ଭଦ୍ରକ

ମାଛ ଧରିବାକୁ ନେଇ ବିବାଦ

ପଦ୍ମପୁର, ୨୭।୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଦ୍ମପୁର ପଞ୍ଚାୟତ କପାଗଢ଼ିଆ ଓ ସୁଗୋ ପଞ୍ଚାୟତ କାଞ୍ଜିଖିଆ ଗ୍ରାମବାସୀ ଏକ ପୋଖରୀରୁ ମାଛ ଧରିବାକୁ ନେଇ ମୁହଁାମୁହିଁ ହୋଇଥିଲେ। ଏହି ଘଟଣାରେ ଗୁରୁବାର ଅପରାହ୍ନରେ ଏସ୍‌ଡିପିଓ ସୌରଭ କୁମାର…

ହରିଣ ଶିକାର କରି ବନ୍ଧା ହେଲେ ୨ ଯୁବକ

ଚାନ୍ଦବାଲି,୨୭।୧(ଡି.ଏନ୍‌.ଏ.): ହରିଣ ଶିକାର କରି ମାଂସ ଚାଲାଣ ଅଭିଯୋଗରେ ଧାମରା ବନବିଭାଗ ୨ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେକ୍‌ ହୁସେନ ଓ ମୋତିଲାଲ ମଣ୍ଡଳ। ମିଳିଥିବା ସୂଚନା ମୁତାବକ, ହରିଣ ମାଂସ ଚାଲାଣ ହୋଇଥିବା…

ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି କେନ୍ଦ୍ର ସରକାର: ରାସ୍ତାକୁ ଓହ୍ଲାଇଲା ସଂଯୁକ୍ତ କିଷାନ ମୋର୍ଚ୍ଚା

ଭଦ୍ରକ ଅଫିସ,୨୬ା୧: ସଂଯୁକ୍ତ କିଷାନ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ଗୁରୁବାର ଗଣ ପ୍ରତିବାଦ କରାଯାଇଛି। ୨୦୨୧ ଡିସେମ୍ବର ୧୧ରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଏହାର ପ୍ରତିବାଦ କରାଯାଇଛି। ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁଯାୟୀ…

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭଦ୍ରକ ଅଫିସ,୨୬।୧: ଭଦ୍ରକ କଲେଜ ପଡିଆରେ ଗୁରୁବାର ଜିଲାସ୍ତରୀୟ ୭୪ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ୩୧ଟି ଟିମ ପରେଡରେ ଭାଗ ନେଇଥିଲେ l ମୁଖ୍ୟ ଅତିଥି ଭାବେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସପି ବରୁଣ ଗୁଣ୍ଟୁପାଲି…

‘ଯୋଗ୍ୟଙ୍କୁ ଆବାସ ନ ମିଳିବା ଯାଏ ଆନ୍ଦୋଳନ’

ଧାମନଗର, ୨୫।୧ (ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦରେ ମଙ୍ଗଳବାର ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ଆବାସ ତାଲିକାରୁ ବାଦ୍‌ ପଡ଼ିଥିବା…

ଡେପୁଟେଶନରେ ଡାକ୍ତର, ମିଳୁନି ସ୍ବାସ୍ଥ୍ୟସେବା

ଧାମନଗର,୨୪।୧(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟସେବା। ୧୧ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୪ଜଣ ଅଛନ୍ତି। ଶିଶୁ ବିଭାଗ ଓ ମେଡିସିନ ବିଭାଗରେ ଡାକ୍ତର ନ ଥିବାବେଳେ ୫ ମହିଳା ସ୍ବାସ୍ଥ୍ୟକର୍ମୀ, ୯ ପୁରୁଷ ସ୍ବାସ୍ଥ୍ୟକର୍ମୀ,…

ସଜେଇ ହେଲାଣି ସରମରା

ଭଦ୍ରକ ଅଫିସ, ୨୪।୧: ସରସ୍ବତୀ ପୂଜା ପାଇଁ ଭଦ୍ରକ ଜିଲାରେ ପ୍ରସିଦ୍ଧିଲାଭ କରିଥିବା ବନ୍ତ ବ୍ଲକର ସରମରା ଗାଁ ସଜେଇ ହେଲାଣି। କୋଭିଡ୍‌ ଯୋଗୁ ଦୁଇବର୍ଷର କଟକଣା ପରେ ଏଥର ପୂଜାକୁ ନେଇ ଗାଁରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।…

ମନ୍ଦିର ପରିସରରୁ କାଟିନେଲେ ଚନ୍ଦନ ଗଛ

ବାସୁଦେବପୁର, ୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆର୍ତୁଂ ପଞ୍ଚାୟତରେ ଥିବା ଶଙ୍ଖେଶ୍ୱର ମନ୍ଦିର ପରିସରରୁ ଏକ ଚନ୍ଦନ ଗଛକୁ କେହି ଦୁର୍ବୃତ୍ତ ରବିବାର ରାତିରେ କାଟି ଚୋରି କରିନେଇଛନ୍ତି। ଚନ୍ଦନ ଗଛ ଚୋରି ସମ୍ପର୍କରେ ସୋମବାର ସକାଳେ ଜଣାପଡ଼ିବା…

୯୮ ବର୍ଷରେ କପିଳ ମୁନି ମହୋତ୍ସବ

ପଦ୍ମପୁର,୨୧ା୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍‌ ବିଦେଇପୁର ପଞ୍ଚାୟତର କପିଳ ମୁନି ପଡ଼ିଆରେ ପାଳନ ହେଉଥିବା କପିଳମୁନି ମହୋତ୍ସବ ୯୮ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ଗତ ୧୩ ତାରିଖରୁ ନବରାତ୍ର ନାମଯଜ୍ଞ ଆରମ୍ଭ ହୋଇ କଳସ ଶୋଭାଯାତ୍ରା, ଅଧିବାସ,…

ସୀମିତ କର୍ମଚାରୀରେ ଚାଲିଛି କୃଷି ଜିଲା କାର୍ଯ୍ୟାଳୟ

ଚମ୍ପୁଆ,୨୦ା୧(ଡି.ଏନ୍‌.ଏ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କୃଷି ଜାତ ଦ୍ରବ୍ୟ ଅମଳ ବୃଦ୍ଧି ନିମନ୍ତେ ଆଧୁନିକ ଯନ୍ତ୍ରପାତି ସବ୍‌ସିଡ୍‌ ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ କରୁଛନ୍ତି। ମାତ୍ର ଚାଷ…

ନଡ଼ା ଛପର ଘର ଭରସା

ଧାମନଗର,୨୦ା୧(ସ୍ବ.ପ୍ର.): ରହିବା ପାଇଁ ଭଲ ଘର ଘଣ୍ଡେ ନାହିଁ। ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ନେଇ ନଡ଼ା ଛପର ଘରେ ରହୁଛନ୍ତି। ପକ୍କାଘର କରିବାକୁ ପାଖରେ ସମ୍ବଳ ନାହିଁ। ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ…

ମଣ୍ଡିରେ ପଡ଼ିରହିଛି ଧାନ, ମିଲରଙ୍କ ଦେଖା ନାହିଁ

ଭଣ୍ଡାରିପୋଖରୀ,୨୦।୧(ସ୍ବ.ପ୍ର.): ଚାଷୀମାନେ ମଣ୍ଡିରେ ଧାନ ଦେଇ ସାରିବା ପରେ ଠିକ୍‌ ସମୟ ମଧ୍ୟରେ ମିଲର ଧାନ ଉଠାଉ ନାହାନ୍ତି। ଧାନ କ୍ରୟ ଦିନରେ ମିଲ୍‌ ଗାଡ଼ି ଆସୁନାହିଁ। ମଣ୍ଡିରେ ଧାନବସ୍ତା ପଡ଼ି ରହୁଛି। ଫଳରେ ପରବର୍ତ୍ତୀ ଟୋକନପ୍ରାପ୍ତ ଚାଷୀମାନେ ମଣ୍ଡିରେ ଜାଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?