ବାଲେଶ୍ୱର

ଆଳୁ ବିହନ ଯୋଗାଣରେ ଅବ୍ୟବସ୍ଥା

ଜଳେଶ୍ୱର, ୧୧ା୧(ରବିନାରାୟଣ ପାତ୍ର)ରାଜ୍ୟରେ ଆଳୁ ଚାହିଦା ମେଣ୍ଟାଇବା ଲାଗି ୧୦ବର୍ଷ ପୂର୍ବେ ଗଠନ ହୋଇଥିବା ଆଳୁ ମିଶନ ବାଲେଶ୍ୱର ଜିଲାରେ ଫେଲ୍‌ ମାରିଛି। ଚଳିତବର୍ଷ ବାଲେଶ୍ୱର ଜିଲାରେ ୧୬୬୦ ହେକ୍ଟର ଜମିରେ ଆଳୁଚାଷ ଲାଗି ଲକ୍ଷ୍ୟ ରହିଥିଲା। ବିହନ ଅଭାବରୁ ଜଳେଶ୍ୱର,…

କୁଲଡ଼ିହାରେ ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ

ନୀଳଗିରି, ୧୧।୧(ପ୍ରଶାନ୍ତ ବିଶ୍ୱାଳ)ସବୁଜ ବନାନୀ ସହିତ ପ୍ରାକୃତିକ ପ୍ରାଚୁର୍ଯ୍ୟର ଗନ୍ତାଘର ବିସ୍ତୀର୍ଣ୍ଣ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟର କେତେକ ଜଳାଶୟକୁ ଶୀତଦିନେ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ…

ବିଷାକ୍ତ ହେଲାଣି ଓଡିଶା ବାୟୁ: ବାଲେଶ୍ୱର ଦେଶର ତୃତୀୟ ପ୍ରଦୂଷିତ ସହର

ଭୁବନେଶ୍ୱର,୯।୧: ଓଡିଶା ଆକାଶରେ ପ୍ରଦୂଷିତ ବୟୁ। ରାଜ୍ୟରେ ପ୍ରଦୂଷଣ ସ୍ଥିତି ସାଂଘାତିକବସ୍ଥାରେ ରହିଛି। ବିଶେଷକରି ରାଜ୍ୟର କଟକ ଭୁବନେଶ୍ୱର ସମେତ ୬ଟି ସହରରେ ସ୍ଥିତି ସଙ୍ଗୀନ ରହିଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩ଶହ ପାର କରିଛି। ରାଜଧାନୀ ଭୁବନେଶ୍ୱରରେ ଏକ୍ୱୁଆଇ…

ରାସ୍ତାରେ ନ ହେଲେ ଗଛମୂଳେ ପିଲା

ଜଳେଶ୍ୱର,୯ା୧(ନବୀନ କୁମାର୍‌ ସାହୁ: ଶିଶୁମାନେ କିପରି ଆବଶ୍ୟକ ପୋଷଣରୁ ବଞ୍ଚିତ ନ ହେବେ ସେନେଇ ସରକାର ଶହ ଶହ ଯୋଜନା କରୁଛନ୍ତି। ପୋଷାକଠାରୁ ଆରମ୍ଭ କରି ପୁଷ୍ଟିକର ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଯୋଗାଇ ଦେଉଛନ୍ତି। ହେଲେ ବାଲେଶ୍ବର ଜିଲା ଜଳେଶ୍ୱର…

‘ବାଲେଶ୍ୱରକୁ ମୁଖ୍ୟମନ୍ତ୍ରୀ ଭଲ ପାଆନ୍ତି’

ବାଲେଶ୍ୱର,୭।୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଭଲ ପାଆନ୍ତି। ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି। ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଗତ ୨୦୨୩ ଜୁନ୍‌ ୨୨…

‘ବ୍ୟାନର ଚିରା ପରମ୍ପରା ବନ୍ଦ ହେଉ’

ଖଇରା, ୬।୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ଏବେ ରାଜନୈତିକ ଦଳ ନେତୃବୃନ୍ଦଙ୍କ ବ୍ୟାନର ଚିରା ଘଟଣାକୁ ବିଭିନ୍ନ ଦଳ ଓ ସଙ୍ଗଠନ ପକ୍ଷରୁ କଡା ଭାଷାରେ ନିନ୍ଦା କରାଯାଇଛି। ଶୁକ୍ରବାର ସିମୁଳିଆ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ…

ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା

ବାଲେଶ୍ୱର,୫।୧: ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ୨୦୧୬ରେ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଲେଶ୍ବର ରେଳ ଷ୍ଟେଶନରୁ ମଧ୍ୟାହ୍ନରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ…

ଉତ୍ସବମୁଖର ପର୍ଯ୍ୟଟନସ୍ଥଳୀ

ଭୋଗରାଇ,୧।୧(ପ୍ରଦୀପ ଦାସ): ସୋମବାର ଇଂଲିଶ ନବବର୍ଷ। ଗାଁଠୁ ସହର ସବୁଠି ଉତ୍ସବମୁଖର। ମନ୍ଦିର, ମସ୍‌ଜିଦ ଓ ଗୀର୍ଜାରେ ଚାଲିଛି ବିଶେଷ ପୂଜାର୍ଚ୍ଚନା, ନମାଜପାଠ ଓ ଭକ୍ତି ଆରାଧନା। ସମୁଦ୍ରକୂଳ ଓ ପର୍ଯ୍ୟଟନସ୍ଥଳୀଗୁଡିକରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ। ଭୋଜିଭାତ, ମୃଦୁ ପାନୀୟରେ ଜମିଛି…

ନୂଆବର୍ଷର ଭେଟି: ଜାନୁୟାରୀ ୫ରୁ ନୀଳଗିରିରୁ ଗଡିବ ମେମୁ ଟ୍ରେନ

ନୀଳଗିରି,୨୬।୧୨: ନୂଆବର୍ଷରେ ଉପହାର ପାଇବେ ନୀଳଗିରିବାସୀ । ଆଗାମୀ ଜାନୁଆରୀ ମାସ ୫ ତାରିଖରେ ନୀଳଗିରରୁ ଗଡିବ ପାସେଞ୍ଜର ଟ୍ରେନ । ଜାନୁଆରୀ ୫ରୁ ନୀଳଗିରି ଗୋପୀନାଥପୁରରେ ଯାତ୍ରୀବାହୀ ଟ୍ରେନ ଗଡିବାକୁ ଯାଉଛି । ପ୍ରଥମେ ୩ଟି ମେମୁ ଟ୍ରେନ ଗଡ଼ିବା…

୨ ବିଭାଗ ଟଣାଓଟରା, ରାସ୍ତା କାମ ବନ୍ଦ

ନୀଳଗିରି,୨୬।୧୨(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଜୀବନରେଖା ପାଲଟିଥିବା ଶେରଗଡ଼-ନୀଳଗିରି-ଝରଣଘାଟି (ଏସ୍‌.ଏନ୍‌.ଜେ) ୧୯ନଂ. ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି। ଦୁଇ ବିଭାଗ ମଧ୍ୟରେ ଟଣାଓଟରା ଯୋଗୁ ପ୍ରଶସ୍ତୀକରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏମ୍‌ପି ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା…

ପର୍ଯ୍ୟଟକଙ୍କ ନୂଆ ଠିକଣା ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍‌

ଭୋଗରାଇ, ୨୫ା୧୨(ପ୍ରଦୀପ ଦାସ): ବଙ୍ଗୋପସାଗର କୂଳରେ ଅବସ୍ଥିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍‌ ଏବେ ପର୍ଯ୍ୟଟକଙ୍କ ଲାଗି ନୂଆ ଠିକଣା ପାଲଟିଛି। ସୁବର୍ଣ୍ଣରେଖା ସମୁଦ୍ର ମୁହାଣ ପୂର୍ବସୀମାନ୍ତ ତାଳସାରୀ ପର୍ଯ୍ୟନ୍ତ ୮ କି. ମି. ଲମ୍ବ ଓ…

ଯୁବ ବ୍ୟବସାୟୀଙ୍କ ପେଟରେ ଦୁର୍ବୃତ୍ତ ଲଗାଇଲେ ବନ୍ଧୁକ…

ସିମୁଳିଆ,୧୫।୧୨(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ଲୁଟ୍‌ପାଟ୍‌ ବଢିବାରେ ଲାଗିଛି। ବ୍ଲକର ସଦରମହକୁମା ମାର୍କୋଣାରେ ଗୋ-ଖାଦ୍ୟ, ମାଛ ଓ କୁକୁଡ଼ା ଖାଦ୍ୟ ବିକ୍ରି କରୁଥିବା ଦେବବ୍ରତ ସାମଲ ନାମକ ଯୁବ ବ୍ୟବସାୟୀ ଦୋକାନଠାରୁ ପ୍ରାୟ ୩ଶହ ମିଟର ଦୂର ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?