ଭଦ୍ରକ

ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି

ଭଦ୍ରକ ଅଫିସ, ୫ ।୩ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଅଫ୍‌ଲାଇନ ପରିବର୍ତ୍ତେ ଅନ୍‌ଲାଇନ କରିବା ଦାବିରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ରୀଛାତ୍ର କଲେଜ ଫାଟକରେ ତାଲା ପକାଇ ହୋହାଲ୍ଲା କରି ଆନ୍ଦୋଳନ କରିଥିଲେ। ଟାଉନ...

ବାଇକ୍‌ରେ ଗଞ୍ଜେଇ ନେଇ ଖସିଯିବାକୁ ବସିଥିଲେ, ବାନ୍ଧିନେଲା ପୋଲିସ

ବନ୍ତ,୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବ୍ଲକ ଛକଠାରେ ଗୁରବାର ବିଳମ୍ବିତ ରାତିରେ ପୋଲିସ ବାଇକ୍‌ ଯାଞ୍ଚ କରିଥିଲା। ଯାଞ୍ଚବେଳେ ୧ କିଗ୍ରା ୮୫୯ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ...

ଭାଜପାରୁ ଦୁଇଥର ବିଜୟ ପରେ ଶଙ୍ଖ ଧରିଲେ ପୂର୍ବତନ କାଉନସିଲର

ଭଦ୍ରକ ଅଫିସ,୪।୩: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନ ପୂର୍ବରୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ମହାମିଶ୍ରଣ ପର୍ବ। ଭାଜପା ଛାଡ଼ି ବିଜେଡିରେ ମିଶିଛନ୍ତି ଯୁବନେତା ତଥା ଭଦ୍ରକ ପୌରପାଳିକାର ପୂର୍ବତନ କାଉନସିଲର ଘାଉଲି ଜେନା। ପ୍ରତିକୂଳ ପରିସ୍ଥିତିରେ ସେ...

୩୦ ଓ୍ବାର୍ଡରେ ୮୭,୩୭୭ ଭୋଟର

ଭଦ୍ରକ ଅଫିସ, ୩ା୩: ଭଦ୍ରକ ପୌର ପରିଷଦ ନିର୍ବାଚନ ଲାଗି ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ୩୦ଟି ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦର ମୋଟ ଭୋଟର ସଂଖ୍ୟା ୮୭ ହଜାର ୩୭୭। ସେଥି ମଧ୍ୟରେ ୪୪, ୫୭୭ ପୁରୁଷ,...

ଭକ୍ତମୟ ଆଖଣ୍ଡଳମଣି ପୀଠ

ଆରଡି, ୨।୩(ଡି.ଏନ.ଏ.) ଭଦ୍ରକ ଜିଲାର ଆରଡ଼ି ଆଖଣ୍ଡଳମଣି ପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ଭିଡ଼ ହୋଇଥିଲା। ମଙ୍ଗଳବାର ଭୋର ୪ଟାରେ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଥିଲା ା ସାଢେ ୪ଟାରେ ବାବାଙ୍କ ସ୍ନାନକୃତ୍ୟ ସମ୍ପନ୍ନ ପରେ କନିକା...

ସୁନା ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଆରଡ଼ି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ମହାଶିବରାତ୍ରିରେ ବାବା ଆଖଣ୍ଡଳମଣିଙ୍କର ଅପୂର୍ବ ସୁନାବେଶକୁ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ବିଧି ମୁତାବକ ରାତି ୧୨ଟାରେ ଏହା ଆରମ୍ଭ ହୋଇଥିଲା । ରାତି ଗୋଟେରୁ ୩ଟା ପର୍ଯ୍ୟନ୍ତ ଭକ୍ତମାନେ ଏହି...

ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଲମ୍ବା ଧାଡ଼ିରେ ଭକ୍ତ

ଆରଡ଼ି,୧।୩,(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ମହାଶିବରାତ୍ରି ଅବସରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ୪ ପଞ୍ଚାୟତର ଅଧିବାସୀ ଲମ୍ବା ଲାଇନରେ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ । ଭୋର୍‌...

ବାବା ଆଖଣ୍ଡଳମଣୀଙ୍କ ନୀତିକାନ୍ତି, ଜାଣନ୍ତୁ କେତେବେଳେ ଉଠିବ ମହାଦୀପ

ଆରଡ଼ି,୨୮।୨(ଡି.ଏନ୍‌.ଏ.): ବାବା ଆଖଣ୍ଡଳମଣୀଙ୍କ ପୀଠରେ ମଙ୍ଗଳବାର ଜାଗର ଯାତ୍ରା ଅନୁଷ୍ଠିତ ହେବ। ବାବାଙ୍କ ନୀତିକାନ୍ତି ଓ ମହାଦୀପ ଉଠିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ଚିଠା ପ୍ରକାଶ ପାଇଛି । ମଙ୍ଗଳବାର ଭୋର ୪ଟାରେ ବାବାଙ୍କ ମଙ୍ଗଳବାର ଆଳତି...

ଖବରକାଗଜ ବିତରକରୁ ହେଲେ ସରପଞ୍ଚ

ବାସୁଦେବପୁର,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ସହରର ଖବରକାଗଜ ବିକ୍ରେତା ଗୌରାଙ୍ଗ ଚନ୍ଦ୍ର ପଣ୍ଡା ନରସିଂହପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଗୌରାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୪୦...

କାର୍ଯ୍ୟକ୍ଷମ ହେଉନି କ୍ଲଷ୍ଟର ସାଲୋ ପଏଣ୍ଟ

ବନ୍ତ,୨୭।୨(ଡି.ଏନ.ଏ.)  ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଥିବା କ୍ଲଷ୍ଟର ସାଲୋ ପଏଣ୍ଟ କାର୍ଯ୍ୟକ୍ଷମ ହେଉନାହିଁ। ଫଳରେ ୨୫ ହେକ୍ଟର ଜମିରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏନେଇ...

ବିଜେଡିର ସମର୍ଥକଙ୍କ ମୃତ୍ୟୁ: ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ଘେରାଉ

ପଦ୍ମପୁର,୨୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତର ଉହାଦ ଗ୍ରାମର ଭଗବାନ ନାୟକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କୁ ଗତ ରବିବାର ଉକ୍ତ ଗ୍ରାମର କେତେକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଭଗବାନ ବିଜେଡିର...

ଆରମ୍ଭ ହେଲା ଭୋଟ୍‌ ଗଣତି

ଆରଡି, ୨୬।୨( ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧ନଂ ଜିଲା ପରିଷଦ ଜୋନରେ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଚାନ୍ଦବାଲି ମହାବିଦ୍ୟାଳୟରେ କଡା ସୁରକ୍ଷା ବଳୟରେ ଗଣତି ଚାଲିଛି । ଆରଡି, ନାନ୍ଦପୁର,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri