ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ, ଗିରଫ ହେଲେ ଶିକ୍ଷକ

ଭଦ୍ରକ ଅଫିସ, ୧୨ା୧୦: ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ବହି ଆଣିବା ଆଳରେ ଜଣେ ଶିକ୍ଷକ ବଳାତ୍କାର ଉଦ୍ୟମ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସେ ହେଲେ ଶିକ୍ଷକ ସେକ୍‌ ଅବଦୁଲ କାଲାମ। ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଇଥିବା ବେଳେ ଛାତ୍ରୀଙ୍କ ମା’ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ପ୍ରଦୀପ ମହନ୍ତ ଘଟଣା ସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ ଶିକ୍ଷକ ସେକ୍‌ ଅବଦୁଲ କଲାମଙ୍କୁ ଗିରଫ କରିଥିଲେ। ପୋଲିସ ଏକ ମାମଲା (ନଂ ୨୮୧/୨୧)ରୁଜୁ କରି ଶିକ୍ଷକଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି ପ୍ରାର୍ଥୀ

ଭଣ୍ଡାରିପୋଖରୀ,୧୧।୨(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନେ ଭୋଟ୍‌ ପାଇଁ ଦୁଆର ଦୁଆର ବୁଲି ପ୍ରଚାରକୁ ସେତେ ସରଗରମ କରୁଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ...

ଭୁଶୁଡ଼ିଥିବା ପୋଲର ସ୍ଥିତି ଦେଖିଲେ ଅଧିକାରୀ

ବାଲେଶ୍ୱର ଅଫିସ, ୨୦।୬- ବାଲେଶ୍ୱର ଜିଲା ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତରେ କୋଷ୍ଟ କେନାଲ ଉପରେ ଥିବା ୪୫ବର୍ଷର ପୁରୁଣା ପାଦଚଲା ପୋଲ ଗତ ୧୭...

ଜଙ୍ଗଲାଞ୍ଚଳରେ ଅପହଞ୍ଚ ଯୋଜନା

ବଇଣ୍ଡା,୪ା୮(ଡି.ଏନ.ଏ.) – ଯୋଗାଯୋଗର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ପକ୍କା ସଡ଼କ ନିର୍ମାଣ ହେଉଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନାରେ ପ୍ରକଳ୍ପମାନ କରାଯାଉଛି।...

ଡାକ୍‌ତରଖାନା ପରିସର ପାଲଟିଛେ ମଶାମାଛିକର ଭୂସରଗ

ଅତାବିରା, ୫।୩ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭାରେ ଥିବାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରକେ ବାହାରର ଅସ୍‌କୁରା ପାଏନ୍‌ ପଶୁଛେ। ପରିସରରେ ସବୁବେଲେ ପାଏନ୍‌...

ଆନନ୍ଦପୁରରେ ଖୋଲିଲାନି ଧାନମଣ୍ଡି: କୋହଲା ପାଗ ଦେଖି ଚାଷୀ ମନରେ ଛନକା

ଘସିପୁରା, ୯।୧୨ (ଡି.ଏନ.ଏ.)-କେନ୍ଦୁଝରର ଭାତ ହାଣ୍ଡି ଭାବେ ପରିଚିତ ଆନନ୍ଦପୁର କୃଷି ଜିଲାରେ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଧାନ ଫସଲ ଅମଳ କାର୍ଯ୍ୟ...

ପରୀ ହତ୍ୟା ମାମଲା: ତଦନ୍ତ କରିବ ଏସ୍‌ଆଇଟି

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ନୟାଗଡ଼ ଜିଲାର ୫ବର୍ଷର ଶିଶୁ କନ୍ୟା ପରୀ ହତ୍ୟା ମାମଲାର ତଦନ୍ତ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ ଟିମ୍‌(ଏସ୍‌ଆଇଟି) ବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଦ୍ୱାରା କରାଯିବ।...

ବାସୁଦେବପୁର ଡାକ୍ତରଖାନାରେ ଲାଗିଲା ସାନିଟାଇଜର ମେଶିନ

ବାସୁଦେବପୁର, ୮ା୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଡାକ୍ତରଖାନାରେ ଆଉଟଡୋର ସାମ୍ନାରେ ଶୁକ୍ରବାରଠାରୁ ଲାଗିଛି ହୋଲବଡ଼ି ସାନିଟାଇଜର ମେଶିନ। ଏହି ସାନିଟାଇଜର୍‌କୁ ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗ୍ରାମର କାଳୀପଦ...

ମହଙ୍ଗା ପଡ଼ିଲା ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ଅବରୋଧ : ଜଣଙ୍କ ପରେ ଜଣଙ୍କୁ ଥାନାକୁ ନେଉଛି ପୋଲିସ

ସିଂହପୁର,୫।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ବଜାରଠାରେ ଗୁରୁବାର ସନ୍ଧ୍ୟାରେ ବସ୍‌ ଚକାତଳେ ଟିଣା ଗ୍ରାମର ଯୁବକ ଚନ୍ଦ୍ରମଣିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ...

Advertisement
Archives

Model This Week