ଭଦ୍ରକ

ଅଶ୍ଳୀଳ ଭିଡିଓ ଭାଇରାଲ, ଶିକ୍ଷକ ନିଲମ୍ବିତ

ପଦ୍ମପୁର,୨୦।୪(ଡି.ଏନ.ଏ.)-ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଓ ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଭଦ୍ରକ ଜିଲା ସଦର ବ୍ଲକ ଅଞ୍ଚଳର ଏକ ୟୁଜିଏମ୍‌ଇ ସ୍କୁଲର ଏକ୍ସ କ୍ୟାଡ଼ର ଶିକ୍ଷକ ସପନ କୁମାର ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ...

‘ପ୍ରାଣୀ, ପକ୍ଷୀଙ୍କ ସେବାରୁ ମିଳୁଛି ଆତ୍ମତୃପ୍ତି’

ବନ୍ତ,୧୯।୪ (ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତରୁ ପୁରୀ ୨୩୦ କି.ମି. ମାତ୍ର ୨୮ ଘଣ୍ଟାରେ ଦୌଡ଼ି ଚର୍ଚ୍ଚାରେ ଥିଲେ ଯୁବ ଧାବକ ସୌରଭ ସେଠୀ। ମାନସିକ ଅନଗ୍ରସର, ଦିବ୍ୟାଙ୍ଗ, କ୍ଷୁଦାର୍ତ୍ତ, ରୋଗୀ ଓ ଅସହାୟ ଲୋକଙ୍କୁ ସହାୟତା କରିଆସୁଥିବା ବେଳେ ବିଶେଷ...

ଓ୍ବେବସାଇଟରେ ମିଛ ତଥ୍ୟ

ଭଦ୍ରକ ଅଫିସ,୧୯।୪:  ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ସ୍ଲୋଗାନ ଦେଇ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ନାମରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଇନ୍‌ଫରମେଶନ ଟେକ୍ନାଲୋଜିର ସହାୟତା ନିଆଯାଇ ପୂର୍ଣ୍ଣ ସ୍ବଚ୍ଛତା ସହ ଯୋଜନାର କାର୍ଯ୍ୟକାରିତା ପାଇଁ ନୂଆ...

ମେଶିନରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ: ତଦନ୍ତ ଆରମ୍ଭ କଲେ ଅଧିକାରୀ

ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଜେସିବି ଦ୍ୱାରା କାମ କରାଯାଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଟୁଇଟର ମାଧ୍ୟମରେ ଅଭିଯୋଗ ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ୱେବସାଇଟ୍‌ରୁ ଉକ୍ତ କାର୍ଯ୍ୟ ସମ୍ପର୍କିତ ତଥ୍ୟ...

ପଦ ହରାଇଲେ ଦୈସିଂ ସରପଞ୍ଚ

ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ସରପଞ୍ଚ ପାର୍ବତୀ ମାଝୀ ଓଡ଼ିଆ ଲେଖାପଢ଼ା ଜାଣି ନ ଥିବାରୁ ପଦ ହରାଇଛନ୍ତି। ଜିଲା ଜଜ୍‌ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଭଦ୍ରକ ବିଡିଓ ତୁରନ୍ତ ସରପଞ୍ଚ...

ସେବାୟତଙ୍କୁ କରୋନା: ୩ ଦିନ ସାଧାରଣ ଦର୍ଶନ ବନ୍ଦ

ଆରଡ଼ି,୧୫।୪: ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ୮ଟାରୁ ୩ ଦିନ ପାଇଁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଘୋଷଣା କରାଯାଇଛି। ସେବାୟତମାନେ...

ମାସ୍କ ଚେକିଂ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ

ଭଦ୍ରକ ଅଫିସ,୧୫।୪: ମାସ୍କ ଚେକିଂ ବେଳେ ଗୁରୁବାର ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ୩ ବ୍ରାଉନସୁଗାର ବେପାରୀ। ପୋଲିସ ଗିରଫ ବେପାରିଙ୍କଠାରୁ ୧୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ...

ବୈତରଣୀ ଉଜାଡ଼ି ଦେଲା ମା’ର କୋଳ

ଭଦ୍ରକ ଅଫିସ,୧୫।୪: ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭଉଣୀଭାଇଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସୋହଡ଼ା ପଞ୍ଚାୟତ ଗୌରାଙ୍ଗପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଭଉଣୀଭାଇ ହେଲେ ସୋହଡ଼ା ଗ୍ରାମର ମନ୍ମଥ...

ଶ୍ରଦ୍ଧାଳୁଙ୍କୁ ଆଖଣ୍ଡଳମଣି ମନା

ଭଦ୍ରକ ଅଫିସ,୧୫।୪: ରାଜ୍ୟରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଗୁରୁବାର ଭଦ୍ରକ ଆରଡି ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ମନ୍ଦିରକୁ ୩...

ବାଲିଘାଟକୁ ନେଇ ବିଗୁଡୁଛି ଆଇନଶୃଙ୍ଖଳା

ଭଦ୍ରକ ଅଫିସ, ୧୨।୪-  ଭଦ୍ରକ ଜିଲାରେ ବାଲିଘାଟ ନିଲାମକୁ କେନ୍ଦ୍ରକରି ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଅନେକ ସ୍ଥାନରେ ଗ୍ରାମ୍ୟ ବିବାଦ ଦେଖା ଦେଇଥିବାବେଳେ କେତେକ ଜାଗାରେ ଲୋକଙ୍କ ମାଡ଼ରେ ପୋଲିସ ଲହୁଲୁହାଣ ହୋଇଥିବା ନଜିର ରହିଛି। ଗତ କିଛିଦିନ...

ପୋଲିସକୁ ମାଡ଼ ମାରି ଜେଲ ଗଲେ ୨ ଭାଇ

ଆରଡ଼ି,୧୦।୪: ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ପୋଲିସ ଶନିବାର ଅପରାହ୍ନରେ ମାସ୍କ ଓ ହେଲ୍‌ମେଟ ଚେକିଂ କରୁଥିବା ବେଳେ ମାଡ଼ ମାରିବା ଅଭିଯୋଗରେ ୨ ଭାଇଙ୍କୁ ଜେଲ ଯିବାକୁ ପଡ଼ିଛି। ସେମାନେ ହେଲେ ଯାଜପୁର ଜିଲା ଅର୍ଦ୍ଦାଉଳିଆ ଗ୍ରାମର ଶୁଭ...

ମାସ୍କ ଚେକିଂ ବେଳେ ପୋଲିସକୁ ଦୁର୍ବ୍ୟବହାର, ଯୁବକ ଅଟକ

ଭଦ୍ରକ ଅଫିସ,୧୦।୪-ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ମାସ୍କ ଚେକିଂ ଜୋରଦାର କରିଛି ପୋଲିସ। ଶୁକ୍ରବାର ମାସ୍କ ଚେକିଂ ବେଳେ ଟାଉନ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯୁବକଙ୍କୁ ଥାନାରେ ଅଟକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri