ଭଦ୍ରକ

ବର୍ଷାରେ ବେହାଲ ଭଦ୍ରକ, ବିପଦ ସଙ୍କେତ ଟପିଲା ବୈତରଣୀ

ଭଦ୍ରକ ଅଫିସ, ୧୪।୯: ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ। ସୋମବାର ରାତିରୁ ଅବିଶ୍ରାନ୍ତ ବର୍ଷା ଯୋଗୁ ଜିଲାର ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଥିବା ଜଣାପଡ଼ିଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଲହଡ଼ି ଭାଙ୍ଗୁଛି। ଭଣ୍ଡାରିପୋଖରୀ ବ୍ଲକ…

ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ପାଣି,ଅର୍ଦ୍ଧାଧିକ ବୁଡିଲା ବିଗ୍ରହ

ଆରଡି, ୧୩।୯, (ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ସୋମବାର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରାୟ ୧ ଫୁଟ ଉଚ୍ଚତାରେ ପାଣି ଥିବାରୁ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ବୁଡିଯାଇଛି। ଫଳରେ ମଙ୍ଗଳ ଆଳତି ସହ ଦୈନନ୍ଦିନ ନୀତିକାନ୍ତି ପୂଜାରେ ବିଳମ୍ବ…

ରାତି ପାହିଲେ ଗଛ ଚିନ୍ତା

ଭଦ୍ରକ ଅଫିସ,୧୧।୯-ପେସା ଶିକ୍ଷକତା, ନିଶା ସବୁଜବନାନୀ ସୃଷ୍ଟି କରିବା। ଶିକ୍ଷକତା ସମୟକୁ ବାଦ୍‌ ଦେଇ ଅନ୍ୟ ସମୟରେ ଗଛ ଲଗାଇଥାନ୍ତି। ତାଙ୍କର ଏଭଳି ରୁଚି ପାଇଁ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତିି ଶିକ୍ଷକ ବିଷ୍ଣୁପ୍ରସାଦ ପାଢ଼ୀ(୫୦)। ପରିବେଶ ପ୍ରେମରେ ପଡ଼ିଥିବା ଶିକ୍ଷକ…

ନିଲମ୍ବିତ ହେଲେ ମଉସୁଧା ସରପଞ୍ଚ

ଚାନ୍ଦବାଲି,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଚିଠି ନଂ.୧୫୧୫୩ ତା ୮।୯।୨୧ ରିଖ ଅନୁସାରେ ଶାନ୍ତିଲତାଙ୍କୁ ନିଲମ୍ବନ ନିର୍ଦ୍ଦେଶ…

କଲେଜ ଛକରେ ବସିଥିଲେ ଯୁବକ: ୧୦ରୁ ଅଧିକ ଆସି ନିର୍ଧୂମ ଛେଚିଲେ

ପଦ୍ମପୁର,୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କରଞ୍ଜ ଆଡ଼ିଆ ଗ୍ରାମର ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ କୁମାର ପୁହାଣ। ବୁଧବାର ରାତିରେ ପ୍ରଫୁଲ୍ଲ କରଞ୍ଜ ଆଡ଼ିଆ କଲେଜ ଛକଠାରେ ବସିଥିବା ବେଳେ ୧୦ରୁ…

ଗୋରୁଙ୍କୁ ଉଦ୍ଧାର କରିବାକୁ ଯାଇ ଜଳି ଗଲେ ମା’, ପୁଅ

ଭଦ୍ରକ ଅଫିସ,୮।୯: ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଗ୍ରାମର ପୁରସ୍ତମ ସାହୁଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ତାଙ୍କ ସ୍ତ୍ରୀ ମନୋରମା ଓ ପୁଅ ହୃଦାନନ୍ଦ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ,…

ବିନା ତାଲିମରେ ପାରଙ୍ଗମ

ଭଣ୍ଡାରିପୋଖରୀ,୮।୯(ଡି.ଏନ.ଏ.)-ସାପ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ। କିନ୍ତୁ ଏଭଳି ଜଣେ ମଣିଷ ଅଛନ୍ତି ଯେ କି ସାପ ଧରି ଆନନ୍ଦ ପାଆନ୍ତି। ଲୋକଙ୍କ ଘର ବାଡ଼ିରେ ସାପ ଦେଖିବାକୁ ମିଳିଲେ ତାଙ୍କୁ ଖୋଜା ପଡ଼େ। ଏପରି କି ଏହି…

ଶହେ ଶିବଲିଙ୍ଗର ଗାଁ

ଭଦ୍ରକ ଅଫିସ, ୮।୯-ଷ୍ଟାଦଶ ଶତାବ୍ଦୀର ଭଗ୍ନାବଶେଷର ମୂକସାକ୍ଷୀ ନରେନ୍ଦ୍ରପୁର। ଭଦ୍ରକ ଜିଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ଏହି ଗ୍ରାମ ଶହେ ଶିବଲିଙ୍ଗର ଗାଁ ଭାବେ ପରିଚିତ। ବିଭିନ୍ନ ପୌରାଣିକ କୀର୍ତ୍ତିକୁ ନେଇ ସମୃଦ୍ଧ ନରେନ୍ଦ୍ରପୁର ୨୦୧୬ରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା…

ଗାଡ଼ି କିଣି ବନ୍ଧାହେଲେ ବ୍ୟକ୍ତି…

ପଦ୍ମପୁର,୫।୯(ଡି.ଏନ୍‌.ଏ.): ଗାଡ଼ି କିଣିଥିବା ବ୍ୟକ୍ତିଙ୍କ ସହ ବିକିଥିବା ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଞ୍ଚଳରେ। ନାୟକାଣିଡିହୀ ପୋଲିସ ଗାଡ଼ି ଚୋର ଓ ଗାଡ଼ି କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। କରଞ୍ଜ ଆଡ଼ିଆ…

ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ

ଭୁବନେଶ୍ୱର(ବ୍ୟୁରୋ)/ଭଦ୍ରକ ଅଫିସ,୪।୯: ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର। କରୋନାରେ ଗୁରୁତର ହେବା ପରେ କୋଲକାତାରେ ତାଙ୍କର ଇକ୍‌ମୋ ଚିକିତ୍ସା ଚାଲିଥିଲା। ଶୁକ୍ରବାର ରାତିରେ ଅଭିଷେକଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାରପକ୍ଷରୁ ସୂଚନା ମିଳିଛି। ଅଭିଷେକଙ୍କ ଘର ଭଦ୍ରକ…

ଚାଷୀଙ୍କ ଦୁଃଖ କପାଳି

ବନ୍ତ,୨।୯(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ୩ ନଦୀ ସାଳନ୍ଦୀ, କପାଳି ଓ ସରୁସାଗର ପ୍ରବାହିତ। ସାଳନ୍ଦୀ ବ୍ୟତୀତ ସରୁସାଗର ଓ କପାଳିକୁ ସରକାରୀ ଖାତାରେ ଅଦ୍ୟାବଧି ନଦୀର ମାନ୍ୟତା ମିଳିନାହିଁ। ପ୍ରତ୍ୟେକ ବର୍ଷ ବର୍ଷାଋତୁରେ ଏହି ୨ ନଦୀର ବନ୍ୟାପାଣିରେ…

୧୦ ଦିନରେ ୨୨ ଶିଶୁ ପଜିଟିଭ

ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲାରେ ଦୈନିକ କୋଭିଡ୍‌ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଗତ ୧୦ ଦିନରେ ଜିଲାରେ ୧୩୬ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?