ଭଦ୍ରକ

କରୋନା ରୋକିବା ଲାଗି ସରପଞ୍ଚଙ୍କ ଶପଥ ପାଠ

ଭଣ୍ଡାରିପୋଖରୀ,୧୪ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ସଂଗୀତା ଖଣ୍ଡେଇଙ୍କ ତତ୍ତ୍ୱାବଧାନରେ କରୋନା ମହାମାରୀ ପରିପ୍ରେକ୍ଷୀରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଲଣାସ୍ଥିତ କ୍ୱାରାଣ୍ଟାଇନ୍‌ ଶିବିରରେ ଥିବା ପ୍ରବାସୀମାନଙ୍କ ପାଇଁ ଅଙ୍ଗନଓ୍ବାଡ଼ି, ଆଶା କର୍ମୀ,ପଞ୍ଚାୟତ...

ଭଦ୍ରକରେ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ଛୁଇଁଲା

ଭଦ୍ରକ ଅଫିସ, ୧୪।୫: ଭଦ୍ରକ ଜିଲାରେ ଗୁରୁବାର ସକାଳେ ଆଉ ୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ୪୦କୁ ଛୁଇଁଛି। ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ସୂଚନା ମୁତାବକ ନୂଆ ଚିହ୍ନଟ...

ଭଦ୍ରକରେ ପହଞ୍ଚିଲା ତୃତୀୟ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌

ଭଦ୍ରକ ଅଫିସ,୧୩ା୫: ଭଦ୍ରକ ଷ୍ଟେଶନରେ ବୁଧବାର ତୃତୀୟ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ପହଞ୍ଚିଛି। ଏଥିରେ ସମୁଦାୟ ବିଭିନ୍ନ ଜିଲାର ୧୮୪ ଜଣ ଓହ୍ଲାଇଛନ୍ତି। ଭଦ୍ରକର ୫୧, କେନ୍ଦୁଝରର ୨୪, ଯାଜପୁର ୨୨, ବିନା ପଞ୍ଜିକୃତରେ ବିଭିନ୍ନ ଜିଲାରୁ ୮୭ଜଣ ପ୍ରବାସୀ...

ସିଟୁ ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ

ଭଦ୍ରକ ଅଫିସ, ୧୩।୫: ଭଦ୍ରକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବୁଧବାର ଶ୍ରମିକ ସଂଗଠନ ସିଟୁ ପକ୍ଷରୁ ପ୍ରତିବାଦ କରାଯାଇଛି। ସଂଗଠନ ମୁଖ୍ୟ ଦିବ୍ୟସିଂ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ବର୍ଗର ବ୍ୟବସାୟୀ, ଶ୍ରମିକ ସଙ୍ଗଠନ କର୍ମକର୍ତ୍ତା ପ୍ରମୁଖ ପହଞ୍ଚି ଶ୍ରମିକ ମାରଣ...

୧୨ ଘଣ୍ଟା ବଢ଼ିଲା କର୍ଫ୍ୟୁ କଟକଣା

ଭଦ୍ରକ ଅଫିସ,୧୩ା୫: ଭଦ୍ରକ ଷ୍ଟେଶନଠାରୁ ୫୦୦ ମିଟର ଅବଧି ମଧ୍ୟରେ ଜାରି ହୋଇଥିବା ୨୪ଘଣ୍ଟିଆ କର୍ଫ୍ୟୁ କଟକଣା ନ ସରିବା ପୂର୍ବରୁ ପୁଣି ୧୨ଘଣ୍ଟିଆ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି। ବୁଧବାର ଅପରାହ୍ନ ୨ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ...

ଉପଯୁକ୍ତ ହିତାଧିକାରୀ ଚୟନ ଲାଗି ଭାଜପାର ଦାବି

ଭଦ୍ରକ ଅଫିସ,୧୩ା୫: ରାଶନକାର୍ଡ ଚୟନରେ ଉପଯୁକ୍ତ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯିବା ଲାଗି ଭାଜପା ଦାବି କରିଛି। ଏଥିରୁ ଜିଲା ପ୍ରଶାସନ ଦୂରେଇ ଗଲେ ଭାଜପା ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ସୂଚନା...

ହିତାଧିକାରୀ ଚୟନ ପ୍ରକ୍ରିୟାରେ ପାତରଅନ୍ତର ଅଭିଯୋଗ: ପୌରପାଳିକା ଘେରାଉ କରିବା ନେଇ କଂଗ୍ରେସର ଦାବିପତ୍ର

ଭଦ୍ରକ ଅଫିସ,୧୩ା୫: ଦେଶରେ ମହାମାରୀ କରୋନା ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁ ଯୋଗ୍ୟ ପରିବାର ରାଶନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ...

ରେଡ୍‌ ଜୋନ୍‌ରେ ଗଡ଼ିବନି ବସ୍‌: ଚିନ୍ତାରେ ମାଲିକ, ଆର୍ଥିକ ସହାୟତା ଦାବି

ଭଦ୍ରକ ଅଫିସ,୧୩।୫: ପ୍ରାୟ ଦୁଇ ମାସ୍‌ ହେବ ବସ ଚଳାଚଳ ବନ୍ଦ ରହିଛି। ଏ ନେଇ ବସ୍‌ ମାଲିକମାନେ ଚିନ୍ତାରେ ପଡିଯାଇଛନ୍ତି । ପ୍ରାୟ ଜିଲାରେ ୧ ହଜାରରୁ ଊର୍ଦ୍ଧ୍ୱ ଡ୍ରାଇଭର, କଣ୍ଡକ୍ଟର, ହେଲ୍ପର୍‌ଙ୍କ ପରିବାର ଦୁର୍ଦ୍ଦସାରେ ଗତିକରୁଛନ୍ତି। ଭଦ୍ରକ...

ଭଦ୍ରକ ଜିଲାର ତିନି ପଞ୍ଚାୟତରୁ ହଟିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ ଅଫିସ, ୧୩।୫: କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲାର ବିଭିନ୍ନ ପଞ୍ଚାୟତରେ କଣ୍ଟେନମେଣ୍ଟ କଟକଣା ଜାରି କରାଯାଇଥିଲା। ତେବେ ୩ଟି ପଞ୍ଚାୟତରୁ କଣ୍ଟେନମେଣ୍ଟ କଟକଣାକୁ ବୁଧବାର ପ୍ରତ୍ୟାହାର କରାଯାଇଛି। ବାସୁଦେବପୁର ବ୍ଲକର ଚୂଡ଼ାମଣି, କିସ୍ମତକୃଷ୍ଣପୁର...

ଭଦ୍ରକରେ ପହଞ୍ଚିଲା ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ: ଓହ୍ଲାଇଲେ ୩୨୬ଜଣ

ଭଦ୍ରକ ଅଫିସ, ୧୩।୫: ଭଦ୍ରକ ଷ୍ଟେଶନରେ ବୁଧବାର ସକାଳେ ଦ୍ୱିତୀୟ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନ ଭଦ୍ରକ ଷ୍ଟେଶନରେ ୩୨୬ଜଣଙ୍କୁ ଓହ୍ଲାଇ ବାଲେଶ୍ୱର ଅଭିମୁଖେ ଗସ୍ତ କରିଥିବା ଜଣାପଡ଼ିଛି। ଭଦ୍ରକ ଷ୍ଟେଶନରେ ଭଦ୍ରକ ଜିଲାର...

ଯୋଗଶିକ୍ଷା କରୁଛନ୍ତି ପ୍ରବାସୀ

ବନ୍ତ,୧୨।୫(ଡି.ଏନ.ଏ.)-କରୋନା ଲକ୍‌ ସମୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ସାମୟିକ ସ୍ବାସ୍ଥ୍ୟ କେନ୍ଦ୍ର(ଟି.ଏମ୍‌.ସି)ରେ ପ୍ରବାସୀମାନେ ଯୋଗ ଶିକ୍ଷା କରୁଥିବା ଦେଖାଯାଇଛି। ସମୟର ସଦୁପଯୋଗ କରିବା ସହିତ ଶରୀରକୁ ସୁସ୍ଥ ରଖିବା ଲକ୍ଷ୍ୟରେ ଏହି ଯୋଗାଭ୍ୟାସ କରାଯାଉଛି। ସରପଞ୍ଚ କିଶୋର...

ବନ୍ତରେ ପହଞ୍ଚତ୍ଲେଣି ୧୫୧ ପ୍ରବାସୀ ଓଡ଼ିଆ

ବନ୍ତ,୧୨।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ ପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ବ୍ଲକରେ ୨୬ଟି ରାଜ୍ୟରୁ ଘରକୁ ଫେରିବା ୮୪୪୧ ଜଣ ପ୍ରବାସୀ ଓଡିଆ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ସୋମବାର ସୁଦ୍ଧା ୧୫୧ଜଣ ଫେରିଥିବା ଜଣାଯାଇଛି। ଗତ ୨ ତାରିଖରେ ୫,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri