ଭଦ୍ରକରେ ସଙ୍ଗରୋଧକୁ ପଛରେ ପକାଇଲା ସ୍ଥାନୀୟ ସଂକ୍ରମଣ: ଜାଣନ୍ତୁ ଗୋଟିଏ ଦିନରେ କେତୋଟି ରହିଛି ଲୋକାଲ କେସ୍
ଭଦ୍ରକ ଅଫିସ,୧୧।୮: ଭଦ୍ରକ ଜିଲାରେ ମଙ୍ଗଳବାର ୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୦୬୮ ଛୁଇଁଛି। ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଚିହ୍ନଟ ହୋଇଥିବା...
ଭଦ୍ରକ ଜିଲାର ଜଣେ ବିଡିଓଙ୍କୁ କରୋନା: ଜାଣନ୍ତୁ ସେ କେଉଁ ବ୍ଲକର
ପଦ୍ମପୁର:(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଡିଓ, ସାମାଜିକ ନିରାପତ୍ତା ଅଧିକାରୀ, ଓ ଜଣେ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ବ୍ଲକର ସମସ୍ତ କର୍ମଚାରୀ ଭୟଭୀତ ହୋଇପଡିଛନ୍ତି। ମଙ୍ଗଳବାର ସମସ୍ତଙ୍କର ସ୍ବାବ ଟେଷ୍ଟ ହେବ ବୋଲି...
ଘରେ ପୂରାଇଲେନି ପୁଅ, ମା’ବାରଦୁଆର
ଧାମନଗର,୧୧।୮(ଡି.ଏନ.ଏ.)-ପୁଅଟିଏ ଜନ୍ମ ହେଲେ ସବୁଠୁ ବେଶୀ ଖୁସି ହୋଇଥାନ୍ତିି ମା’ବାପା। ବୃଦ୍ଧକାଳେ ସାହାରା ହେବା ଆଶାରେ ସେମାନେ ଦୁନିଆର ସବୁ ଖୁସି ପୁଅ ପାଇଁ ଅଜାଡି ଦେଇଥାନ୍ତି। ହେଲେ କେତେକ କ୍ଷେତ୍ରରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବୃଦ୍ଧ ମା’...
ପେନ୍ସନ୍ ପାଇଁ ଟ୍ରଲିରେ ଆସିଲେ ବୃଦ୍ଧ
ତିହିଡ଼ି, ୧୦ା୮(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ୟୁକୋ ବ୍ୟାଙ୍କ ଶାଖାରୁ ପେନସନ ନେବା ପାଇଁ ଜଣେ ଅସହାୟ ବୃଦ୍ଧ ଟ୍ରଲିରେ ବୁହାହୋଇ ବ୍ୟାଙ୍କକୁ ଆସିଥିବା ଦେଖିବାକୁ ମିଳିଥିଲା। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ପଦନ ଚରଣ ନାୟକ(୭୫)। ତାଙ୍କ ଘର ସିନ୍ଦୋଳ...
ବାଲେଶ୍ୱର ପରେ ଭଦ୍ରକରୁ ଉଦ୍ଧାର ହେଲା ହଳଦିଆ କଇଁଛ
ଚାନ୍ଦବାଲି, ୧୦ା୮(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବେନ୍ତାଳପୁର ଗଁାର ଏକ ଚାଷ ଜମିରୁ ସୋମବାର ଏକ ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରାଯାଇଛି । ବେନ୍ତାଳପୁର ଗଁାର ଚାଷୀ ନିରାକର ମହାନ୍ତି ତାଙ୍କ ଜମିରେ ହଳ କରୁଥିବା ସମୟରେ ଏହି କଇଁଛକୁ...
