ବରଗଡ଼

ଆନ୍ତର୍ଜାତିକ ସ୍ତରକୁ ବରଗଡ଼ ଛାତ୍ରୀଙ୍କ ପ୍ରକଳ୍ପ ମନୋନୀତ

ବରଗଡ଼ ଅଫିସ୍‌,୧୬।୯: ଇନସ୍ପାୟାର୍‌ ଆୱାର୍ଡ଼ରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେଓଳି ହାଇସ୍କୁଲ, ସତୀଭଟାର ଛାତ୍ରୀ କଲ୍ୟାଣୀ ସାହୁଙ୍କ ପ୍ରକଳ୍ପ ଶୁକ୍ରବାର ଆନ୍ତର୍ଜାତୀକ ସ୍ତର ପ୍ରତିଯୋଗିତାକୁ ମନୋନୀତ ହୋଇଛି । କଲ୍ୟାଣୀ ପ୍ରଥମେ ତାଙ୍କ ପ୍ରକଳ୍ପ ହାଇଟେକ୍‌ ବେଡ୍‌ ଫର୍‌ ପେସେଣ୍ଟ…

ସ୍ତ୍ରୀଙ୍କ ଜୀବନ ନେଲେ ସ୍ବାମୀ

ଅତାବିରା,୧୫।୯(ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ବଘିଆପାଲି ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି । ଗ୍ରାମର ରମେଶ ବାଗ(୩୭) ନିଜ ସ୍ତ୍ରୀ ମିନାକ୍ଷୀ(୩୦)ଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ରମେଶ…

ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼ ଅଫିସ,୧୪।୯: ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ବୁଧବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ବରଗଡ଼ ଜିଲା ଅତାବିରା ବ୍ଳକ…

ପୋଲିସ-ଜନତା  ହାତାହାତି: ହେଲେ ଆଖିବୁଜିଦେଲେ ଛାତ୍ରୀ

ବରଗଡ଼ ଅଫିସ,୧୩।୯: ବରଗଡ଼ ଜିଲା ବିଜେପୁର ଗଞ୍ଜେଇଭାଟି ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଧକ୍କାରେ ସ୍କୁଟି ଯାଉଥିବା ଛାତ୍ରୀ ସୁନୀତା ମେହେର ଗୁରୁତର ହୋଇଥିଲେ। ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ…

ଛାତ୍ରୀଙ୍କ ଉପରେ ଟ୍ରକ୍‌ ଚଢିଯିବା ଘଟଣା: ପୋଲିସ-ଜନତା ମୁହାଁମୁହିଁ

ବରଗଡ ଅଫିସ,୧୩।୯: ବରଗଡ ଜିଲା ବିଜେପୁର ଗଞ୍ଜେଇଭାଟି ଛକରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଛାତ୍ରୀ ସୁନୀତା ମେହେର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ…

ବରଗଡ଼ ପଲିଟେକ୍ନିକ କଲେଜ ଛାତ୍ର ସର୍ବଭାରତୀୟ ଟପ୍ପର

ବରଗଡ଼ ଅଫିସ,୧୧।୯: ଭାରତୀୟସ୍ତରରେ ଅନୁଷ୍ଠିତ ହୋଇଥିବା ଏଆଇଟିଟି ପରୀକ୍ଷା ଆଇଟି ସେକ୍ଟରରେ ବରଗଡ଼ ସରକାରୀ ପଳିଟେକ୍ନିକ କଲେଜର ଛାତ୍ର ପିତେଶ୍ୱର ବାରିକ ସର୍ବଭାରତରେ ଟପ୍ପର ହୋଇଛନ୍ତି । ଏହି ସଫଳତାରେ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ତଥା କଲେଜର ସମସ୍ତ କର୍ମଚାରୀ,…

ସବ୍‌ଜେଲ ସମ୍ମୁଖରୁ କଫ୍‌ସିରପ୍‌ ବୋଝେଇ ଅଟୋ ଜବତ: ୨ ଗିରଫ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଟାଉନ ଥାନା ପୋଲିସ ଶନିବାର ବିପୁଳ ପରିମାଣରେ କଫ୍‌ସିରପ୍‌ ଜବତ କରିଛି। ବରଗଡ଼ ସହରକୁ ଏକ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ସବ୍‌ଜେଲ୍‌ ସମ୍ମୁଖରୁ କଫ୍‌ସିରପ୍‌ ବୋଝେଇ ଅଟୋକୁ ପୋଲିସ ଜବତ କରିଛି। ସେହିପରି…

ଅଭାବ ଅନଟନ ସତ୍ତ୍ୱେ ସଫଳତା

ସୋହେଲା,୯।୯(ଡି.ଏନ.ଏ.):ଅଭାବ ଅନଟନ ସଫଳତାରେ ବାଧା ସୃଷ୍ଟି କରିପାରେ କିନ୍ତୁ ଅଟକାଇ ପାରେନାହିଁ। ଏହାର ଏକ ଉଦାହରଣ ସାଜିଛନ୍ତି ସୋହେଲା ବ୍ଲକ କନଗାଁ ପଞ୍ଚାୟତର ବୁଡ଼ାମାଲ ଗ୍ରାମର ଶିଶିର କଲାରୀ। ପିତା ଧନେଶ୍ୱର ଓ ମାତା ପଦ୍ମିନୀଙ୍କ ପୁଅ ଶିଶିର ପିଲାଟି ଦିନରୁ…

୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବରଗଡ଼ ଅଫିସ୍‌,୮।୯: ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ କେନ୍ଦପାଲି ଗ୍ରାମରେ ୨୦୧୬ରେ ଜମିବାଡ଼ି ବିବାଦକୁ ନେଇ ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ, ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍‌ ସ୍ରୋତସ୍ବିନୀ କର ମାମଲାର ଶୁଣାଣି କରି…

କୋସଲ ମହାବନ୍ଦ: ବରଗଡ଼ ଜିଲାରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ

ବରଗଡ଼ ଅଫିସ, ୭।୯: ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କୋସଲ ସେନା ପକ୍ଷରୁ ଦିଆ ଯାଇଥିବା କୋସଲ ମହାବନ୍ଦ ଡାକରାକୁ ବୁଧବାର ବରଗଡ଼ ଜିଲାରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସକାଳ ୬ଟାରୁ ଦୋକାନ ବଜାର…

ନୂଆଁଖାଇରେ ଉଦାହରଣ ପାଲଟିଲେ ଡାକ୍ତର ଦମ୍ପତି

ବରଗଡ଼ ଅଫିସ,୧ା୯: ଗୁରୁବାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ବର୍ତ୍ତମାନ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା। ପୂର୍ବରୁ ସମଲେଶ୍ବରୀଙ୍କ ପୀଠରେ ପଣ୍ଡିତମାନଙ୍କ ଦ୍ବାରା ଲଗ୍ନ ନିର୍ଦ୍ଧାରିତ କରିଥିଲେ। ଏହା ପରଠୁ ଅଞ୍ଚଳରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା। ଘର…

ଏଥର ୨ଦିନ ନୂଆଁଖାଇ ଛୁଟି : ଦାବି ମାନିଲେ ରାଜ୍ୟ ସରକାର

ବରଗଡ଼ ଅଫିସ,୩୦।୮: ସେପ୍ଟେମ୍ବର ୧ତାରିଖ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏ ନେଇ ରାଜ୍ୟ ସରକାର ପୂର୍ବବର୍ଷ ଭଳି ଛୁଟି ଘୋଷଣା କରିଛନ୍ତି। ସେହିପରି ବ୍ୟାଙ୍କ ଗଡ଼ିକୁ ମଧ୍ୟ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?