ଭଦ୍ରକ

ସୁନାବେଶ ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଯୁବକ ଗୁରୁତର, ୨ ଆହତ

ବନ୍ତ,୩୦।୬(ହରିନାରାୟଣ ମହାନ୍ତି)-ପୁରୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ ସାରି ଯୁବକମାନେ ଘରକୁ ଫେରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚାରିପୋଖରିଆ ଛକଠାରେ ଶୁକ୍ରବାର ଭୋର ସମୟରେ ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ…

ଏସ୍‌ପିଙ୍କୁ ଭେଟି ଆତ୍ମାହୂତି ଚେତାବନୀ

ଭଦ୍ରକ,୩୦।୬(ସନାତନ ରାଉତ): ୩ ମାସ ଧରି ତିହିଡ଼ି ଥାନା ହାଟୁଆରୀ ଗ୍ରାମର ଭଗବାନ ଦାସ ଘରେ ନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ୩ଟି ଥାନାରେ ୫ ମାମଲା ରୁଜୁ କରାଯାଇଥିବା ତାଙ୍କ ସ୍ତ୍ରୀ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତିହିଡ଼ି…

ଖାଦ୍ୟରେ ବାହାରିଲା ଝିଟିପିଟି : ୧୪ ଛାତ୍ର ଅସୁସ୍ଥ

ଭଦ୍ରକ,୩୦।୬(ସନାତନ ରାଉତ): ଭଦ୍ରକ ସହରର ମୋଟେଲ ଛକସ୍ଥିତ ଦାମୋଦର ଆଇଆଇଟିର ୧୪ଛାତ୍ର ଅସୁସ୍ଥହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ଚିକିତ୍ସିତ ହୋଇ ବିଳମ୍ବିତ ରାତିରେ ହଷ୍ଟେଲକୁ ଫେରଥିଲେ। ସୂଚନାମୁତାବକ, ଭଦ୍ରକ ସହରର ମୋଟେଲ ଛକଠାରେ ଥିବା ଦାମୋଦର ଆଇଆଇଟିର…

୪ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ କରାଇ ଦେବାକୁ ଜିଆର୍‌ଏସ୍‌ ନେଇଥିଲେ ଲାଞ୍ଚ: ଏବେ ଟଙ୍କା ମାଗିବାରୁ ପଥର ଫୋପାଡି ମାରିଲେ

ଚାନ୍ଦବାଲି,୩୦।୦୬(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଦୋସିଙ୍ଗା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ୍‌ ପ୍ରଧାନମନ୍ତ୍ରୀ ଆବାସ କରେଇ ଦେବା ପାଇଁ ଉକ୍ତ ପଞ୍ଚାୟତର ରାଜୁ ଜେନାଙ୍କଠାରୁ ଟଙ୍କା ଲାଞ୍ଚ ନେଇଥିଲେ। ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜୁଙ୍କୁ…

ମିଳିଲା ଚୋରି ଅଳଙ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଭଦ୍ରକ,୨୯।୬(ସନାତନ ରାଉତ ): ଭଦ୍ରକ ପୁରୁଣାବଜାର ଥାନା ଅଧୀନ ନଂଘାମହଲା ଗ୍ରାମରୁ ଗତ ୭ତାରିଖରେ ଚୋରି ହୋଇଥିବା ସୁନା, ରୁପା ଅଳଙ୍କାରକୁ ପୁରୁଣାବଜାର ପୋଲିସ ଜବତ କରିଛି l ଗ୍ରାମର ମୀରଆସିକ ରହେମନଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଏକ…

ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭଦ୍ରକ,୨୭।୬(ସନାତନ ରାଉତ ): ଅଘୋଷିତ ବିଦ୍ୟୁତ୍‌ କାଟ ଓ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭଦ୍ରକ ଟାଟା ପାୱାର ଅଫିସ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଜିଲା ସଭାପତି ଅଶୋକ ଦାଶଙ୍କ ସଭାପତିତ୍ୱରେ ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀ,…

