ଭଦ୍ରକ

ନଗର ସଂକୀର୍ତ୍ତନ, ପୂର୍ଣ୍ଣାହୁତି ଆଜି

ଭଦ୍ରକ ଅଫିସ, ୧୦।୪ – ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଗାନ୍ଧୀପଡ଼ିଆରେ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ନଗର ସଂକୀର୍ତ୍ତନ ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି। ଏହାପରେ ଶ୍ରୀରାମ ନବମୀ ମହୋତ୍ସବ ଉଦ୍‌ଯାପିତ…

ଶ୍ରୀରାମ ଧ୍ୱନିରେ କମ୍ପୁଛି ସହର

ଭଦ୍ରକ ଅଫିସ,୯।୪ କୋଭିଡ୍‌ କଟକଣା ହଟିବା ପରେ ଭଦ୍ରକ ସହରରେ ଗଣପର୍ବ ଭାବେ ପରିଚିତ ଶ୍ରୀରାମ ନବମୀ ମହୋତ୍ସବ ଏଥର ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ଏଥିପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇଉଠିଛି। ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ସାରା ସହର। ଆସନ୍ତା…

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ପଦ୍ମପୁର,୮ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣୀଡିହି ଥାନା ଅଧୀନ ମଲିକାଦେଇପୁର ଗ୍ରାମର ଜନୈକ ଯୁବକଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି। ସେ ହେଲେ ରାଜୁ ପଲେଇ(୩୮)। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଆଉ ରିମାଣ୍ଡ ନୁହେଁ, ୧୧ରେ ଶୁଣାଣି

ଚାନ୍ଦବାଲି,୭ା୪(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନୁ ଭୋଇଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ୩ଦିନିଆ ରିମାଣ୍ଡରେ ଗତ ୩ ତାରିଖରେ ନେଇଥିଲେ। ଗୁରୁବାର ଚାନ୍ଦବାଲି ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯିବା…

ଗ୍ରାମବାସୀଙ୍କ ବିରୋଧ ପରେ ସିଧା ପୋଲ ନିର୍ମାଣ

ବନ୍ତ,୭ା୪(ସ୍ବ.ପ୍ର.) ଭଦ୍ରକ ଜିଲା ଆଗରପଡ଼ା-ବନ୍ତ ରାସ୍ତାର ଆଡ଼ିଆ ନିକଟସ୍ଥ ଗଣିଜାଙ୍ଗ ମାଇନର କେନାଲ ଉପରେ ବକ୍ରାକାରରେ ଥିବା ମୋହନ ପୋଲକୁ ଭଙ୍ଗାଯାଇ ଆର୍‌ ଆଣ୍ଡ ବି ପକ୍ଷରୁ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ପୋଲକୁ ବକ୍ରାକାର କରି…

ମଧ୍ୟାହ୍ନଭୋଜନ ଖାଇଲେ ଛାତ୍ରୀଛାତ୍ର

ଆରଡ଼ି, ୭ା୪ (ଡି.ଏନ.ଏ.): କୋଭିଡ୍‌ ଯୋଗୁ ଦୁଇବର୍ଷ ହେଲା ବିଦ୍ୟାଳୟର ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇବାରୁ ବଞ୍ଚିତ ହୋଇଥିଲେ। ଚଳିତମାସ ୨ ତାରିଖରୁ ଛାତ୍ରୀଛାତ୍ରଙ୍କ ପାଇଁ ପୁନଃ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେବ ବୋଲି ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିବା ସହ ଏ…

ପୁଷ୍ପଶ୍ରୀଙ୍କୁ ହରାଇଲେ ନିବେଦିତା

ଭଦ୍ରକ ଅଫିସ,୬।୪: ଧାମନଗର ଏନଏସି ନିର୍ବାଚନ ଲାଗି ବୁଧବାର ଭୋଟ ଗଣତି ଶେଷ ହୋଇଛି । ଏଥିରେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଭାଜପାର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଛନ୍ତି ସେ। ଏନ୍‌ଏସିର ୧୧ଟି ୱାର୍ଡରୁ ୯…

ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ଆଜି ଭୋଟ ଗଣତି

ଭଦ୍ରକ ଅଫିସ, ୬।୪: ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମଙ୍ଗଳବାର ମତଦାନ ସରିଯାଇଥିବା ବେଳେ ବୁଧବାର ସକାଳ ୮ରୁ ଭୋଟ ଗଣତି ।ଆରମ୍ଭ ହୋଇଯାଇଛି। ଏହି ବୁଥ୍‌ ଗୁଡ଼ିକରେ ମୋଟ ଭୋଟର ୫୯୭୯ଜଣ ଥିବାବେଳେ ୪୪୦୭ଭୋଟର ସେମାନଙ୍କର ମତଦାନ କରିଛନ୍ତି ।…

ଧାମନଗରରେ ଲାଗିଲା ୧୪୪ ଧାରା, ୭ ତାରିଖ ଯାଏ ବଳବତ୍ତର

ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗରରେ ୧୪୪ ଧାରା ଜାରି ହୋଇଛି। ମଙ୍ଗଳବାର ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ବୁଧବାର ଏନ୍‌ଏସି ନିର୍ବାଚନ ଲାଗି ଭୋଟ ଗଣତି ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା…

ଆଜି ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ହେବ ମତଦାନ

ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ବାର୍ଡର ୬ଟି ବୁଥ୍‌ରେ ମଙ୍ଗଳବାର ସାନି ମତଦାନ ହେବ । ଏହି ମତଦାନ ଅପରାହ୍ନ ୪ଟା ଯାଏ ଚାଲିବ। ୨ ନମ୍ବର ଓ୍ବାର୍ଡର ୩ ନମ୍ବର ବୁଥ୍‌, ୫…

ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସଚାଷ

ବନ୍ତ,୨ ।୪(ସ୍ବ.ପ୍ର.) ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସ ଚାଷ କରୁଛନ୍ତି। ସାମାଜିକ ସେବା ସହ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅବିରତ ସେବା ଯୋଗାଇ ଆସୁଛନ୍ତି। ଏବେ ନିଜ ବାଡ଼ିରେ ଘାସ ଚାଷ କରି ଉଦାହରଣ ସାଜିଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ…

କ୍ୟାମେରାମ୍ୟାନ ହତ୍ୟା ମାମଲା: ସ୍କ୍ରିନ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ

ଚାନ୍ଦବାଲି,୧।୪(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ସ୍କ୍ରିନ ରିକ୍ରିଏଶନ କରାଯାଇଛି। ଚାନ୍ଦବାଲି ପଳାସପୁର ଗ୍ରାମରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ସ୍କ୍ରିନ ରିକ୍ରିଏଶନ କରିଛି। ଶୁକ୍ରବାର କଟକରୁ ଚାନ୍ଦବାଲି ପଳାସପୁର ବଧିମୁହ ଛକ ନିକଟରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?