ନଅଣ ପୋଖରୀରେ ବିସର୍ଜନ ହେଲା କବି ବାଞ୍ଛାନିଧିଙ୍କ ଭଗ୍ନ ପ୍ରତିମୂର୍ତ୍ତି
ବାସୁଦେବପୁର, ୧୦ା୮(ଡି.ଏନ୍.ଏ.)-ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା ପ୍ରଶସ୍ତୀକରଣ ବେଳେ ହାଇସ୍କୁଲ ଛକରେ ଥିବା କବି ତଥା ସ୍ବାଧୀନତା ସଂଗ୍ରାମୀ ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତିକୁ ପ୍ରଶାସନ ଭାଙ୍ଗି ଦେଇଥିବା ବେଳେ ଶହୀଦ ତୀର୍ଥ ଯାତ୍ରୀ ସଂଘ ପକ୍ଷରୁ କବିଙ୍କର ଏହି ଭଗ୍ନ...
କ୍ରାନ୍ତି ଦିବସରେ ୩ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା
ଧାମନଗର, ୧୦ା୮(ଡି.ଏନ.ଏ.)-କ୍ରାନ୍ତି ଦିବସ ଉପଲକ୍ଷେ ଭଦ୍ରକ ଜିଲା ଧାମନଗର ବ୍ଲକର ୩ଜଣ ବରିଷ୍ଠ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଂଗ୍ରାମୀ ରାମହରି ଗୋସ୍ବାମୀ, ବ୍ରଜକିଶୋର ରାଉତ ଏବଂ ଗୌରିଶ୍ୟାମ ଗୋସ୍ବାମୀଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ଓ ଉପଢୌକନ ଜିଲାପାଳଙ୍କ...
ଭଦ୍ରକରେ ସଙ୍ଗରୋଧକୁ ପଛରେ ପକାଇଲା ସ୍ଥାନୀୟ ସଂକ୍ରମଣ: ଜାଣନ୍ତୁ ଗୋଟିଏ ଦିନରେ କେତୋଟି ରହିଛି ଲୋକାଲ କେସ୍
ଭଦ୍ରକ ଅଫିସ,୯।୮: ଭଦ୍ରକ ଜିଲାରେ ରବିବାର ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍ ସଂଖ୍ୟା ୯୧୫ ଛୁଇଁଛି। ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଥିବା...
କୁନି ହାତରେ ପରିବା ବଗିଚା
ଭଦ୍ରକ ଅଫିସ, ୯ା୮-ମହାମାରୀ କରୋନା ପ୍ରଭାବରେ ଏବେ ସାରା ବିଶ୍ୱ କବଳିତ। ଲକ୍ଡାଉନ ଓ ଶଟ୍ଡାଉନ ପ୍ରଭାବରେ ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଉଜୁଡିଯାଇଛି ଜୀବନଜୀବିକା। ଏହି ମହାବିପତ୍ତି ସମୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଓମ୍ପ୍ରକାଶ କିଛି ନୂଆ...
୪୮ ଘଣ୍ଟା ପାଇଁ କାହିଁକି ବନ୍ଦ ହେଲା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡ଼ି ସେବା, ଜାଣନ୍ତୁ
ଭଦ୍ରକ ଅଫିସ,୮।୮: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡି ସେବାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି l ଜଣେ କାର୍ଯ୍ୟରତ ଡାକ୍ତର କୋରୋନା ପଜିଟିଭ୍ ଚିହ୍ନଟ ପରେ ମୁଖ୍ୟ ଚିକିତ୍ସାଳୟରେ ଏହି ସେବାକୁ ବନ୍ଦ ରଖାଯାଇଥିବା ସିଡିଏମଓ ଡ....
ସ୍ଥାୟୀ ପଦବୀ ଘୋଷଣା ଦାବିରେ ବିକ୍ଷୋଭ
ଭଦ୍ରକ ଅଫିସ, ୮ା୮- ଦେଶବାସୀ କରୋନା ମହାମାରୀ କବଳିତ ହୋଇଥିବା ବେଳେ କେନ୍ଦ୍ର ସରକାର ଦରଦାମକୁ ନିୟନ୍ତ୍ରଣ କରୁନାହିଁ। ସରକାରୀ ଶିଳ୍ପ କଳ କାରଖାନାକୁ ବେପାରୀଙ୍କୁ ଟେକି ଦେଉଛି। ବ୍ୟାଙ୍କ, ରେଳ, ଉଡ଼ାଜାହାଜ ଓ ଜୀବନବୀମା ସବୁଠି ପୁଞ୍ଜି ପ୍ରତ୍ୟାହାର...
