ଭଦ୍ରକ

ତହସିଲ କାର୍ଯ୍ୟାଳୟରେ ହାତାହାତି

ବାସୁଦେବପୁର,୧୦।୧୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ତହସିଲ କାର୍ଯ୍ୟାଳୟ ପରିସର ମୋ ସରକାର କକ୍ଷ ସାମ୍ନାରେ ଶୁକ୍ରବାର ଗଣ୍ଡଗୋଳ ଘଟିଛି। ୮ରୁ ୧୦ ଜଣ ତହସିଲ କର୍ମଚାରୀ ମିଳିତ ଭାବେ ବଛଦା ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅକୁ ମାଡ଼ ମାରିଥିବା…

ଆଇଟିଆଇ ଛାତ୍ରଙ୍କୁ ଧକ୍କା ଦେଲା ହାଇଓ୍ବା

ପଦ୍ମପୁର,୭।୧୨(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବଜାର ପୁରୁଣା ଷ୍ଟେଟବ୍ୟାଙ୍କ ଛକ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ବିନାୟକପୁର ଗ୍ରାମର ରିଙ୍କୁ ସାହୁ…

ରାତି ପାହିଲେ ପରିବେଶ ଚିନ୍ତା

ବନ୍ତ, ୭।୧୨ (ଡି.ଏନ.ଏ.)-ସକାଳ ହେଲେ ସାଇକେଲ ଖଣ୍ଡିଏ ଧରି ଘରୁ ବାହାରି ଯାଆନ୍ତି। ଦୁଇଘଣ୍ଟା ଧରି ବଜାର, ସ୍କୁଲ ଓ ରାସ୍ତାଘାଟ ଆଦି ସଫା କରିବା ପରେ ବିଶ୍ରାମ ନିଅନ୍ତି। ସେହିପରି ସନ୍ଧ୍ୟା ପୂର୍ବରୁ ମଧ୍ୟ ଏସବୁ ସ୍ଥାନକୁ ସଫା କରିଥାନ୍ତି।…

ପୋଖରୀରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ

ପଦ୍ମପୁର,୬।୧୨(ବ୍ୟୁରୋ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ରାଜଘରପୋଖରୀ ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତଦେହ ନିକଟସ୍ଥ ମହାପାତ୍ର ସାହି ପୋଖରୀରୁ ସୋମବାର ଜବତ କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେହି ଗ୍ରାମର ବନମାଳୀ ମହାନ୍ତି(୪୫)। ସୂଚନାନୁସାରେ, ବ୍ୟକ୍ତି ଜଣଙ୍କ ଗତ…

ଲୋକଙ୍କୁ ବିଭ୍ରାନ୍ତ କରୁଛି ଭୁଲ୍‌ ସୂଚନା

ପଦ୍ମପୁର, ୪।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ରାସ୍ତା ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗ ଭୁଲ୍‌ ଓ ବିଭ୍ରାନ୍ତକର ତଥ୍ୟ ପ୍ରଦର୍ଶନ କରାଇ ଲୋକଙ୍କୁ ହଇରାଣ କରୁଛି। ପ୍ରଦର୍ଶନ ବୋର୍ଡରେ ବିଭିନ୍ନ ଛକ ଓ ଗ୍ରାମର ନାମକୁ ଭୁଲ୍‌ ଲେଖାଯାଇଥିବା ଅଭିଯୋଗ…

ଏନ୍‌କାଉଣ୍ଟରରେ ୨ ଲୁଟେରା ଗୁରୁତର

ଭଦ୍ରକ ଅଫିସ,୨।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ବୁଧବାର ପୂର୍ବାହ୍ନରେ ବରପଦା ନିକଟରେ ୨ ଲୁଟେରାଙ୍କୁ ଏନ୍‌କାଉଣ୍ଟର କରିଛି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…

