ବାଲେଶ୍ୱର

ଚାକିରି ଦେବା ନାଁରେ ଠକେଇ, ୫ ଗିରଫ

ବାଲେଶ୍ୱର ଅଫିସ, ୫।୪: ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନଁାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ୫ଜଣଙ୍କୁ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ ମଙ୍ଗଳବାର ଗିରଫ ପରେ କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ୩ଲକ୍ଷ ୯ହଜାର ନଗଦ ଟଙ୍କା, ୧୦ଲକ୍ଷ…

ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରାଚାଲାଣ: ୪ ଗିରଫ

ଜଳେଶ୍ୱର,୪ା୪(ଡି.ଏନ.ଏ.): ପଶ୍ଚିମବଙ୍ଗକୁ ଏକ ଟ୍ରକ ଯୋଗେ ୩ ବସ୍ତା (୫୪ କିଲୋ ୧୮୦ଗ୍ରାମ) ଗଞ୍ଜେଇ ଚାଲାଣ ବେଳେ ୬୦ନଂ. ଜାତୀୟ ରାଜପଥରୁ ଜଳେଶ୍ୱର ପୋଲିସ ଧରିବାରେ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୋମବାର ଖବରଦାତା…

ପୁଣି ଚାଲିଲା ମାଙ୍କଡ଼ା ଖଣି, କ୍ରଶର

ଖଇରା,୪।୪ (ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ ବନ୍ଦ ପଡିଥିବା ସମସ୍ତ ମାଙ୍କଡା ଖଣି ଓ କ୍ରଶର ପୁଣି ଏବେ ଚାଲିବାକୁ ଆରମ୍ଭ କଲାଣି । କିଛି ମାସ ବନ୍ଦ ପଡିବା…

‘ସାଇଗାୟତ୍ରୀ ମାକ୍ରୋ ସ୍କାଏକ୍ରାପର’ ଚିଟ୍‌ଫଣ୍ଡ ସମ୍ପତ୍ତି ବାଜ୍ୟାପ୍ତି

ବାଲେଶ୍ୱର ଅଫିସ, ୪ା୪: ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ସୋମବାର ବାଲେଶ୍ୱର ସ୍ବତନ୍ତ୍ର ଓଡ଼ିଶା ପ୍ରୋଟେକ୍ସନ୍‌ ଇଣ୍ଟରେଷ୍ଟ ଅଫ୍‌ ଇନ୍‌ଭେଷ୍ଟର୍ସ ଡିପୋଜିଟର (ଓପିଆଇଡି) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାଇଗାୟତ୍ରୀ ମାକ୍ରୋ ସ୍କାଏକ୍ରାପର ଇଣ୍ଡିଆ ଲିମିଟେଡ଼ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି…

ଘୂର୍ଣ୍ଣିଝଡ଼,କୁଆପଥର ମାଡ଼ରେ ବ୍ୟାପକ କ୍ଷତି

ଜଳେଶ୍ୱର,୩ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ୧୦ ପଞ୍ଚାୟତରେ ରବିବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷତି ହୋଇଛି। ଧାନ ଓ ପରିବାଚାଷ ନଷ୍ଟ ହେବା ସହ ଅନେକ ଲୋକଙ୍କ ଛପର ଉଡ଼ିଯାଇଛି। ରାଜସ୍ବ ବିଭାଗର…

ଉଦ୍‌ଘାଟନ ଅପେକ୍ଷାରେ ବାଂଶଡ଼ା ସେତୁ

ଚାନ୍ଦବାଲି,୩।୪(ଡି.ଏନ.ଏ.): ବହୁ ପ୍ରତିକ୍ଷୀତ ବାଂଶଡ଼ା ସେତୁ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପର ବ୍ୟୟବରାଦ ୪ କୋଟିରୁ ଆରମ୍ଭ ହୋଇ ଏବେ ପ୍ରାୟ ୨୯ କୋଟିରେ ପହଞ୍ଚତ୍ଛି। ଚଳିତମାସ ୫-ଟି ସଚିବ ଚାନ୍ଦବାଲି ଗସ୍ତରେ ଆସି ଏହାର ଅଗ୍ରଗତିକୁ ନେଇ ସମୀକ୍ଷା…

୯ହଜାର ୬ଶହ ପରିବାରକୁ ବିଶୁଦ୍ଧ ପାନୀୟଜଳ

ଖଇରା, ୨।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ହରଘର ଜଳ ଯୋଜନାରେ ୩୦ ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ଟ୍ୟାପ ସଂଯୋଗ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ୨୦୨୩ ଶେଷ…

ଇଏସ୍‌ଆଇ ହସ୍‌ପିଟାଲ ପାଇଁ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ

ବାଲେଶ୍ୱର ଅଫିସ, ୧।୪: ବାଲେଶ୍ୱର ଜିଲାରେ ଅନେକ କଳକାରଖାନା ରହିଥିଲେ ମଧ୍ୟ ଏଠାରେ ଏକ ଇଏସ୍‌ଆଇ ହସ୍ପିଟାଲ ନ ଥିବାରୁ ରୋଗଗ୍ରସ୍ତ ଓ ଆହତ ଶ୍ରମିକମାନେ ଚିକିତ୍ସା ପାଇଁ ବାହାରକୁ ଯିବା ପାଇଁ ବାଧ୍ୟ ହେଉଥିଲେ। ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର…

ପୋଲିସ କର୍ମଚାରୀଙ୍କୁ ମାଡ଼ : ଗ୍ରାମବାସୀଙ୍କ ନାମରେ ମାମଲା

ଭୋଗରାଇ,୩୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଟୁକୁରୀହାଜିରା ବାଗଞ୍ଜର ପାହିଠାରେ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିବାକୁ ଯାଇ ପୋଲିସ ମାଡ଼ ଖାଇବା ଘଟଣା ଭିନ୍ନମୋଡ଼ ନେଇଛି। ଏହି ଘଟଣାରେ ଭୋଗରାଇ ଥାନା ପକ୍ଷରୁ ପୃଥକ୍‌ ଭାବେ…

୫ ପୋଲିସକୁ ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅଭିଯୁକ୍ତ

ସଜନାଗଡ଼,୩୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଜଡ଼ିଦା ପଞ୍ଚାୟତ ଜାମୁଡ଼ିହି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ୫ ଜଣ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଅଭିଯୁକ୍ତ। ଏଥିରେ ଏସ୍‌ଆଇ ବିରଞ୍ଚି ସାହୁ ୨ ଜଣ ଏଏସ୍‌ଆଇ ପ୍ରବୋଧ ମଲିକ,…

ସିସିଟିଭି ଭାଙ୍ଗି ଗହଣା ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ

ଖଇରା,୩୧ା୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡ଼ିଗଡ଼ିଆବଜାର ରେ ଥିବା ପଦ୍ମଲୋଚନ ଜୁଏଲାରୀରୁ ଗୁରୁବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ମାଲିକ ସୌଭାଗ୍ୟ ରଞ୍ଜନ ସାହୁ ରାତିରେ ଦୋକାନ ବନ୍ଦ କରି ନିଜ ଘର…

ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ,୩୧ା୩: ବାଲେଶ୍ୱର ଜିଲା ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତ ଛାତ୍ର ଜଣକ ମେଡିକାଲ କଲେଜର ତୃତୀୟ ବର୍ଷର ଏମ୍‌ବିବିଏସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri