ଭଦ୍ରକ

ପ୍ରଧାନଶିକ୍ଷକ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ

ଆର୍‌ଡି,୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟରେ ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକ ନିଯୁକ୍ତିକୁ ଗ୍ରାମବାସୀ ତଥା ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭ୍ୟାସଭ୍ୟ ବିରୋଧ କରିଛନ୍ତି। ସୂଚନା ମୁତାବକ, କୋଇଲଖା ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ କନକ ମୁଣ୍ଡା ପଦୋନ୍ନତି…

ସୌନ୍ଦର୍ଯ୍ୟ ହରାଉଛି ଜଗୁସାଗର

ଧାମନଗର, ୬।୫ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବଜାରର ମଧ୍ୟଭାଗରେ ରହିଛି ବହୁ ପୁରାତନ ତଥା ଐତିହାସିକ ଜଗୁସାଗର ପୋଖରୀ। ଏହି ପୋଖରୀର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହି ଆସିଛି। ସରକାର…

ପୋଖରୀରେ ପଡି ନାବାଳକଙ୍କ ଜୀବନ ଗଲା

ଭଦ୍ରକ ଅଫିସ, ୫।୫: ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅଧୀନ ଗୁଆଁଳ ଗ୍ରାମରେ ପୋଖରୀରେ ପଡି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗୁରୁବାର ମଧ୍ୟାହ୍ନରୁ ଉକ୍ତ ଗ୍ରାମର ଦିଗମ୍ବର ବାରିକଙ୍କ ସାନପୁଅ ରୁଦ୍ରଙ୍କୁୁ ଘରଲୋକେ ବିଭିନ୍ନ ଆଡେ…

ଷଣ୍ଢ ଚୋରା ଚାଲାଣ ବେଳେ ଧରିଲେ ଲୋକେ: ଗୋଟିଏ ମୃତ, ୯ ଉଦ୍ଧାର

ପଦ୍ମପୁର,୫ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଧୁଆଁ ଛକଠାରେ ଏକ ଷଣ୍ଢ ବୋଝେଇ ପିକ୍‌ଅପ୍‌କୁ ସ୍ଥାନୀୟ ଲୋକ ଧରି ପୋଲିସ ଜିମା ଦେଇଛନ୍ତି। ଗାଡ଼ିଟି ବାସୁଦେବପୁର ଆଡୁ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାରେ କିଛି ବାଇକ ଆରୋହୀଙ୍କୁ ସାଇଡ୍‌…

ଟାୟାର ଶୋ’ରୁମ୍‌ରୁ ନେଇଗଲେ ୪.୯ ଲକ୍ଷ ଟଙ୍କା

ଭଦ୍ରକ ଅଫିସ, ୨ା୫: ଭଦ୍ରକ ଟାଉନ ଥାନା ଅଧୀନ ଚରମ୍ପାସ୍ଥିତ ଡାହାଣୀଗଡ଼ିଆ ଛକ ନିକଟ ଏକ ଟାୟାର ଶୋ’ରୁମରୁ ୪ ଲକ୍ଷ ୯୦ ହଜାର ଟଙ୍କା ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ମାଲିକ ନିହାର…

ଋଣ ଶୁଝି ସୁନା ଆଣିବାକୁ ଯାଇଥିଲେ: ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତ ନେଇଗଲେ ୧ଲକ୍ଷ ୯୯ ହଜାର

ଭଦ୍ରକ ଅଫିସ,୧।୫: ବ୍ୟାଙ୍କ ଋଣ ଶୁଝି ସୁନା ଆଣିବାକୁ ଯାଉଥିଲେ। ବାଇକ୍‌ ଡିକିରେ ଟଙ୍କା ରଖି ମେଡିସିନ ଦୋକାନକୁ ଯାଇଥିଲେ । ହେଲେ ଫେରିଲା ବେଳକୁ ଡିକିରୁ ଟଙ୍କା ନେଇ ଦୁର୍ବୃତ୍ତ ଫେରାର। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଧୂଷୁରୀ…

