ବରଗଡ଼

ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ଅତାବିରା ବନ୍ଦ, ରାସ୍ତାକୁ ଓହ୍ଲାଇଲେ ଲୋକେ

ଅତାବିରା/ସରଣ୍ଡା,୭।୯(ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଉପୁଜୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ଆବଶ୍ୟକ ସଂଖ୍ୟକ ବିଦ୍ୟୁତ୍‌ କର୍ମଚାରୀ ମଧ୍ୟ ନାହାନ୍ତି। ଫଳରେ ବିଦ୍ୟୁତ୍‌ ବିଭ୍ରାଟ ହେଲେ ତାର…

ଲଘୁଚାପ ବରଷା ପରଭାବ: ବାସହରା ହେଲେ ଅନେକ ଗରିବ୍‌ଦୁଖି

ଗଣ୍ଡତୁରୁମ, ୬।୯ (ଡି.ଏନ୍‌.ଏ.): ଗଲା ମଙ୍ଗଲବାରନୁ ଲାଗି ରହିଥିବାର ଲଘୁଚାପ ବରଷାରେ ବରଗଡ଼ ଜିଲା ଭେଡ଼େନ ବ୍ଲକରେ ଲୁକ୍‌କର ବହୁତ୍‌ କ୍ଷୟକ୍ଷତି ହେଇଛେ। ବରଷାରେ ଅନେକ ଗରିବ୍‌ ଖଟିଖିଆ ଲୁକ୍‌କର ମାଏଟ୍‌ କୁରିଆ, ଗୁହାଲମାନ୍‌ ଭାଂଗି ଯାଇଛେ। ଏନ୍‌ତାଥି ସେମାନକର ଧାନ୍‌,…

ବ୍ଲକସ୍ତରୀୟ ଗୁରୁଦିବସ : ଅବସରପ୍ରାପ୍ତ ଶିକ୍ଷକ, କୃତୀ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଭଟଲି,୫।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟଲି ସତୀହାତୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ଭଟଲି ବ୍ଲକ୍‌ ସମନ୍ବିତ ଶିକ୍ଷକ ସଂଘର ବ୍ଲକ ସଭାପତି ତିୟାରମ ଡନସନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଟଲି ଗୋଷ୍ଠୀ ଶିକ୍ଷାଧିକାରୀ ଛତ୍ରପତି…

ଏକ୍‌ କରି ବଁ।ଧି ରଖିଛେ ନୂଅଁ।ଖାଇ: ସଜବାଜରେ ମାତିଛନ୍‌ କଠାରପାଲି ଗଁ।ବାସୀ

  ସୋହେଲା,୩୧।୮(ଡି.ଏନ.ଏ): ଆଉର ଦିନ୍‌ କେତେଟା ଉତାରୁ ପଶ୍ଚିମ ଓଡ଼ିଶାର ସିଘା ପରବ୍‌ ନୂଅଁାଖାଇ ପାଲନ ହେବା। ଇଥିରଲାଗି ଗଁ। ଗଁଲିରୁ ସହର ତକ୍‌ ସବୁଠାନେ ଲୋକ୍‌ ସଜ୍‌ବାଜରେ ଲାଗି ପଡ଼ିଛନ୍‌। ଘରଦୁଆର ଲିପାପୁଛା, ଘସାମଜା କରି ଚକାଚକ୍‌ କରି ସାଏଲେନ।…

ଗ୍ରାମବାସୀଙ୍କୁ ଭୟଭୀତ କରିବା ମହଙ୍ଗା ପଡ଼ିଲା: ଯୁବକ ଗିରଫ, ଦେଶୀ ବନ୍ଧୁକ ଜବତ

ପଦ୍ମପୁର,୩୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଜମଲା ଗ୍ରାମର ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ମହଙ୍ଗା ପଡ଼ିଛି। ପଦ୍ମପୁର ଥାନା ପୋଲିସ ଯୁବକଙ୍କ ଘରେ ଚଢ଼ାଉ କରି ବନ୍ଧୁକ ଜବତ କରିବା ସହ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।…

ପରିଚଏ, ଜୀବ୍‌କା ଦେଇଛେ ଜହ୍ନି ଚାଷ୍‌

ସୋହେଲା,୨୯ା୮(ଡି.ଏନ୍‌.ଏ.): ଓଡ଼ିଶା ଗୁଟେ କୃଷି ପରଧାନ ରାଏଜ୍‌। ଇ ରାଏଜ୍‌ର ବଡ଼ଭାଗି ଲୋକ୍‌ ଚାଷ୍‌ବାସ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା ବରଗଡ଼ ଜିଲାକେ ରାଏଜର ଭାତ୍‌ ହଁାଡ଼ି ବଲି କୁହାଯାଉଛେ। ଇ ଜିଲା ଧାନ୍‌ ଚାଷ…

ଭତା, ଆବାସ ଘର କାର୍ଯ୍ୟାଦେଶ ପାଏଲେ ଉତ୍ତର

ଅତାବିରା, ୨୮।୮ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାର ଉତ୍ତର ଝାଙ୍କର(୭୦) ଆର ମାଏକିନା ତାରା ଝାଙ୍କର(୬୫)। ଉତ୍ତର ଦିବ୍ୟାଙ୍ଗ ହେଇଥିଲାବେଲେ ତାରା ଝନେ ମାନ୍‌ସିକ ରୁଗୀ। ଇ ଦମ୍ପତି ନିହାତି ଗରିବ୍‌ ହେଇଥିଲାବେଲେ ତାକର…

ଝନେ କୁଷ୍ଠ ରୁଗୀକଁର ଅଁତରର କଥା

ଅତାବିରା,୨୮ା୮ (ଡି.ଏନ୍‌.ଏ): ଦେଶରୁ କୁଷ୍ଠ ରୋଗ୍‌ର ମୂଲ ମେଟାବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କାଯ୍‌କାରି କରି ସଚେତନତା ସୁରୁଷ୍‌ଟି କରୁଛନ୍‌। ସେନ୍‌ତା କୁଷ୍ଠ ରୋଗ୍‌ରେ ଆକ୍‌ରଁାତ ରୁଗୀକର ଚିକିଛା, ଥଇଥାନ ଲାଗି ବି ସରକାର ଅନେକ ଯୋଜନା…

ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଏତଲା ପ୍ରତିବାଦରେ ବିକ୍ଷୋଭ

ବରଗଡ ଅଫିସ, ୨୬।୮: ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଘଟଣାକୁ ନେଇ କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏହାର ପ୍ରତିବାଦରେ ସୋମବାର ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛ।…

ନୂତନ ଜିଲାପାଳଙ୍କ ପ୍ରଥମ ପଦକ୍ଷେପ, ବରିଷ୍ଠ ନାଗରିକଙ୍କ ପାଇଁ ହେଲା ସ୍ବତନ୍ତ୍ର ବ୍ୟବସ୍ଥା

ବରଗଡ଼ ଅଫିସ, ୨୬।୮: ବରଗଡ଼ ଜିଲାର ନୂତନ ଜିଲାପାଳ ଭାବେ ରବିବାର ଜ୍ୟୋତିରଞ୍ଜନ ପ୍ରଧାନ ଦାୟିତ୍ୱଗ୍ରହଣ କରିଛନ୍ତି। ଦାୟିତ୍ୱଗ୍ରହଣ କରିବା ପରେ ସୋମବାର ସେ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ନିଜ ଅଫିସ ସମ୍ମୁଖରେ…

ଆଁଠେ କାଦୋରେ ଯାଆସ କରୁଛନ୍‌ ଗାଁବାସୀ

ଜାମଟିକ୍ରା, ୨୬।୮ (ଡି.ଏନ୍‌.ଏ.): ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି-ପ୍ରଧାନଟିକ୍ରା ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ସୁଆଧିନତାର ୭୩ ବଛର ଉତାରୁ ବି ଇ ରାସ୍‌ତାର ଅବସ୍‌ତା ସୁଧ୍‌ରି ନାଇଁପାରି। ଖଲିଆପାଲିରୁ ପ୍ରଧାନଟିକ୍ରା ତକ୍‌ ଅଧ୍‌ କି.ମି. ରାସ୍‌ତା ଆଏଜ୍‌…

ପ୍ଲାଷ୍ଟିକ୍‌ ଗୋଡ୍‌ ଖଁଜ୍‌ବାକେ ଟଁକା ଅଭାବ୍‌: ଜୀବନ୍‌ ଜୀବ୍‌କାରୁ ବଁଚିତ୍‌ ଭିନ୍ନକ୍ଷମ ଆଦିତ୍ୟ

ଜାମଟିକ୍ରା, ୨୬।୮ (ଡି.ଏନ୍‌.ଏ): ବରଗଡ଼ ଜିଲା କୁରୁଆଁ ପଁଚେତ୍‌ ବାଉଁସେନପାଲି ଗାଁର ଅଭିମନ୍ୟୁ ମିର୍ଦ୍ଧାକଁର ପୁଓ ଆଦିତ୍ୟ ମିର୍ଦ୍ଧା(୨୬)। ୨୦୧୭ରେ ତାକର ଡେବ୍‌ରି ଗୋଡ଼ରେ କର୍କଟ ରୋଗ୍‌ ହେଇଥିବାର ଜନାପଡ଼ିଥିଲା। ଡାକ୍‌ତର ଆଦିତ୍ୟର ଜୀବନ୍‌ ବଁଚାବାକେ ଯାଇ ତାକର ଗୋଡ଼୍‌ କାଟ୍‌ଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?