ଭଦ୍ରକ

ନିଅଣ୍ଟିଆ ବର୍ଷାକୁ ସାର ଅଭାବ

ଭଦ୍ରକ ଅଫିସ,୧।୮-ଜୁନ୍‌ରେ କମ୍‌ ବୃଷ୍ଟିପାତ ଯୋଗୁ ଭଦ୍ରକ ଜିଲାରେ ଖରିଫ ଧାନ ଚାଷ ସମ୍ଭବ ହୋଇପାରି ନ ଥିଲା। ଜୁଲାଇ ଶେଷରେ କେନାଲ ଜଳ ଯୋଗାଣ ଏବଂ ଏହାପରେ ସାମୟିକ ବୃଷ୍ଟିପାତ ଫଳରେ ଖରିଫ ଧାନ ଚାଷ ଆରମ୍ଭ ହୋଇଛି। କିନ୍ତୁ…

ବିଭିନ୍ନ ସମସ୍ୟା ନେଇ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ

ଭଦ୍ରକ ଅଫିସ,୩୦।୭: ଭଦ୍ରକ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଜିଲା ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରାଯାଇଛି। ଦୀର୍ଘ ଦିନ ଧରି ଜିଲାରେ ସ୍ଥାୟୀ ସବ୍‌-ରେଜିଷ୍ଟ୍ରାର ନ ଥିବାରୁ ଜମିଜମା ବିକ୍ରି ଓ କ୍ରୟ କରିବା…

ପରକୀୟା ପ୍ରୀତି ସନ୍ଦେହ ନେଲା ଛବିରାଣୀଙ୍କ ଜୀବନ

ଭଦ୍ରକ ଅଫିସ,୨୪।୭: କୁରାଢ଼ିରେ ଅତି ନୃଶଂସ ଭାବେ ସ୍ତ୍ରୀଙ୍କ ମୁଣ୍ଡକୁ ଛେଚି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତ ଏଡ଼ାଦେଇ ଗ୍ରାମରେ। ମୃତା ମହିଳା…

ବିପଦ ସଙ୍କେତ ଟପିଲା ବୈତରଣୀ

ଭଣ୍ଡାରିପୋଖରୀ,୨୪।୭(ଡି.ଏନ୍‌.ଏ.): ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଆସିଛି। ଶନିବାର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଆଖୁଆପଦା ଆନିକଟଠାରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ ଟପିଛି। ରାତି ୧୦ଟା ସୁଦ୍ଧା ୧୭.୯୫ ମିଟର ଛୁଇଁଛି ଜଳସ୍ତର। ସୂଚନା…

ପେଟ ପାଇଁ ଦଣ୍ଡି ଧରିଲେ କଳାକାର

ପଦ୍ମପୁର,୨୪।୭ (ଡି.ଏନ.ଏ.)-ମହାମାରୀ କରୋନାରେ କବଳିତ ମଣିଷ ନିଜର ଜୀବନ ଜୀବିକା ହରାଇଛି। ନିମ୍ନ ମଧ୍ୟବିତ୍ତ, ଶ୍ରମିକ, ଦିନମଜୁରିଆ ପେଟ ପାଇଁ ସଂଗ୍ରାମ କରୁଛନ୍ତି। କରୋନା କଟକଣା ଛଡ଼ାଇ ନେଇଛି ବଞ୍ଚିବାର ରାହା। ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଉଠାଦୋକାନୀ, ଦିନମଜୁରିଆ, କଳାକାର…

ମନ୍ଦିରରୁ ଚୋରି ହେଲା ଠାକୁରଙ୍କ ମୁକୁଟ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ଦାନବାକ୍ସକୁ ଭାଙ୍ଗି ଟଙ୍କା ନେଇ ବାହାରେ ଫିଙ୍ଗି ଦେଇଛନ୍ତି। ତେବେ ଏହି ଚୋରି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ଭଦ୍ରକ…

ମନ୍ଦିରରୁ ଚୋରି: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭଦ୍ରକ ଅଫିସ,୨୨।୭: ମନ୍ଦିରରେ କଳାକନା ବୁଲାଇଲେ ଡକାୟତ। ଭଦ୍ରକ ଜାନୁଗଞ୍ଜସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିରରୁ ଦୁର୍ବୃତ୍ତମାନେ ଚୋରି କରୁଥିବା ସମୟର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ବାହାରେ…

କରୋନା କଟକଣାରେ ଇଦ୍‌- ଉଜ୍‌-ଜୁହା

ଭଦ୍ରକ ଅଫିସ,୨୧।୭: ବଳିଦାନର ପର୍ବ ଇଦ୍‌- ଉଜ୍‌-ଜୁହା। ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି। ଭଦ୍ରକରେ ମଧ୍ୟ ବଳିଦାନ ପର୍ବକୁ ଘରେ ରହି ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି। କରୋନା…

ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ହଡପ: ଷ୍ଟେଶନରୁ ପଡ଼ିଲେ ଧରା

ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲା ଚରମ୍ପା ରେଳ ଷ୍ଟେଶନ ନିକଟରୁ ଜଣେ ବ୍ୟକ୍ତିଙ୍କୁ କାବୁ କରି ନିକଟସ୍ଥ ଜିଆର୍‌ପି ଥାନାରେ ଲୋକେ ଜିମା ଦେଇଛନ୍ତି। ବ୍ୟକ୍ତି ଜଣକ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିବା ଜଣାପଡ଼ିଛି। ସେ ହେଲେ ଅନିଲ…

ରାସ୍ତା ନିର୍ମାଣକୁ ନେଇ ସଂଘର୍ଷ, ୭ ଆହତ

ବାସୁଦେବପୁର/ପଦ୍ମପୁର,୧୮।୭(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଅଧୀନ କାଶୀପୁର ଗ୍ରାମରେ ଏକ ରାସ୍ତା ନିର୍ମାଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୭ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରଞ୍ଜନ ବେହେରା, ସମୀର…

ବର୍ଷାଦିନେ ଚାଷଜମି ଫାଟି ଆଁ

ଭଦ୍ରକ ଅଫିସ,୧୮।୭-ମୌସୁମୀ କାରଣରୁ କିଛିଦିନ ବର୍ଷା ହେବା ସହ ଚାଷଜମିରେ ପାଣି ଦେଖିବାକୁ ମିଳିଥିଲା। ହେଲେ ଗତ କିଛିଦିନ ହେଲା ବର୍ଷା ନାହିଁ। ଫଳରେ ଚାଷଜମିରେ ଗଚ୍ଛିତ ହୋଇଥିବା ବର୍ଷାଜଳ ଖରାରେ ଶୁଖିଯାଇଛି। ଏପରିକି ଅନେକ କୃଷିକ୍ଷେତ୍ର ଏବେ ଘାସ ଲତାରେ…

ରାତିରେ ଦୁର୍ବୃତ୍ତ ତାଡ଼ିଲେ ଏଟିଏମ୍‌

ପଦ୍ମପୁର,୧୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ବଜାରରେ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗିଥିଲେ ମଧ୍ୟ କୌଣସି କାରଣରୁ ଟଙ୍କା ଉଠାଇବାରେ ସଫଳ ହୋଇ ନ ଥିଲେ। ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?