ଭଦ୍ରକ

ଶିକ୍ଷକ ପଦବୀ ପୂରଣ ପାଇଁ ତାଲା ବନ୍ଦ ଆନ୍ଦୋଳନ

ଭଦ୍ରକ ୧୪/୭(ସନାତନ ରାଉତ)- ଭଦ୍ରକ ବ୍ଲକ ରମ୍ଭିଳା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଛାତ୍ରୀ ଛାତ୍ର ଅଭିଭାବକ ଓ ଗ୍ରାମବାସୀ ମାନେ ଶୁକ୍ରବାର ତାଲା ବନ୍ଦ ଆନ୍ଦୋଳନ କରିଛନ୍ତି l ବିଦ୍ୟାଳୟରେ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ଛାତ୍ର…

ଅସରାଏ ବର୍ଷାରେ ବ୍ଲକ କାର୍ଯ୍ୟାଳୟ ଜଳବନ୍ଦୀ

ବାସୁଦେବପୁର,୧୪।୭(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ଗୁରୁବାର କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ଅପରାହ୍ନରେ ଅସରାଏ ବର୍ଷାରେ ଅଫିସ୍‌ ପରିସର ଜଳମଗ୍ନ ହୋଇଛି। ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଫଳରେ ବନ୍ୟାର ଭ୍ରମ ସୃଷ୍ଟି କରିଛି।…

ବାଉଁଶ ଦୋଳାରେ ବୁହାହେଲେ ରୋଗୀ

ଭଦ୍ରକ, ୧୨।୭ (ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଚଡ଼ଦିଆ ପଞ୍ଚାୟତର ହରିଶପୁର ଗଁା ରାସ୍ତା କାଦୁଅ ପଚପଚ ହୋଇଛି। ଫଳରେ ଗଁାକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବାଉଁଶ ଦୋଳାରେ…

ଆଗରପଡ଼ା ବଜାରରେ ଟ୍ରାଫିକ୍‌ ସମସ୍ୟା

ଆଗରପଡ଼ା, ୧୨।୭ (ସୁଶାନ୍ତ କୁମାର ଦାଶ): ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲାର ସୀମାନ୍ତରେ ଅବସ୍ଥିତ ଆଗରପଡ଼ା ବଜାର। ଏହି ବଜାର ଉପରେ ୩ ଜିଲା ସହ ମୟୂରଭଞ୍ଜର କେତେକାଂଶର ଲୋକେ ପ୍ରତ୍ୟେହ ଗମନାଗମନ ପାଇଁ ନିର୍ଭର କରନ୍ତି। ଆଗରପଡ଼ା ବଜାର…

ଯାଜପୁର ଟ୍ରେନ୍‌ ଦୁର୍ଘଟଣା: ଗୁରୁତରଙ୍କୁ ଭେଟିଲେ ନିରଞ୍ଜନ

ଭଣ୍ଡାରିପୋଖରୀ,୧୦।୭(ରବିନାରାୟଣ ଖିଲାର): ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଅଳ୍ପ କେଇଦିନ ବ୍ୟବଧାନରେ ଯାଜପୁର ରୋଡ୍‌ ଷ୍ଟେଶନରେ ଟ୍ରେନ୍‌ ମାଡ଼ିଯିବାରୁ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଫାଣ୍ଡି ଅଞ୍ଚଳର ବଳିପୁର ଗାଁର ଅମର ସାହୁ(୩୧)ଙ୍କୁ ଭେଟିଛନ୍ତି…

ଉନ୍ନତି ନାମରେ ଦୁର୍ନୀତି ହେଉଛି: କଂଗ୍ରେସ

ଭଦ୍ରକ,୧୦।୭(ସନାତନ ରାଉତ): ଭଦ୍ରକ ବିଧାନସଭା କ୍ଷେତ୍ରରେ ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି ହେଉଛି l ବିନା ପିସିରେ କୌଣସି କାମ ହେଉନାହିଁ l ଠିକାଦାରମାନେ ନିମ୍ନମାନର କାମ କରୁଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁ ଭଦ୍ରକାଳୀ ପୋଖରୀ ପାଚେରୀ ସହ ଏରଡ଼ାରେ…

ତିହିଡ଼ି ବଜାରରେ କୋଟ୍‌ପା ଚଢ଼ାଉ

ଭଦ୍ରକ,୭।୭ (ସନାତନ ରାଉତ): ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ ଅବମାନନା ନେଇ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ବଜାରରେ ଚଢ଼ାଉ କରାଯାଇଛି। ୧୪ ଦୋକାନୀଙ୍କଠାରୁ ୨୬୦୦ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହ ଜବତ କରାଯାଇଥିବା ବିକ୍ରି ନିଷେଧ…

ବାଡିଘେରରୁ ମିଳିଲା ନରକଙ୍କାଳ

ତିହିଡ଼ି,୭।୭(ସଞ୍ଜିତ୍‌ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତ ମିରିପୁର ରାସ୍ତାପାଶର୍‌ବରେ ଥିବା ଜଣେ ବ୍ୟକ୍ତିଙ୍କ ବାଡିଘେରରୁ ନରକଙ୍କାଳ ଶୁକ୍ରବାର ପୋଲିସ ଜବତ କରିଛି। ଦୀର୍ଘଦିନ ଧରି ଏଠାରେ କୌଣସି ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିବା ଫଳରେ ଏହା କଙ୍କାଳରେ…

ସ୍ତ୍ରୀ ନେଲେଥିଲେଋଣ: ସ୍ବାମୀଙ୍କୁ ବାନ୍ଧିଲେ ମହିଳା

ଚାନ୍ଦବାଲି, ୭।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅଧୀନ କୃଷ୍ଣନଗରରେ ମହିଳାମାନଙ୍କ କଙ୍ଗାରୁକୋର୍ଟ ଦେଖିବାକୁ ମିଳିଛି । ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ କୃଷ୍ଣ ନଗରର ମହିଳା ଗୋଷ୍ଠୀ ଋଣ ନେଇଥିଲେ । ଉକ୍ତ ମହିଳା ଗୋଷ୍ଠୀର ମେମ୍ବର…

୧୨ ଜଣଙ୍କ ନାଁରେ ମାମଲା: କର୍ନାଟକ, ନାୟକାଣିଡିହୀ ପୋଲିସକୁ ଦୁର୍ବ୍ୟବହାର ଘଟଣା

ବାସୁଦେବପୁର, ୩।୭ (ନାରାୟଣ ପ୍ରସାଦ ବାରିକ୍‌)-କର୍ନାଟକରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗରେ ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଅଧୀନ ବିରସ ଗ୍ରାମର ଜଣେ ଯୁବକଙ୍କୁ ଗତ ଜୁନ୍‌ ୨୯ରେ ପୋଲିସ ଗିରଫ କରିଥିଲା। ୩୦ ତାରିଖରେ ଅଭିଯୁକ୍ତଙ୍କୁ ବାସୁଦେବପୁର…

ବିଜେଡିରେ ମିଶିଲେ ଅନ୍ୟ ଦଳର କର୍ମୀ

ଧାମନଗର, ୩।୭ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତିଙ୍କ…

ବୈତରଣୀ ନଦୀବନ୍ଧରୁ ଧସିଲା ପଥର ପ୍ୟାକିଂ

ଆରଡ଼ି,୩।୭(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସାଠିବାଙ୍କୁଡ଼ା ନିକଟରେ ବୈତରଣୀ ନଦୀବନ୍ଧରେ କାମ ଚାଲୁ ରହିଥିବା ବେଳେ ରବିବାର ପ୍ରାୟ ୫୦ ଫୁଟ୍‌ ପଥରପ୍ୟାକିଂ ନଦୀଗର୍ଭକୁ ଧସିଯାଇଛି। ବର୍ଷା ପୂର୍ବରୁ ନଦୀବନ୍ଧ ଧସିଥିବାରୁ ସ୍ଥାନୀୟ ଅଧିବାସୀ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?