ଅଧିକ ଟେଷ୍ଟ ପାଇଁ ପରାମର୍ଶ
ଭଦ୍ରକ ଅଫିସ, ୮ା୮- ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ତଥା ଭଦ୍ରକ ଜିଲା କୋଭିଡ୍ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ ଶୁକ୍ରବାର ଜିଲା ଗସ୍ତରେ ଆସି କୋଭିଡ୍ ସମ୍ପର୍କୀତ ବିଭିନ୍ନ ସମୀକ୍ଷା କରି ଫେରିଛନ୍ତି। ଜିଲାରେ ଶୁକ୍ରବାର ସୁଦ୍ଧା...
ଜମି ଅଧିଗ୍ରହଣ ପରେ ଅଟକିଛି ବିକାଶ
ଭଦ୍ରକ ଅଫିସ, ୮ା୮- ଭଦ୍ରକ ଜିଲାରେ ଫୁଡ୍ ଓ ଟେକ୍ସଟାଇଲ ପାର୍କ, ଜିଲାସ୍ତରୀୟ ଷ୍ଟାଡିୟମ୍, ଜିଲା କାରାଗାର, ଇଣ୍ଡୋର ଷ୍ଟାଡିୟମ୍ ଭଳି କେତେକ ସରକାରୀ ପ୍ରକଳ୍ପ ବିବାଦୀୟ ପରିସ୍ଥିତି ଯୋଗୁ କାର୍ଯ୍ୟକାରୀ ହୋଇପାରୁନାହିଁ। କାଗଜ କଲମରେ ଏଭଳି କେତେକ ପ୍ରକଳ୍ପ...
ଡରାଇଲାଣି ଭଦ୍ରକ: ବଢ଼ୁଛି ସ୍ଥାନୀୟ ସଂକ୍ରମଣ ସଂଖ୍ୟା
ଭଦ୍ରକ ଅଫିସ,୭।୮: ଭଦ୍ରକ ଜିଲାରେ ଶୁକ୍ରବାର ପୁଣି ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ୮୫୫କୁ ବୃଦ୍ଧି ପାଇଛି। ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ...
ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ
ପଦ୍ମପୁର, ୭ା୮(ଡି.ଏନ୍.ଏ.)- ବାସୁଦେବପୁର ବ୍ଲକ ଅଧୀନ କଞ୍ଚୁଡ଼ି, ଧଳା ଓ ମନ୍ତେଇ ନଦୀରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି। ଦୀର୍ଘଦିନ ଧରି ବାସୁଦେବପୁର ବ୍ଲକର ଚାଷୀମାନେ ବର୍ଷା ଅଭାବରୁ ମରୁଡ଼ି...
କଣ୍ଟେନମେଣ୍ଟ ଜୋନରେ ରହଣିଆ ପଞ୍ଚାୟତ
ଭଣ୍ଡାରିପୋଖରୀ, ୭ା୮(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଣିଗାଡ଼ିଆ ଗ୍ରାମରୁ ତିନି ଦିନ ପୂର୍ବେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ଅଲିଭା ନାୟକ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ। ବୁଧବାର...
ବଢ଼ିଲା ବୈତରଣୀ
ଭଣ୍ଡାରିପୋଖରୀ,୬ା୮(ଡି.ଏନ୍.ଏ.): ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀର ଆଖୁଆପଦା ଆନିକଟଠାରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ଆନିକଟଠାରେ ବନ୍ୟାଜଳ ଗୁରୁବାର ସକାଳ ୭ଟାରୁ ୧୭.୩୫ ମିଟରରୁ ବଢ଼ିବା ଆରମ୍ଭ କରି ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୭.୩୬ ରେ...
ଭଦ୍ରକରେ ୮୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୬ା୮: ଗୁରୁବାର ଭଦ୍ରକରେ ପୁଣି ୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୪୫ ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୦୫ରେ ପହଞ୍ଚିଥିବା...