ମରଣଯନ୍ତା ସାଜିଛି ବାରିକପୁର-ଅସୁରାଳି ରାସ୍ତା

ବାରିକପୁର,୧।୫(ସ୍ବ.ପ୍ର.): ଭଦ୍ରକ ଜିଲା ବାରିକପୁରଠାରୁ ଅସୁରାଳି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବେ ମରଣଯନ୍ତା ସାଜିଛି। ଜିଲାର ଦୁଇଟି ନିର୍ବାଚନମଣ୍ଡଳୀ ଭଣ୍ଡାରିପୋଖରୀ ଓ ଧାମନଗର ଅଧୀନ ୩ ବ୍ଲକ ବନ୍ତ, ଭଣ୍ଡାରିପୋଖରୀ ଓ ଧାମନଗରର ମୋଟ ୩୧ ଗ୍ରାମର ହଜାର ହଜାର…

ଡାକ୍ତର ଅଭାବରୁ ଅବ୍ୟବସ୍ଥା

ଭଦ୍ରକ ଅଫିସ/ବାରିପଦା ଅଫିସ/ବାଲେଶ୍ୱର ଅଫିସ/କେନ୍ଦୁଝର(ସ୍ବ.ପ୍ର.),୩୦।୪:ଭଦ୍ରକ ଜିଲାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀର ୭୦ ପ୍ରତିଶତ ପଦବୀ ଖାଲି ପଡ଼ିଛିି। ଯେଉଁମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଲମ୍ବା ଛୁଟିରେ ଯାଇଥିବା ବେଳେ କେତେଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁୁ ନେଇ ଚାଲିଛି ସ୍ବାସ୍ଥ୍ୟସେବା। ଜିଲାର ଅଧିକାଂଶ…

ଟ୍ରକକୁ ଧକ୍କା ଦେଇ ଓଲଟିଲା କୁକୁଡ଼ା ନେବାକୁ ଆସିଥିବା ଟ୍ରକ: ୫ ଗୁରୁତର

ଭଦ୍ରକ ଅଫିସ,୨୯।୪: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ତ୍ରିଶଳପୁର ଛକ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। କୁକୁଡ଼ା ନେବାକୁ କଲିକତାରୁ ଆସିଥିବା ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇ ଓଲଟି ପଡ଼ିଛି ।…

ଟ୍ରକ ତଳେ ପଶିଗଲା କାର, ଜଣେ ମୃତ, ୪ ଗୁରୁତର

ଭଦ୍ରକ ଅଫିସ,୨୯।୪: ପଶ୍ଚିମବଙ୍ଗରୁ ଏକ କାର ପୁରୀ ଯାଉଥିବା ବେଳେ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ…

ସ୍ବାସ୍ଥ୍ୟକେନ୍ଦ୍ରରୁ କମ୍ପ୍ୟୁଟର ଚୋରି

ଆରଡ଼ି,୨୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି ଫାଣ୍ଡି ଅନ୍ତର୍ଗତ ଆରଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ କମ୍ପ୍ୟୁଟର ଚୋରି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ସ୍ବାସ୍ଥ୍ୟକେନ୍ଦ୍ରରୁ ୨ଟି କମ୍ପ୍ୟୁଟର ସହ କିଛି ସ୍ବାସ୍ଥ୍ୟ ଉପକରଣ ଚୋରି କରି ନେଇଛନ୍ତି।…

ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

ଭଦ୍ରକ ଅଫିସ,୨୮ା୪: ଶୁକ୍ରବାର ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଗଡ଼ିଛି। ହାଓ୍ବଡ଼ା ଷ୍ଟେଶନରୁ ବାହାରି ୯.୪୦ରେ ଭଦ୍ରକ ଷ୍ଟେଶନରେ ପହଞ୍ଚି ୧୦ ମିନିଟ୍‌ ରହିବା ପରେ ୯.୫୦ରେ ଭଦ୍ରକରୁ ଛାଡ଼ିଥିଲା। ଏହି ବନ୍ଦେ ଭାରତ ଟ୍ରେନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?