ବାଲେଶ୍ୱର

ପୂର୍ତ୍ତବିଭାଗ ଅତିଥି ଭବନ ଅସମ୍ପୂର୍ଣ୍ଣ

ଖଇରା,୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡସ୍ଥିତ ପୂର୍ତ୍ତବିଭାଗର ନୂତନ ଅତିଥି ଭବନ ୪ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ରହିଛି। ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ବାହାରୁ ଆସୁଥିବା ବିଭାଗୀୟ ଅଧିକାରୀଙ୍କ ପାଇଁ ଘର ଆବଶ୍ୟକତା…

ବ୍ରାଉନସୁଗାର ବେପାର କରୁଥିଲେ ବାପ-ଝିଅ

ରୂପସା,୨।୯(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ହଳଦୀପଦା ଅଞ୍ଚଳରେ ବୁଧବାର ଚଢ଼ାଉ କରି ବସ୍ତା ଥାନା ପୋଲିସ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଧୀନ ସିଙ୍ଗାରପୁର ଗ୍ରାମର ସେକ ଯଲାଲ ଓ ତାଙ୍କ…

ସୌମ୍ୟଙ୍କ ପରିବାରଲୋକଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ଖଇରା,୧।୯(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ବୁଧବାର ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପାଇଁ ଉକ୍ତ ଟିମ୍‌ ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ…

ଚିନ୍ତା ବଢ଼ାଉଛି ଟ୍ରାଫିକ ସମସ୍ୟା

୧୯୬୪ ମସିହାରେ ବାଲେଶ୍ୱର ସଦର ମହକୁମାର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ବାଲେଶ୍ୱର ପୌରାଞ୍ଚଳ। ୧୯୯୨ ମସିହା ପର୍ଯ୍ୟନ୍ତ ଏହି ପୌରାଞ୍ଚଳରେ ୨୬ ଟି ୱାର୍ଡ ଥିବାବେଳେ ଏବେ ୱାର୍ଡ ସଂଖ୍ୟା ୩୧ରେ ପହଞ୍ଚିଛି। ୨୦୧୮ ନଭେମ୍ବରରୁ ନିର୍ବାଚିତ ପ୍ରତିନିଧିଙ୍କର…

ନାବାଳିକାଙ୍କୁ ବଳାତ୍କାର ପରେ ଭିଡିଓ ଭାଇରାଲ କଲେ ଅଭିଯୁକ୍ତ

ରୂପସା,୩୦।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସେକ୍‌ ସବୀର। ଗତ ୧୦ ତାରିଖରେ…

ହସ୍ପିଟାଲରେ ଭର୍ତ୍ତି ହେଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ,୨୯ା୮: ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ. ସୁକାନ୍ତ ନାୟକ ଅସୁସ୍ଥ । ଶନିବାର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିସିନ ଖାଇଥିଲେ…

ଟ୍ରେନ୍‌ରେ କଟି ରେଳ କର୍ମଚାରୀଙ୍କ ଜୀବନ ଗଲା

ବାଲେଶ୍ୱର ଅଫିସ,୨୮ା୮: ବାଲେଶ୍ୱର ଜିଲାର ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ଜଳେଶ୍ୱର ରେଳ ଷ୍ଟେଶନରେ କାର୍ଯ୍ୟ କରୁଥିବା ରେଳ କର୍ମଚାରୀ ବାବୁଲାଲ୍‌ ହେମ୍ରମଙ୍କର ଟ୍ରେନରେ କଟି ଜୀବନ ଯାଇଛି। ବାବୁଲାଲ ସିନିଅର ସେକ୍ସନ ଇଞ୍ଜିନିୟର ସିଗ୍‌ନାଲ ବିଭାଗ, ଜଳେଶ୍ୱର ଷ୍ଟେଶନରେ…

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳାଙ୍କ ସମେତ ଡ୍ରାଇଭର ଗିରଫ

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲା ଜଳେଶ୍ବରରୁ ଶୁକ୍ରବାର ପୁଣି ବ୍ରାଉନସୁଗାର ଜବତ ହୋଇଛି। ଜିଲା ଅବକାରୀ ଦାୟିତ୍ୱରେ ଥିବା ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଜଳେଶ୍ବରରେ ୧୦ ଜଣିଆ ଟିମ୍‌ ଜାତୀୟ ରାଜପଥ ୬୦ର ଛାଳନି ଛକଠାରେ ଏକ ସନ୍ଦେହଜନକ ଭ୍ୟାନ୍‌କୁ ଅଟକାଇଥିଲେ।…

କ୍ଷତିପୂରଣ ଦାବିରେ ସୋର-କୁପାରୀ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଖଇରା,୨୬ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବଣପାରିଆ ଗ୍ରାମର ରମେଶ ପଣ୍ଡାଙ୍କ ପୁଅ ଧନଞ୍ଜୟ(୧୦) ପାଣିନାଳରେ ପଡ଼ି ମୃତ୍ୟୁ ଘଟଣାରେ କଣ୍ଟାପଡା ଶାସନ, ବଟେଶ୍ବର ଗ୍ରାମବାସୀ ମିଳିତ ଭାବେ ସୋର-କୁପାରୀ ରାସ୍ତାକୁ ବଟେଶ୍ବରଠାରେ ଅବରୋଧ କରିଛନ୍ତି। ପରିବାରକୁ କ୍ଷତିପୂରଣ ବାବଦରେ…

ସ୍କୁଟିକୁ ପିଟିଲା ମାଲ ବୋଝେଇ କଣ୍ଟେନର: ରାସ୍ତା ମଝିରେ ଲାଗିଲା ନିଆଁ

ବାଲେଶ୍ୱର ଅଫିସ,୨୧ା୮: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ୬୦ ନଂ. ଜାତୀୟ ରାଜପଥ ମଧୁବନ ଢାବା ସମ୍ମୁଖରେ ଶୁକ୍ରବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ମାଲ ବୋଝେଇ କଣ୍ଟେନର ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟିଚାଳକଙ୍କ ମୃତ୍ୟୁ ଘଟିଛି।…

ଗ୍ୟାସ୍‌ ଟାଙ୍କି ବିସ୍ଫୋରଣରେ ଜଳିଗଲା ଦୋକାନ

ଜଳେଶ୍ୱର,୧୮।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ନିକଟ ଲକ୍ଷ୍ମଣନାଥଠାରେ ବୁଧବାର ଏକ ଗ୍ରସରୀ ଦୋକାନରେ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଘଟିଥିଲା। ଏଥିରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ୨ଟି ଦୋକାନ। ପାଖରେ ଛିଡ଼ା ହୋଇଥିବା ଏକ ଅଟୋ ମଧ୍ୟ…

ଏକାଠି ଚାଲିଗଲେ ମା’ ଝିଅ

ବସ୍ତା,୧୫।୮(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥରେ ରବିବାର ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାରେ ଚାଲିକି ଯାଉଥିବା ମା’ ଝିଅଙ୍କୁ ଏକ ତେଲ ବୋଝେଇ ଟେଙ୍କର ଧକ୍କା ଦେଇ ୩୦ ଫୁଟ ଗଭୀରକୁ ଖସି ପଡିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?