ବରଗଡ଼

୬ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ବରଗଡ଼ ଅଫିସ୍‌,୨୦ା୮: ଉତ୍ତର ପ୍ରଦେଶ ରାଜ୍ୟ ସୋନଭଦ୍ର ଜିଲା ସୁଖହାରା ଗ୍ରାମର ଉଦୟ ଓରଫ ରାଜୁ ଗୌଡ଼। ସେ ଉକ୍ତ ଗ୍ରାମର ପଞ୍ଚମ ଗୌଡ଼ଙ୍କ ସାନପୁଅ। ଭାଇ ଭଉଣୀ ମଧ୍ୟରୁ ଉଦୟ ମଧ୍ୟମ ସନ୍ତାନ। ୨୦୧୬ରେ ସେ ଘରୁ ନିଖୋଜ...

ବନ୍ୟା ପ୍ରପୀଡ଼ିତଙ୍କ ଜୀବନ ଦୁର୍ବିଷହ

ଅମ୍ବାଭୋନା,୨୦ା୮(ଡି.ଏନ.ଏ): ଛତିଶଗଡ଼ ଉପରମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ରାୟପୁର ସ୍ଥିତ ଗାଁଗରେଲ ଡ୍ୟାମ୍‌ରୁ ମହାନଦୀକୁ ଅଧିକ ଜଳ ନିଷ୍କାସନ, ଶାଖା ନଦୀ ଗୁଡ଼ିକରେ ଅଧିକ ଜଳ ପ୍ରବେଶ କରିବାରୁ ମହାନଦୀ ଫୁଲି...

ବୀରଛକରେ ଉଡ଼ିଲା ତ୍ରିରଙ୍ଗା

ବରଗଡ଼ ଅଫିସ ୧୫।୮: ବରଗଡ଼ ସହର ଉପକଣ୍ଠ ବୀରଛକରେ ସୋମବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶହୀଦ ମାଧ ସିଂଙ୍କ ନାମରେ ନାମିତ ବୀରଛକରେ ତାଙ୍କର ଦାୟାଦ ମମତା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା...

ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼ ଅଫିସ,୧୫।୮: ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ସୋମବାର ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ...

ଫସଲବୀମା ପ୍ରଦାନରେ ବିଳମ୍ବ, ରେଳ ଧାରଣାରେ ଚାଷୀ

ବରଗଡ଼ ଅଫିସ,୧୪।୮: ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ବରଗଡ଼ ଜିଲାର ଅନେକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ୨୦୨୧ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ମିଳିପାରି ନାହିଁ। ଚାଷୀମାନେ...

ଧୋଇଗଲା ଫେୟାରୱେଦର ରାସ୍ତା

ବରଗଡ଼ ଅଫିସ୍‌,୧୨।୮:ବରଗଡ଼-ଅମ୍ବାପାଲି ମଧ୍ୟରେ ଜିରା ନଦୀ ବହିଯାଇଛି। ଅମ୍ବାପାଲିକୁ ସଂଯୋଗ କରିବା ପାଇଁ ବ୍ରିଟିଶ ଅମଳରୁ ଏକ ପୋଲ ରହିଥିଲା। ବିପଦଶଙ୍କୁଳ ଅବସ୍ଥା ଯୋଗୁ ତାକୁ ଭାଙ୍ଗି ଦିଆଯାଇ ସେଠାରେ ନୂତନ ପୋଲ ନିର୍ମାଣ ଚାଲିଛି । ୨୦୧୮ ମସିହାରୁ...

ଜନ୍ମମାଟିରୁ ବାହାରିଲା ଗଙ୍ଗାଧରଙ୍କ ଜ୍ୟୋତିଯାତ୍ରା

ବରଗଡ଼ ଅଫିସ,୧୨।୮: ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଆଜି ୧୬୧ତମ ଜୟନ୍ତୀ। ବିଭିନ୍ନ ସ୍ଥାନରେ ଏହି ସମାରୋହକୁ ଉତ୍ସାହର ସହ ପାଳନ କରାଯାଉଛି। ଏହି ଅବସରରେ ଶୁକ୍ରବାର କବି ଗଙ୍ଗାଧରଙ୍କ ଜନ୍ମମାଟି ବରଗଡ଼ ଜିଲା ବରପାଲିରୁ ଗଙ୍ଗାଧର ଜ୍ୟୋତିଯାତ୍ରା ବାହାରିଛି।...

ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ଦିଆଯାଉ

ବରଗଡ଼ ଅଫିସ,୧୦ା୮: ବରଗଡ଼ ଧନୁଯାତ୍ରାକୁ ଜାତୀୟ ମହୋତ୍ସବ ମାନ୍ୟତା ପ୍ରଦାନ ପାଇଁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଦାବି କରିଛି। ଏହି ଦାବି ନେଇ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ...

ଜନ୍ତରମନ୍ତରରେ ଭାଷାକର୍ମୀଙ୍କ ଧାରଣା

ବରଗଡ଼ ଅଫିସ,୯।୮: କୋସଲି ସମେତ ଅନ୍ୟ ଅଣସ୍ବୀକୃତ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ ସୋମବାର ନୂଆଦିଲ୍ଲୀ ଜନ୍ତରମନ୍ତରଠାରେ କ୍ଲିଅର ଅନୁଷ୍ଠାନ ପକ୍ଷରୁ ଧାରଣା ଦିଆଯାଇଥିଲା। ଧାରଣାରେ କୋଶଲି, ଅଙ୍ଗିକା, ବଜ୍ଜିକା, ମଗହି, ଭୋଜପୁରୀ, ବାଡ଼ୁଗୁ, ରାଜସ୍ଥାନୀ, ହୋ, ମୁଣ୍ଡାରି, କୋଡ଼ବା...

୧୪ରେ ରେଳରୋକୋ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ବରଗଡ଼ ଅଫିସ,୯।୮: ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି। ଚାଷୀମାନେ ପ୍ରିମିୟମ୍‌ ରାଶି ଜମା କରିସାରିଥିଲେ ସୁଦ୍ଧା ବୀମା କ୍ଷତିପୂରଣ ପାଇନାହାନ୍ତି। ଅନ୍ୟପଟେ ନାନା ଆଳ ଦେଖାଇ ବୀମା କମ୍ପାନୀ ଯୋଗ୍ୟ ଚାଷୀଙ୍କୁ ବୀମା କ୍ଷତିପୂରଣରୁ ବଞ୍ଚିତ...

୧କି.ମିର ତ୍ରିରଙ୍ଗା ଧରି ବାହାରିଲେ ଛାତ୍ରୀଛାତ୍ର

ବରଗଡ଼ ଅଫିସ, ୯।୮: ଆଜି ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସ । ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦୀକା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ବରଗଡ଼ ବିକାଶ ଗ୍ରୁପ ନିଆରା ଢଙ୍ଗରେ ମଙ୍ଗଳବାର ଏହି...

ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ

ପଦ୍ମପୁର,୯।୮(ଡି.ଏନ୍‌.ଏ.): ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ ଜିଲା ପାଇକମାଲ ବ୍ଳକର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ। ସେ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ବିନା ଲାଇସେନ୍ସରେ କୀଟନାଶକ ଦୋକାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri