆରଡ଼ି, ୧୬।୧ (ଡି.ଏନ୍‌.ଏ.):ଭଦ୍ରକ ଜିଲା ଧୁଷୂରୀ ଥାନା ଅଧୀନ ଅଜମତପୁର ଗଁାର ଜଗନ୍ନାଥ ଜେନା(୪୯) ଫୁସ୍‌ଫୁସ୍‌ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ। ୨୧ଦିନ ହେଲା ଦୁବାଇର ଇଣ୍ଟରନ୍ୟାଶନାଲ ମଡର୍ଣ୍ଣ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ରହିଥିବା ବେଳେ ସେ ମୃତ୍ୟୁ ସହ ସଂଗ୍ରାମ…

ଆଖଣ୍ଡଳମଣିଙ୍କୁ ମକର ପୋଡ଼ପିଠା ସମର୍ପଣ

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଖ୍ୟାତନାମା ଶୈବପୀଠ ଆରଡ଼ି ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ହୋଇଉଠିଛି। ଭକ୍ତମାନେ ସକାଳୁ ପୀଠରେ ଭିଡ଼ ଜମାଇ ବାବାଙ୍କୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶନିବାର ଭୋର ସାଢ଼େ ୪ଟାରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା।…

୨୦୨୪ ନିର୍ବାଚନ ପାଇଁ ଗୁରୁମନ୍ତ୍ର

ଆରଡ଼ି,୧୪।୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ିର ଏକ କଲ୍ୟାଣ ମଣ୍ଡପରେ ଭାଜପା ଆଖଣ୍ଡଳମଣି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି କିଶୋର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଭାଜପା ରାଜ୍ୟ ସଭାପତି ତଥା ମଣ୍ଡଳ…

ନ୍ୟାୟ ପାଇଁ ଏସ୍‌ପିଙ୍କୁ ଭେଟିଲେ ଯୁବତୀ

ଭଦ୍ରକ ଅଫିସ, ୧୩ା୧: ୧୨ବର୍ଷ ପ୍ରେମ ପରେ ପ୍ରେମିକଙ୍କ ଦ୍ୱାରା ପ୍ରତାରିତ ତିହିଡ଼ି ଥାନା ଅଞ୍ଚଳର ଜଣେ ଯୁବତୀ ନ୍ୟାୟ ପାଇଁ ଶୁକ୍ରବାର ଭଦ୍ରକ ଏସ୍‌ପିଙ୍କୁ ଭେଟିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ୨୦୧୧ରେ ପରିବାର ଲୋକ ପୁରୀ ଯାଇଥିବା ବେଳେ…

ହାତ ତିଆରି ଜିନିଷର ଠିକ୍‌ ମୂଲ୍ୟାୟନ ମେଳାର ଲକ୍ଷ୍ୟ

ବାସୁଦେବପୁର,୧୩।୧(ଡି.ଏନ.ଏ.): ବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ବାସୁଦେବପୁର ପୌରପାଳିକା ଆନୁକୂଲ୍ୟରେ ଶୁକ୍ରବାର ପଲ୍ଲିଶ୍ରୀ ମେଳାର ଶୁଭାରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ଓ ମହିଳାଙ୍କୁ…

୧୧୩୨ ଗୋଷ୍ଠୀକୁ ୪୧.୯୭ କୋଟି ଋଣ

ଚାନ୍ଦବାଲି,୧୨।୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲିରେ ବ୍ଲକସ୍ତରୀୟ ମେଗା ଋଣ ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବିଡିଓ ଜ୍ୟୋତିବିକାଶ ଦାସ, ବ୍ଲକ ଅଧ୍ୟକ୍ଷା ମିନତି ସୂତାର ଓ…

ସମସ୍ୟା ଘେରରେ ଧାମନଗର କଲେଜ

ଧାମନଗର,୧୧।୧(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଅଧ୍ୟାପକ, କର୍ମଚାରୀ ଅଭାବ ସାଙ୍ଗକୁ କଲେଜ ଜମି ଜବରଦଖଲ, ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିବା ଆଦି ନେଇ ଅସନ୍ତୋଷ ପ୍ରକାଶ ପାଉଛି। ମହାବିଦ୍ୟାଳୟରେ ସମସ୍ୟା ଅନେକ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?