ଭଦ୍ରକ

ଆମ୍ବ ଚୋରି କରିବାରୁ ୫ ଜଣ ପିଲାଙ୍କୁ ନିସ୍ତୁକ ମାଡ: ମାଲିକ ଥାନାରେ ଅଟକ

ଭଦ୍ରକ ଅଫିସ,୧୪।୪: ଆମ୍ବ ଚୋରି କରିବାକୁ ନେଇ ଗଛ ମାଲିକ ୫ ଜଣ ପିଲାଙ୍କୁ ନିର୍ମମ ଭାବେ ପିଟିଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ଏଭଳି ଘଟଣା ଘଟିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ମାଡ ମାରିଥିବା…

ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗିବା ଘଟଣା: ଜାରି ହୋଇଥିବା ୧୪୪ ଧାରା ଆଉ ୪୮ଘଣ୍ଟାକୁ ବୃଦ୍ଧି

ଭଦ୍ରକ ଅଫିସ, ୧୪।୪: ଭଦ୍ରକ ଜିଲାର ଏକ କମ୍ପାନୀ ଗେଟ୍‌ର ୨୦୦ ମିଟର ଅଞ୍ଚଳରେ ବୁଧବାରରୁ ଜାରି ରହିଥିବା ୧୪୪ ଧାରାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯାଇଛି। ଗତ ମଙ୍ଗଳବାର କମ୍ପାନୀରେ ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ଦୁଇ…

ଆଜି ମହାବିଷୁବ ସଂକ୍ରାନ୍ତି: ବାବା ଆଖଣ୍ଡଳମଣିଙ୍କ ପୀଠ ଉତ୍ସବ ମୁଖର

ଆରଡ଼ି,୧୪ା୪(ଡି.ଏନ୍‌.ଏ.): ଆଜି ମହାବିଷୁବ ସଂକ୍ରାନ୍ତି। ଏହି ଉପଲକ୍ଷେ ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ଉତ୍ସବ ମୁଖର ହୋଇଉଠିଛି। ବାବା ଆଖଣ୍ଡଳମଣି ମନ୍ଦିରରେ ଏଥିଲାଗି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଶୁକ୍ରବାର ଭୋର୍‌ ୪.୩୦ରେ ମନ୍ଦିର ପହଡ଼ ଖୋଲାଯାଇ ପ୍ରଭୁଙ୍କ ପାଖରେ ମଙ୍ଗଳ ଆଳତି…

ଦୁଇ ଶ୍ରମିକ ପୋଡ଼ି ଗୁରୁତର ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଭେଟିଲା ଶ୍ରମିକ ସଂଘ

ଭଦ୍ରକ ଅଫିସ,୧୩ା୪: ଭଦ୍ରକ ରାନ୍ଦିଆ ଫେକର କମ୍ପାନୀରେ ଦୁଇ ଶ୍ରମିକ ପୋଡ଼ି ଗୁରୁତର ଘଟଣାରେ ତଦନ୍ତ କରି ଅବହେଳା କରିଥିବା ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମିକ ସଂଘ ଗୁରୁବାର ଜିଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛି। ଏହି ଘଟଣାରେ ପୋଲିସ ଅଟକ…

ଜଳିଗଲା ୩ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଆରଡ଼ି,୧୨ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ ଭୂଇଁପୁର ଗାଁର ସୁସ୍ମନ୍ତ ବିଶ୍ୱାଳଙ୍କ ୩ ବଖର ବୁଧବାର ସମ୍ପୂର୍ଣ୍ଣ ଜଳିଯାଇଛି । ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀ ନିଆଁକୁ ଆୟତ୍ତ…

ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ୨ ଶ୍ରମିକ ଗୁରୁତର ଘଟଣା: ୧୪୪ ଧାରା ଜାରି

ଭଦ୍ରକ ଅଫିସ, ୧୨।୪: ଭଦ୍ରକ ଜିଲାର ଏକ କମ୍ପାନୀରେ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ୨ ଶ୍ରମିକ ଗୁରୁତର ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉକ୍ତ କମ୍ପାନୀ ଗେଟ୍‌ର ୨୦୦ ମିଟର ଅଞ୍ଚଳରେ ବୁଧବାର ୧୪୪ ଧାରା ଜାରି…

ପୋଡ଼ିହୋଇ ୨ ଶ୍ରମିକ ଗୁରୁତର

ଭଦ୍ରକ ଅଫିସ,୧୨।୪: ଭଦ୍ରକ ଜିଲାର ଏକ କମ୍ପାନୀରେ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଅଁା ଲାଗି ୨ ଶ୍ରମିକ ଗୁରୁତର ହୋଇଛନ୍ତି। ଏଥିପାଇଁ ଅନ୍ୟ ଶ୍ରମିକ ଓ କର୍ମଚାରୀମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି କାର୍ଯ୍ୟବନ୍ଦ କରିଥିଲେ। ଏହାକୁ ନେଇ…

ଟ୍ରାକ୍ଟରରୁ ଖସିପଡି ନାବାଳିକା ମୃତ

ଭଦ୍ରକ ଅଫିସ,୧୧।୪: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ଝାଟିଆ ଅଞ୍ଚଳ କେନାଲ ବନ୍ଧଠାରେ ମଙ୍ଗଳବାର ଟ୍ରାକ୍ଟରରୁ ଖସିପଡି ୪ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଘଟିଛି। ନାବାଳିକା ଝିଅଟି ଟ୍ରାକ୍ଟରରେ ବସି ଯାଉଥିବା ବେଳେ ଖସି ପଡିଥିଲା l ପଡିଯିବା ପରେ ଟ୍ରାକ୍ଟରଟି…

‘ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ’

ଭଦ୍ରକ ଅଫିସ, ୧୧।୪: ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ ଗୋରାମାଟି ଗ୍ରାମରେ ବଧୂହତ୍ୟା ନେଇ ସୋମବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ତିହିଡ଼ି ଥାନା ଜିଞ୍ଝାରପୁର…

ଟ୍ରକ୍‌ ତଳେ ପଶିଗଲା କାର୍‌

ଭଦ୍ରକ ଅଫିସ,୯।୪: ଭଦ୍ରକ ୧୬ ନଂ. ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ୪ ଗୁରୁତରଙ୍କୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଝାରଖଣ୍ଡ ନମ୍ବର ବିଶିଷ୍ଟ ଦୁଇଟି କାର ବାଲେଶ୍ୱର ଆଡ଼କୁ ଯାଉଥିବା…

ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଗଲା

ଧାମନଗର,୮ା୪(ସ୍ବ.ପ୍ର./ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଅଧୀନ ଚିଲପଦୀ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଶନିବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦକ୍ଷିଣବାଡ଼ ଗ୍ରାମର ସୁଦର୍ଶନ ମଲ୍ଲିକଙ୍କ ପୁଅ କମଳ ଲୋଚନ(୧୭) ଓ ବାଲେଶ୍ୱର ଜିଲା…

କ୍ୟାନ୍‌ସର ରୋଗୀଙ୍କ ପାଇଁ କେଶ ଦାନ କଲେ ସୁଦାମ

ଆରଡ଼ି, ୮।୪ (ଡି.ଏନ୍‌.ଏ.): ସମାଜସେବା ହେଉଛି ଜୀବନର ବ୍ରତ। ଛାତ୍ର ଅବସ୍ଥାରୁ ଏହି ଭାବନା ନେଇ ଲୋକଙ୍କ ସେବା ଜାରି ରଖିଛନ୍ତି। କେତେବେଳେ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଅନ୍ତି ତ ଆଉ କେତେବେଳେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?