ଭଦ୍ରକ

ଆଜି ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ହେବ ମତଦାନ

ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ବାର୍ଡର ୬ଟି ବୁଥ୍‌ରେ ମଙ୍ଗଳବାର ସାନି ମତଦାନ ହେବ । ଏହି ମତଦାନ ଅପରାହ୍ନ ୪ଟା ଯାଏ ଚାଲିବ। ୨ ନମ୍ବର ଓ୍ବାର୍ଡର ୩ ନମ୍ବର ବୁଥ୍‌,...

ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସଚାଷ

ବନ୍ତ,୨ ।୪(ସ୍ବ.ପ୍ର.) ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସ ଚାଷ କରୁଛନ୍ତି। ସାମାଜିକ ସେବା ସହ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅବିରତ ସେବା ଯୋଗାଇ ଆସୁଛନ୍ତି। ଏବେ ନିଜ ବାଡ଼ିରେ ଘାସ ଚାଷ କରି ଉଦାହରଣ ସାଜିଛନ୍ତି ଭଦ୍ରକ ଜିଲା ବନ୍ତ...

କ୍ୟାମେରାମ୍ୟାନ ହତ୍ୟା ମାମଲା: ସ୍କ୍ରିନ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ

ଚାନ୍ଦବାଲି,୧।୪(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ସ୍କ୍ରିନ ରିକ୍ରିଏଶନ କରାଯାଇଛି। ଚାନ୍ଦବାଲି ପଳାସପୁର ଗ୍ରାମରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ସ୍କ୍ରିନ ରିକ୍ରିଏଶନ କରିଛି। ଶୁକ୍ରବାର କଟକରୁ ଚାନ୍ଦବାଲି ପଳାସପୁର ବଧିମୁହ ଛକ ନିକଟରେ ମୁଖ୍ୟ ଅଭିଯୁକ୍ତ...

ତୁରନ୍ତ ପ୍ରକଳ୍ପ କାମ ଆରମ୍ଭ ଲାଗି ନିର୍ଦ୍ଦେଶ

ବନ୍ତ, ୧।୪ (ଡି.ଏନ୍‌.ଏ./ସ୍ବ.ପ୍ର.) ଭଦ୍ରକ ଜିଲା ବନ୍ତ ବ୍ଲକ ମହାନ୍ତିପଡ଼ା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନେଇ ଗୁରୁବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ସାହୁ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଉକ୍ତ ପଞ୍ଚାୟତରେ ରୁରାଲ୍‌ ପାର୍କ, ଖେଳପଡ଼ିଆ,...

ଉତ୍ତରଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୨୯।୩ (ଡି.ଏନ.ଏ.) ଭଦ୍ରକ ଜିଲାରେ ସୋମବାର ଭାରତ ବନ୍ଦ ପାଳନ କରାଯାଇଥିବା ବେଳେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ସକାଳ ୬ଟାରେ ଏଆଇସିସିଟିୟୁ ପକ୍ଷରୁ ସଭାପତି ସମର ବଳ, ଜୟନ୍ତୀ ବିଶ୍ୱାଳ, କିଶୋର ଜେନାଙ୍କ ନେତୃତ୍ୱରେ...

ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବାସୁଦେବପୁର, ୨୯।୩ (ଡି.ଏନ୍‌.ଏ.) ଭଦ୍ରକ ଜିଲା ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ଗୁଆଗଁା ଛକଠାରେ ସୋମବାର ଏକ ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବପୁର ବ୍ଲକ ବାଷଠୀ ଗ୍ରାମର ବିପିନ କୁମାର ବେହେରା(୩୦)।...

ଖେଳିବାକୁ ଯାଇଥିବା ବେଳେ ଫୁଟିଲା ବୋମା:୩ ନାବାଳିକା ଗୁରୁତର

ଭଦ୍ରକ ଅଫିସ/ବନ୍ତ,୨୮।୩(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଟିଲୋ ତ୍ରିକୋଣା ଛକସ୍ଥିତ ଇଟା ଫ୍ୟାକ୍ଟ୍ରି ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ସୋମବାର ଅପରାହ୍ନରେ ବୋମା ଫୁଟି ୩ ନାବାଳିକା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ...

ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଗିରଫ

ଭଦ୍ରକ ଅଫିସ/ ଭୁବନେଶ୍ୱର ୨୮ା୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଭଦ୍ରକ ଜିଲା ନଳାଙ୍ଗରୁ ସୋମବାର ଗିରଫ ହୋଇଛନ୍ତି। ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ସହଯୋଗରେ ତାଙ୍କୁ ଗିରଫ କରାଯାଇଛି।...

ପୋଲରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ, ରାସ୍ତାରୋକୋ କଲେ ସ୍ଥାନୀୟ ଲୋକେ

ପଦ୍ମପୁର,୨୮ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜାମଝାଡ଼ି ଧାମରା ରାସ୍ତାର ପଟାପୋଲଠାରେ ନିର୍ମାଣାଧୀନ ପୋଲରେ ପିଟି ହୋଇ ଷାଠିଏବାଟି ଗ୍ରାମର ଯୁବକ ବିପିନ ବେହେରାଙ୍କ ମୃତ୍ୟୁ ଘଟିଛି। ସେ ବୁଲେଟ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ...

ଅଳିଆରେ ନିଆଁ ଲଗାଉଥିଲେ ଜଳିଗଲା ଘର

ଧାମନଗର,୨୭।୩(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ଖାରିଜକୋରୁଆ ଗ୍ରାମର ସୂର୍ଯ୍ୟମଣି ମିଶ୍ରଙ୍କ ଘରେ ରବିବାର ନିଆଁ ଲାଗି ଯାଇଥିଲା। ଏଥିରେ ୫ ବଖରା ଘର ଜଳିଯାଇଛି। ଗ୍ରାମବାସୀ ଓ ଧାମନଗର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ...

ଚାନ୍ଦବାଲି ଏନ୍‌ଏସି ହାତେଇଲା ବିଜେଡି

ଚାନ୍ଦବାଲି,୨୬ା୩(ଡି.ଏନ୍‌.ଏ.): ଚାନ୍ଦବାଲି ଏନ୍‌ଏସିରେ ମୋଟ୍‌ ୧୫ଟି କାଉନସିଲର ପଦବୀରୁ ୧୧ଟି ବିଜେଡି ହାତେଇ ଥିବା ବେଳେ ଭାଜପା ୩ଟି ଓ କଂଗ୍ରେସ ଗୋଟିଏ କାଉନସିଲର ହାତେଇଛି। ଚାନ୍ଦବାଲି ଏନ୍‌ଏସି ବିଜେଡିର ଚେୟାରପର୍ସନ ଶାନ୍ତିଲତା ସେଠୀ ୭,୮୫୬ ଖଣ୍ଡ ଭୋଟ୍‌ ହାତେଇ...

୩ ବୁଥ୍‌ରେ ସାନି ମତଦାନ

ଭଦ୍ରକ ଅଫିସ,୨୬।୩: ଭଦ୍ରକ ପୌରପାଳିକାର ୨୪ ନଂ ୱାର୍ଡର ୬୫, ୬୬ ଏବଂ ୬୭ ନମ୍ବର ବୁଥ୍‌ରେ ଶୁକ୍ରବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ୩ ବୁଥ୍‌ରେ ଭୋଟଗ୍ରହଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri