ବରଗଡ଼

କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ

ପାରଳାଖେମୁଣ୍ଡି,୨୩ା୧୦(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ହଟାଇବା ପରେ ଅନିଶ୍ଚିତତା ମଧ୍ୟରେ ରହିଥିବା ଠିକା ସ୍ବାସ୍ଥ୍ୟ କର୍ମଚାରୀମାନେ ଶନିବାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ପାରଳାଖେମୁଣ୍ଡି ଆସିଥିଲେ। ଆଲୋଚନା ସରିବା ପରେ ବିରିକୋଟ ଡାକ୍ତରଖାନାର ଷ୍ଟାଫନର୍ସ ପ୍ରେମାଦିନୀ…

ରାସ୍ତା ପାର ହେଉଥିବା ବେଳେ ପିଟିଲା ଟ୍ରକ୍‌: ଚାଲିଗଲା ଆରୋହୀଙ୍କ ଜୀବନ

ବରଗଡ ଅଫିସ,୨୧।୧୦- ବରଗଡ଼ ଦେଇ ଯାଇଥିବା ୫୩ ନଂଜାତୀୟ ରାଜପଥର ଘୁଲିପାଲି ଛକରେ ଶୁକ୍ରବାର ସାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଘୁଲିପାଲି ନିବାସୀ ୪୨ ବର୍ଷୀୟ ବିଶ୍ୱାମିତ୍ର ପଟେଲ…

ପାରମ୍ପରିକ ଖାଦ୍ୟ ଆପଣାଇବାକୁ ଆହ୍ବାନ

ବରଗଡ଼ ଅଫିସ୍‌/ପାଇକମାଳ, ୧୯।୧୦(ଡି.ଏନ୍‌.ଏ.): ଖାଦ୍ୟଥାଳିରେ ପୁଷ୍ଟିକର ଖାଦ୍ୟର ଅଭାବ ଦେଖାଯାଇଛି। ଫସଲରେ ରାସାୟନିକ ସାର ଏବଂ କୀଟନାଶକର ବହୁଳ ବ୍ୟବହାର ଯୋଗୁ ଖାଦ୍ୟ ପୁଷ୍ଟଯୁକ୍ତ ବଦଳରେ ବିଷଯୁକ୍ତ ହେଉଛି। ଏଥିପାଇଁ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛି। ଏହାକୁ ପ୍ରତିହତ…

ବରଗଡ଼ ଧନୁଯାତ୍ରା, ଏଥର କଳାକାର ଚୟନ

ବରଗଡ଼ ଅଫିସ,୧୮।୧୦: ବରଗଡ଼ ଧନୁଯାତ୍ରା ପାଇଁ ଏଥର ନୂତନ କଳାକାର ଚୟନ ହେବେ। ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ମହୋତ୍ସବର ଏକ ସ୍ମାରକୀ ତୋରଣ ନିର୍ମାଣ ନେଇ ନିଷ୍ପତ୍ତି ହୋଇଛି। ଜିଲାପାଳ ମୋନିଷା…

୪୫୩.୧୧ କୋଟି ଟଙ୍କାରେ ହେବ ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ

ବରଗଡ଼ ଅଫିସ, ୧୬।୧୦: ବରଗଡ଼ ଜିଲାରେ ଏକ ବୃହତ୍‌ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ…

ମଧ୍ୟାହ୍ନଭୋଜନ ମାନ ଯାଞ୍ଚ କଲେ ଏଡିଇଓ

ବରଗଡ଼ ଅଫିସ,୧୫ା୧୦: ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ଏଡିଇଓ) ଜ୍ୟୋତିକାନ୍ତ ସାହୁ ଛାତ୍ରୀଙ୍କ ଗହଣରେ ମଧ୍ୟାହ୍ନଭୋଜନ ଖାଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଥିଲେ। ସ୍ଥାନୀୟ କାଉନସିଲର ସାରଳା ବଗର୍ତ୍ତି, ପ୍ରଧାନଶିକ୍ଷୟିତ୍ରୀ ରେଣୁଦାସ…

ବରଗଡ଼ ସିରିଜ ଚୋରିର ପର୍ଦ୍ଦାଫାଶ, ବନ୍ଧା ହେଲେ ୮ ଅଭିଯୁକ୍ତ

ବରଗଡ଼ ଅଫିସ,୧୪।୧୦: ବରଗଡ଼ ସହରରେ ଚାଲିଥିବା ସିରିଜ ଚୋରି ମାମଲାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। ବରଗଡ଼ ଟାଉନ ଥାନା ପୋଲିସ ୫ ଚୋରି ମାମଲାରେ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବଲାଙ୍ଗୀର ଜିଲା ଲରମ୍ଭା ଥାନା ଲୁହାସିଂହାର…

ବରଗଡ଼ ଧନୁଯାତ୍ରା: ଏଥର ଗୋପପୁର ଦୃଶ୍ୟାଭିନୟ ହେବ ଅଧିକ ଆକର୍ଷଣୀୟ

ବରଗଡ଼ ଅଫିସ,୧୨ା୧୦: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଧନୁଯାତ୍ରା ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଏହି ଧନୁଯାତ୍ରା ମହୋତ୍ସବର ଗୋପପୁର ଯାତ୍ରାର ଆକର୍ଷଣ ନିଆରା। ତେବେ ଏଥର ଗୋପପୁର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବୁଧବାର ଉପଜିଲାପାଳ ଅଫିସ…

ସ୍ବପ୍ନ, ପରିଶ୍ରମ ଆଣିଛି ସଫଳତା

ବରଗଡ଼ ଅଫିସ୍‌,୯।୧୦ : ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୨୦ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲାର ପରୀକ୍ଷାର୍ଥୀ ମଧ୍ୟ ସଫଳତା ଅର୍ଜନ କରିଛନ୍ତି। ସଫଳତା ପରେ ପରିବାର ଏବଂ ଆତ୍ମୀୟସ୍ବଜନଙ୍କ ମଧ୍ୟରେ ଖୁସି ଦେଖାଯାଇଛି। କିଛି ସଫଳ ପରୀକ୍ଷାର୍ଥୀଙ୍କୁ…

ବିଜୟାଦଶମୀରେ ଆଖିବୁଜିଲେ ବାପାଝିଅ, ଦଶହରା ଛୁଟି କଟେଇ ଫେରୁଥିଲେ ମାମୁଘରୁ

ବରଗଡ଼ ଅଫିସ,୫।୧୦: ବିଜୟାଦଶମୀ ଦିନ ଆଖିବୁଜିଲେ ବାପାଝିଅ। ଦଶହରା ଛୁଟି କଟେଇ ମାମୁଘରୁ ଫେରୁଥିଲେ, ରାସ୍ତାରେ ହେଲା ଦୁର୍ଘଟଣା। ଏଭଳି ଏକ ଅଘଟଣ ଘଟିଛି ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କନାପାଲି ଛକ ନିକଟରେ। ଏକ କାର୍‌ ଧକ୍କାରେ ବାଇକ୍‌ରେ…

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଅଶ୍ରୁଳ ବିଦାୟ

ବରଗଡ଼ ଅଫିସ/ପଦ୍ମପୁର,୪।୧୦: ବରଗଡ଼ ଜିଲା ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମଙ୍ଗଳବାର ଅଶ୍ରୁଳ ବିଦାୟ ଦିଆଯାଇଛି । ଏକ ବିଶାଳ ଶୋଭାଯାତ୍ରାରେ ସ୍ବର୍ଗତ ବରିହାଙ୍କ ପାର୍ଥିବ ଶରୀରକୁ ରଜାଘାଟ ନିଆଯାଇଥିଲା। ଶୋଭାଯାତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ…

ଜନ୍ମମାଟିରେ ହେବ ବିଧାୟକଙ୍କ ଶେଷକୃତ୍ୟ

ବରଗଡ ଅଫିସ,୪।୧୦: ବରଗଡ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ମଙ୍ଗଳବାର ଶେଷକୃତ୍ୟ ହେବ। ବିଧାୟକଙ୍କ ପାର୍ଥିବ ଶରୀରକୁ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ। ଆଜି ସକାଳେ ବିଜେଡିର ଅନେକ ବରିଷ୍ଠ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?