୩୧ ଲକ୍ଷଙ୍କୁ ମିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର(ବ୍ୟୁରୋ)/ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୨୬ା୧୧: ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ସ୍କିମ୍‌ରେ ଯୋଡ଼ିହୋଇଛି ବାଲେଶ୍ୱର ଏବଂ ଭଦ୍ରକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଭୟ ଜିଲାରେ ଏହି ସ୍ବାସ୍ଥ୍ୟ କାର୍ଡ ବଣ୍ଟନର…

ପରିକଳ୍ପନାର ବାସ୍ତବ ରୂପକାର

ଭଦ୍ରକ ଅଫିସ, ୨୬।୧୧-ସ୍ୱାବଲମ୍ବୀ ହେବେ ଏବଂ ଆଉ କେତେଜଣଙ୍କୁ ସ୍ଵରୋଜଗାରକ୍ଷମ ହେବାର ବାଟ ଦେଖାଇବେ, ଏହି ସ୍ଵପ୍ନ ଦେଖିଥିଲେ ସେ। ଉଚ୍ଚ ଶିକ୍ଷା ପରେ ନିଜର ପରିକଳ୍ପନାକୁ ବାସ୍ତବ ରୂପ ଦେବା ଲାଗି ଆରମ୍ଭ କରିଥିଲେ ଅଭିଯାନ। ମାତ୍ର ବର୍ଷ କେତୋଟି…

ନ୍ୟାୟ ଦେବାରେ ପୋଲିସର ପକ୍ଷପାତିତା

ପାଣିକୋଇଲି,୨୪।୧୧(ଡି.ଏନ.ଏ.): ଦଳିତଙ୍କୁ ନିର୍ଯାତନା ଓ ପୋଲିସର ପକ୍ଷପାତିତା ନୀତି ବିରୋଧରେ ଜିଲା ଦଳିତ ସଂଘ ପକ୍ଷରୁ ମଙ୍ଗଳବାର ପାଣିକୋଇଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା। ପ୍ରାରମ୍ଭରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା…

ଗୋରୁ ବୋଝେଇ ଡାଲା ଅଟୋ ଜବତ

ଆରଡି,୨୧।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ ଓଳଗ ନିକଟରେ ଏକ ଗୋରୁ ବୋଝେଇ ଡାଲା ଅଟୋକୁ ରବିବାର ପୋଲିସ ଜବତ କରିଛି । ଏଥି ସହିତ ୫ଟି ଗୋରୁଙ୍କୁ ଗୋଶାଳାକୁ ପଠାଇବାର ବ୍ୟବସ୍ଥା କରିଛି। ସୂଚନା…

ଅମଳ ସମୟରେ ଦାଉ ସାଧୁଛି ‘ମାଟିଆଗୁଣ୍ଡି’

ବନ୍ତ,୨୧।୧୧(ସ୍ବ.ପ୍ର.)-ଖରିଫ୍‌ ଧାନ ଅମଳ ସମୟରେ ବିଲରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ। ପୋକ ଲାଗି ଧାନ ଫସଲ ନଷ୍ଟ କରି ଦେଉଛନ୍ତି। ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକରେ ଧାନ ଚାଷ ବିଳମ୍ବରେ ଆରମ୍ଭ ହୋଇଥିଲା। ସାର ଅଭାବୀ…

ପାଇଖାନା ଟାଙ୍କି ପାଇପ୍‌ ଦେଇ ଖସିଯାଇଥିଲେ କଏଦୀ…

ଭଦ୍ରକ ଅଫିସ,୨୦।୧୧ ଜେଲରୁ ବିଚାରାଧୀନ ଜଣେ କଏଦୀ ପାଇଖାନା ଟାଙ୍କି ପାଇପ ଦେଇ ଖସି ଯାଉଥିଲେ। ଏହି ସମୟରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ କାବୁ କରିଥିଲେ । ସିସିଟିଭିରେ  କଏଦ ହୋଇଛି ଉକ୍ତ ଦୃଶ୍ୟ। ସୂଚନାଯୋଗ୍ୟ, ଭଦ୍ରକ ସ୍ବତନ୍ତ୍ର ଉପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri