ଜନ୍ତରମନ୍ତରରେ ଭାଷାକର୍ମୀଙ୍କ ଧାରଣା
ବରଗଡ଼ ଅଫିସ,୯।୮: କୋସଲି ସମେତ ଅନ୍ୟ ଅଣସ୍ବୀକୃତ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ ସୋମବାର ନୂଆଦିଲ୍ଲୀ ଜନ୍ତରମନ୍ତରଠାରେ କ୍ଲିଅର ଅନୁଷ୍ଠାନ ପକ୍ଷରୁ ଧାରଣା ଦିଆଯାଇଥିଲା। ଧାରଣାରେ କୋଶଲି, ଅଙ୍ଗିକା, ବଜ୍ଜିକା, ମଗହି, ଭୋଜପୁରୀ, ବାଡ଼ୁଗୁ, ରାଜସ୍ଥାନୀ, ହୋ, ମୁଣ୍ଡାରି, କୋଡ଼ବା ଆଦି…
୧୪ରେ ରେଳରୋକୋ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ
ବରଗଡ଼ ଅଫିସ,୯।୮: ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି। ଚାଷୀମାନେ ପ୍ରିମିୟମ୍ ରାଶି ଜମା କରିସାରିଥିଲେ ସୁଦ୍ଧା ବୀମା କ୍ଷତିପୂରଣ ପାଇନାହାନ୍ତି। ଅନ୍ୟପଟେ ନାନା ଆଳ ଦେଖାଇ ବୀମା କମ୍ପାନୀ ଯୋଗ୍ୟ ଚାଷୀଙ୍କୁ ବୀମା କ୍ଷତିପୂରଣରୁ ବଞ୍ଚିତ କରୁଥିବା…
୧କି.ମିର ତ୍ରିରଙ୍ଗା ଧରି ବାହାରିଲେ ଛାତ୍ରୀଛାତ୍ର
ବରଗଡ଼ ଅଫିସ, ୯।୮: ଆଜି ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସ । ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦୀକା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ବରଗଡ଼ ବିକାଶ ଗ୍ରୁପ ନିଆରା ଢଙ୍ଗରେ ମଙ୍ଗଳବାର ଏହି ଉତ୍ସବ…
ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ
ପଦ୍ମପୁର,୯।୮(ଡି.ଏନ୍.ଏ.): ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ ଜିଲା ପାଇକମାଲ ବ୍ଳକର ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ। ସେ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ବିନା ଲାଇସେନ୍ସରେ କୀଟନାଶକ ଦୋକାନ ଚଳାଇବା…
ଆଜି ୧ କି.ମି ଲମ୍ବ ତ୍ରିରଙ୍ଗା ପତାକା ଶୋଭାଯାତ୍ରା
ବରଗଡ଼ ଅଫିସ,୯।୮: ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ସମଗ୍ର ଭାରତବର୍ଷ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅବସରରେ ମଙ୍ଗଳବାର କ୍ରାନ୍ତି ଦିବସରେ ବରଗଡ଼ର ବିକାଶ ଗ୍ରୁପ୍ ତ୍ରିରଙ୍ଗା ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। ବିକାଶ ଅଡ଼ିଟୋରିୟମରେ ଅନୁଷ୍ଠିତ ଖବରଦାତା…
ନୃସିଂହନାଥ ଝରଣାରେ ଫଶିଗଲେ କାଉଡ଼ିଆ
ବରଗଡ଼ ଅଫିସ,୮।୮: ଶ୍ରାବଣର ଶେଷ ସୋମବାରରେ ଆଜି ଶୈବପୀଠ ଗୁଡିକରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ବରଗଡ଼ ଜିଲାର ନୃସିଂହନାଥ ମନ୍ଦିରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ରୁ ହଜାର ହଜାର ଭକ୍ତ ମନ୍ଦିରକୁ ଆସିଥିଲେ।…
୧୪ରେ ରେଳରୋକୋ ଆନ୍ଦୋଳନ
ପଦ୍ମପୁର, ୬।୮(ଡି.ଏନ.ଏ.): ବରଗଡ଼ ଜିଲା ରାଜବୋଡାସମ୍ବର କୃଷକ ସଙ୍ଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ପଦ୍ମପୁର ଗୋରୁ ବଜାରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ବାରମ୍ବାର ଆନ୍ଦୋଳନ କରିବା ସତ୍ତ୍ୱେ ୨୦୨୧ ପ୍ରଧାନମନ୍ତ୍ରୀ ଫସଲ…
ଛାତ୍ରମୃତ୍ୟୁ ଘଟଣା, ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ବରଗଡ଼ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ
ବରଗଡ଼ ଅଫିସ,୩୦।୭: ବରଗଡ ଛାତ୍ରମୃତ୍ୟୁ ଘଟଣା ଏବଂ ନ୍ୟାୟ ଦାବି କରୁଥିବା ଲୋକଙ୍କ ଉପରେ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ…
ଭିଜିଲାନ୍ସ ଜାଲରେ ତହସିଲ କିରାଣି
ଅମ୍ବାଭୋନା,୨୯ା୭(ଡି.ଏନ୍.ଏ.): ବରଗଡ଼ ଜିଲା ଅମ୍ବାଭୋନା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ବଳରାମ କଲାରୀ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମ୍ୟୁଟେସନ ଜମିପଟ୍ଟା ପ୍ରସ୍ତୁତ କରିବା ପାଇଁ ସେ ଡୁଙ୍ଗୁରୀର ନିତେଶ ପ୍ରଧାନଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ବରଗଡ଼ ଜିଲାପାଳଙ୍କ ନିର୍ଦ୍ଦେଶ: ନୂଆ ବସ୍ଷ୍ଟାଣ୍ଡରେ ଯାତ୍ରୀଗାଡ଼ି ରଖ, ଅନ୍ୟତ୍ର ପାର୍କିଂ କଲେ କାର୍ଯ୍ୟାନୁଷ୍ଠାନ
ବରଗଡ଼ ଅଫିସ, ୨୮।୭- ବରଗଡ଼ ସହରରେ ଘରୋଇ ବସଷ୍ଟାଣ୍ଡ ବିବାଦ ତୀବ୍ର ହେବାରେ ଲାଗିଛି। ନିର୍ମାଣ କାର୍ଯ୍ୟରେ ତୃଟି ଅଭିଯୋଗ କରି ସ୍ଥାନୀୟ ଘରୋଇ ବସ ମାଲିକ ସଂଘ ସେଠାକୁ ଯାତ୍ରୀବାହୀ ବସ ନେଉ ନାହିଁ । ପୁରୁଣା ବସଷ୍ଟାଣ୍ଡରେ ପୂର୍ବଭଳି…
ଅଗଷ୍ଟ ୧ରେ ସମ୍ବଲପୁରୀ ଦିବସ, ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ
ବରଗଡ଼ ଅଫିସ,୨୮ା୭: ଆସନ୍ତା ଅଗଷ୍ଟ ୧ରେ ପାଳନ ହେବ ସମ୍ବଲପୁରୀ ଦିବସ। ଗୁରୁ ସ୍ବର୍ଗତଃ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମବାର୍ଷିକୀରେ ଏହା ପାଳନ କରାଯିବ। ତେବେ ଏହି ଦିବସରେ ଗୁରୁ ସ୍ବର୍ଗତଃ ବହିଦାରଙ୍କୁ ସମ୍ମାନ ଜଣାଇବା ସହିତ ଅଞ୍ଚଳର ସଂସ୍କୃତିର ପରିଚୟ…
କାମ ସରିନି, ମାଟିତଳୁ ଉଠିଗଲା ପାଇପ୍
ବରଗଡ଼ ଅଫିସ୍,୨୬।୭:ବରଗଡ଼ ଓ ସୁବର୍ଣ୍ଣପୁର ଜିଲା ଅଧୀନ ୧୪୧ଗ୍ରାମର ୩୧,୩୫୦ହେକ୍ଟର ମରୁଡ଼ିଗ୍ରସ୍ତ ଚାଷଜମିକୁ ଜଳଯୋଗାଣ ପାଇଁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାମ ଚାଲିଛି। ଏହାଦ୍ୱାରା ଅଣଜଳସେଚିତ ଜମିକୁ ପାଣି ମାଡ଼ିବ ବୋଲି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ମାତ୍ର…