ବର୍ଷେ ଗଲାନି, ଧସିଲା ନଦୀବନ୍ଧ

ଧାମନଗର,୨୭।୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ମୁସ୍ତଫାପୁର ପଞ୍ଚାୟତର ଗୋବିନ୍ଦାଗଡ଼ିଆଠାରୁ ଦୋବଲ ପଞ୍ଚାୟତର ରାମେଶ୍ୱରପୁର ପର୍ଯ୍ୟନ୍ତ ନିର୍ମିତ ଗେଙ୍ଗୁଟି ନଦୀବନ୍ଧ ଗତବର୍ଷ ମରାମତି ସହ ପ୍ରଶସ୍ତୀକରଣ ହୋଇଥିଲା। ହେଲେ ବର୍ଷା ଗଲାନି, ନଦୀବନ୍ଧ ପାର୍ଶ୍ୱରୁ ମାଟି ଧୋଇବା ଓ…

ମାଛ ଧରିବା ପାଇଁ ପଡ଼ିଥିଲା ଜାଲ : ମିଳିଲା କୁମ୍ଭୀର

  ପଦ୍ମପୁର,୨୫।୬(କାଳୀପଦରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନ ଅଗପୁର ଗ୍ରାମର କଣ୍ଟା ନଦୀରୁ ରବିବାର ସକାଳେ ଏକ ୫ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର କରାଯାଇଛି। ଗ୍ରାମର କିଛି ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ। କୁମ୍ଭୀରଟି…

ପୋତି ହୋଇପଡ଼ିଛି ଦଶମୌଜା କେନାଲ

ତିହିଡ଼,୨୫।୬(ସଞ୍ଜିତ ବଳ)ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ଦଶମୌଜା କେନାଲ। ଧାନଚାଷ ସମୟରେ ଏବଂ ବନ୍ୟା ପରିସ୍ଥିତିରେ ସହାୟକ ହୋଇଥାଏ। ମାତ୍ର ଦୀର୍ଘବର୍ଷ ହେଲା କେନାଲ ସଂସ୍କାର ନ ହେବା ଯୋଗୁ ପୋତି…

ଯୌତୁକ ନିର୍ଯାତନା ମାମଲା: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ,୨୩।୬ (ସନାତନ ରାଉତ): ଭଦ୍ରକ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିନ୍ମୟ କୁମାର ପାଢ଼ୀ ଏକ ଯୌତୁକ ନିର୍ଯାତନା ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ଏହି ମାମଲାରେ ଅଭିଯୋଗକାରୀ ମହିଳାଙ୍କ ସ୍ବାମୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମର…

ପୂର୍ବତନ ଡିଏସ୍‌ଡବ୍ଲ୍ୟୁଓ ଗିରଫ

ଭୁବନେଶ୍ୱର,୨୩ା୬(ସତ୍ୟଜିତ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଭଦ୍ରକ ଜିଲା ସମାଜ ମଙ୍ଗଳ ଅଧିକାରିଣୀ(ଡିଏସ୍‌ଡବ୍ଲ୍ୟୁଓ) ଜୟନ୍ତୀ ବେହେରା ଶୁକ୍ରବାର ଗିରଫ ହୋଇଛନ୍ତି। ଦୁଇ ଦିନର ଚଢ଼ାଉରେ ଭିଜିଲାନ୍ସ ତାଙ୍କଠାରୁ ବିପୁଳ ପରିମାଣର ସମ୍ପତ୍ତି ଠାବ କରିଛି। ଯାହାକି ତାଙ୍କ…

ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପଡ଼ୋଶୀଙ୍କ ଛାତରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଭୁବନେଶ୍ୱର/ଭଦ୍ରକ,୨୩ା୬(ସତ୍ୟଜିତ ରାଉତ/ସନାତନ ରାଉତ): ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସର ଏକ ଟିମ୍‌ ଚଢ଼ାଉ କରିଛି। ଭୁବନେଶ୍ୱର, ନବରଙ୍ଗପୁର ସମେତ ଭଦ୍ରକର ବହୁଦରଡ଼ା ଗ୍ରାମର ବାସଭବନରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?