ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ: ଚାକିରୀରୁ ବିଦା ହେଲେ ପଞ୍ଚାୟତ ଅଧିକାରୀ
ବରଗଡ଼ ଅଫିସ,୪।୧୦: ବରଗଡ଼ ଜିଲା ବରପାଲି ବ୍ଲକରେ ଅବସ୍ଥାପିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବାନନ୍ଦ ପଣ୍ଡାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି। ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ହାତେଇଥିବା ନେଇ ପ୍ରଶାସନିକ ତଦନ୍ତରୁ ଜଣାପଡିଛି।…
ପଦ୍ମପୁର ବିଧାୟକଙ୍କ ପରଲୋକ
ଭୁବନେଶ୍ୱର ବ୍ୟୁରୋ/ବରଗଡ଼ ଅଫିସ(୩ା୧୦): ବରଗଡ଼ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।ଅସୁସ୍ଥତା ଯୋଗୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ୬୫ ବର୍ଷରେ ସେ ଶେଷ ନିଃଶ୍ୱାସ…
କ୍ଷତିପୂରଣ ପାଇଁ ରାସ୍ତାକୁ ଓହ୍ଲାଇଲେ ଚାଷୀ
ଅମ୍ବାଭୋନା,୩୦।୯(ଡି.ଏନ.ଏ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି । ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭରୁ ବୀମା ପ୍ରିମିୟମ ଜମା କରିଛନ୍ତି । ହେଲେ ଫସଲକ୍ଷତିର ବର୍ଷେ ପରେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ମିଳିପାରି ନାହିଁ । ଏହାକୁ…
ଭାତ, ସୋୟାବିନ ତରକାରୀ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ
ସୋହେଲା,୩୦।୯(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ବ୍ଳକ ରେଙ୍ଗାଲି ପଞ୍ଚାୟତ ଅଧୀନ ବ୍ରାହ୍ମଣୀଡିହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ପିଲାଙ୍କୁ ବାନ୍ତି ସହ ପେଟ, ମୁଣ୍ଡ ବ୍ୟଥା ହେବାରୁ ଅଭିଭାବକଙ୍କୁ…
ଜୀରାନଦୀ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ବରଗଡ଼ ଅଫିସ,୩୦ା୯: ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୦ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।…
ପାରିବାରିକ କଳହ: ସାନଭାଇ ନେଲେ ବଡଭାଇଙ୍କ ଜୀବନ
ବରଗଡ଼ ଅଫିସ, ୨୭।୯: ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ଲେମଧର ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର କୈଲାସ ସାହୁ ନିଜ ବଡଭାଇ ଝସକେତନଙ୍କୁ କୁରାଢୀରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଏହି…
ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି
ବରଗଡ଼ ଅଫିସ୍,୨୭।୯: ବରଗଡ଼ ବ୍ଳକ ବରଡ଼ୋଲ ପଞ୍ଚାୟତ ନଦୀପଡ଼ା(ଡାଙ୍ଗ) ଗ୍ରାମରେ ଗଜଲକ୍ଷ୍ମୀ ପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସୋମବାର ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଲିଙ୍ଗରାଜ ଦାଶ, ପଞ୍ଚାନନ ପଣ୍ଡା ପୂଜାକାର୍ଯ୍ୟ କରିଥିଲେ ।…
ବୀମା ପ୍ରଦାନରେ ଅନିୟମିତା ଅଭିଯୋଗ
ବରଗଡ଼ ଅଫିସ୍,୨୭।୯: ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ନେଇ ବରଗଡ଼ ଜିଲାରେ ଚାଷୀ ଅସନ୍ତୋଷ ଥମୁ ନାହିଁ । ବୀମା ପାଇବା ଲୋଭରେ ଜମି ଜାଲିଆତି ଯୋଗୁ ଅନେକ ଯୋଗ୍ୟ ଚାଷୀ ସେମାନଙ୍କ ପ୍ରାପ୍ୟ ବୀମ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି…
ବସ୍ରେ କଫ ସିରପ୍ ଚାଲାଣ, କଣ୍ଡକ୍ଟର ଗିରଫ
ସୋହେଲା,୨୭।୯(ଡି.ଏନ.ଏ): ବରଗଡ଼ ଜିଲାରେ କଫ ସିରପ କାରବାର ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି । ଏକ ଯାତ୍ରୀବାହୀ ବସ୍(ନଂ-ଓଡ଼୧୭ସି ୨୫୫୫)ଯୋଗ କଫ୍ ସିରପ୍ ଚାଲାଣ ହେବାବେଳେ ସୋହେଲା ଥାନା ପୋଲିସ ହାତରେ ଧରାପଡ଼ିଛି । ଉକ୍ତ ବସ୍ରେ ୭ପେଟିରେ ରହିଥିବା ୭୯୮ବୋତଲ…
ବରଗଡ଼ରେ ଲୁଟେରାଙ୍କ ରାଜ୍, ଦିନ ଦ୍ୱିପ୍ରହରରେ ଟଙ୍କା, ଗହଣା ଲୁଟ୍
ବରଗଡ଼ ଅଫିସ,୨୭।୯: ବରଗଡ଼ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ମଙ୍ଗଳବାର ଦିନ ଦ୍ୱିପ୍ରହରରେ୨ ଲୁଟେରା ସ୍ଥାନୀୟ ୱାର୍ଡ଼ ନଂ-୧ କେଶବନଗରରେ ଲୁଟ୍ପାଟ୍ କରିଛନ୍ତି । ସ୍ଥାନୀୟ ସସ୍ମିତା ବେହେରାଙ୍କ ଘରକୁ ଲୁଟେରାମାନେ ପଶି ଭୁଜାଲି ମୁନରେ ସୁନା ଗହଣା,…
ସ୍କୁଲ କାର୍ଯ୍ୟକ୍ଷମ ନହେଲେ ଅନଶନ
ବରଗଡ଼ ଅଫିସ୍,୨୭।୯: ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ବସେଇକେଲା ପ୍ରାଥମିକ ସ୍କୁଲକୁ ସରକାରୀଭାବେ ବନ୍ଦ କରାଯାଇ ନିକଟସ୍ଥ ନନ୍ଦିନୀପୁର ପ୍ରାଥମିକ ସ୍କୁଲ ସହିତ ମିଶ୍ରଣ କରାଯାଇଛି। ଏହାକୁ ନେଇ ବସେଇକେଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବଭଳି ବସେଇକେଲା ପ୍ରାଥମିକ…
ତୁଟିନି ବିଭ୍ରାଟ, ବଢୁଛି ଅସନ୍ତୋଷ
ବରଗଡ଼ ଅଫିସ୍,୨୭।୯: ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି। ବୀମା ବିଭ୍ରାଟ ଯୋଗୁ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲାର ଅନେକ ଯୋଗ୍ୟ ଚାଷୀ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ…

