ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍କ୍ଷେପଣ ହେଲା ‘ବ୍ରହ୍ମୋସ’
ବାଲେଶ୍ୱର ଅଫିସ,୧୨ା୭: ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍କ୍ଷେପଣ ହୋଇଛି ସୁପରସୋନିକ୍ କ୍ରୁଜ ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଏହା ଗତି କରିପାରିବ। ଏହାର ୨ରୁ…
ଛେଳି ଚୋରି କରିବାକୁ ଆସି ବନ୍ଧା ହେଲେ ଖୁଣ୍ଟରେ
ସଜନାଗଡ,୯।୭: ନିଛାଟିଆ ଜାଗାରେ ଏକ ବାଇକ୍ ଛିଡ଼ା ହୋଇଥିବା ବେଳେ ଗାଡ଼ି ନିକଟରେ କେହି ନ ଥିବା ଦେଖି ରାତି ଅଧରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା। ଚତୁରତାର ସହ ଗ୍ରାମର କିଛି ଯୁବକ ଗାଡ଼ିକୁ ଜଗି ବସିଥିଲେ। ରାତି ପ୍ରାୟ…
ପୁଅ-ବୋହୂଙ୍କ ନିର୍ଯାତନା ଅଭିଯୋଗ: ଥାନାର ଦ୍ବାରସ୍ଥ ହେଲେ ମା’ ବାପା
ବାଲେଶ୍ୱର ଅଫିସ, ୮।୭: ପିଲାମାନେ ବଡ଼ ହେଲେ ବୃଦ୍ଧାବସ୍ଥାରେ ବାପା ମା’ଙ୍କ ସାହାରା ହେବେ ବୋଲି ଭାବିଥାନ୍ତି। ହେଲେ ଆଜିକାଲି ପୁଅ ବୋହୂ ସେମାନଙ୍କ ଉପରେ ନିର୍ଯାତନା କରୁଥିବା ଦେଖିବାକୁ ମିଳିଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲା…
ବଦଳୁଛି ବସ୍ତିର ମାନଚିତ୍ର
ବାଲେଶ୍ୱର ଅଫିସ, ୬।୭-ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବାଲେଶ୍ୱର ସହରର ବିଭିନ୍ନ ବସ୍ତିରେ ନିର୍ମାଣ ହେବାକୁ ଯାଉଛି ଓଏସ୍ଡ଼ି (ଓପନ୍ ସ୍ପେଶ୍ ଡେଭଲପମେଣ୍ଟ)। ଏହି ପ୍ରକଳ୍ପରେ ବସ୍ତି ଅଞ୍ଚଳର ପିଲାମାନଙ୍କ ଖେଳିବା ପାଇଁ ନିର୍ମାଣ ହେଉଛି ଛୋଟ ଛୋଟ ପାର୍କ। ଅଳ୍ପ…
୩ ଆଦିବାସୀ ଗାଁର ଦୁଃଖ ତୁଳସୀ
ବାଲେଶ୍ୱର ଅଫିସ, ୫।୭-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରସଲପୁର ପଞ୍ଚାୟତ ଦେଇ ପ୍ରବାହିତ ଜଳକା ନଦୀର ଶାଖା ତୁଳସୀ ନଦୀ ରସଲପୁର ପଞ୍ଚାୟତକୁ ଦୁଇଭାଗ କରିଛି। ନଦୀର ଗୋଟିଏ ପାର୍ଶ୍ୱରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସ୍କୁଲ, କଲେଜ, ଡାକ୍ତରଖାନା,…
ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର: ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର
ବାଲେଶ୍ୱର ଅଫିସ, ୪।୭- ବାଲେଶ୍ୱର ଜିଲା ରେମୁଣା ତହସିଲ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ଓ ପ୍ରାକ୍ ଐତିହାସିକ ସଭ୍ୟତାର ସନ୍ଧାନ ମିଳିଛି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ପ୍ରାକ୍ ଐତିହାସିକ ସଭ୍ୟତାଠାରୁ ଆରମ୍ଭ କରି ବୌଦ୍ଧ, ଜୈନ ଓ ନୌବାଣିଜ୍ୟର…
ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ: ସ୍କୁଲ ଆଗରେ ଧାରଣାରେ ବସିଲେ ଛାତ୍ରୀଛାତ୍ର
ସଜନାଗଡ଼, ୩୦।୬(ଡି.ଏନ.ଏ.)-ମହାମାରୀ କରୋନା ଯୋଗୁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇପାରିନାହିଁ। ବୋର୍ଡ଼ ତରଫରୁ ଛାତ୍ରୀଛାତ୍ରଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାର୍କ ଦିଆଯାଇଛି। ମାତ୍ର ମାଟ୍ରିକ୍ ପରୀକ୍ଷା ପ୍ରକାଶିତ ଫଳାଫଳକୁ ନେଇ ଶିଶୁମନ୍ଦିର ଛାତ୍ରୀଛାତ୍ରମାନେ ମାନସିକ ଅବସାଦରେ ରହୁଥିବା ଅଭିଭାବକମାନେ କହିଛନ୍ତି। ଫଳାଫଳରେ…
ଦେଭୋଗ-ଦେଉଳା ରାସ୍ତାରେ ୩ଫୁଟ୍ର ପାଣି
ଲଙ୍ଗଳେଶ୍ୱର, ୩୦।୬(ଡି.ଏନ.ଏ.)-ଅସରାଏ ବର୍ଷା ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଦେଭୋଗ ବିବି ରୋଡ଼ଠାରୁ ଦେଉଳା ହାଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଉପରେ ୩ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ପାଣି ଜମି ରହୁଛି। ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଏଭଳି…
୫୩ ଇଟାଭାଟି ମାଲିକଙ୍କୁ ତହସିଲଦାରଙ୍କ ନୋଟିସ୍
ଜଳେଶ୍ୱର, ୩୦ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ସୁବର୍ଣ୍ଣରେଖା ନଦୀର ବାଲିର ବେଆଇନ ଉତ୍ତୋଳନ ଓ କୋଟି କୋଟି ଟଙ୍କାର ରାଜସ୍ବ ଫାଙ୍କି ଆସୁଥିବାରୁ ବିଭିନ୍ନ ପର୍ଯ୍ୟାୟରେ କୋଲକାତା ଓ ଦିଲ୍ଲୀ ଏନ୍ଜିଟିରେ ମାମଲା ରୁଜୁ ହୋଇଛି । ସେହିପରି ଜଳେଶ୍ୱର ଅଞ୍ଚଳରେ ବେଆଇନ…
ସୀମାନ୍ତରେ ଯାଞ୍ଚ ହୁଗୁଳା : ୩ୟ ଲହରକୁ ନେଇ ଚିନ୍ତାରେ ଜଳେଶ୍ୱରବାସୀ
ଜଳେଶ୍ୱର, ୨୯।୬(ଡି.ଏନ.ଏ.)-ପ୍ରବାସୀଙ୍କ ଅବାଧ ପ୍ରବେଶକୁ ରୋକିବା ଲାଗି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମଧ୍ୟ ଦେଇଯାଇଥିବା ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ବ୍ୟାରିକେଡ କରାଯାଇ ଯାଞ୍ଚ କରାଯାଉଥିଲା। ହେଲେ ଏବେ ଉପାନ୍ତରେ ବ୍ୟାରିକେଡ ହୋଇଥିବା ସମସ୍ତ ରାସ୍ତା ମୁକୁଳା…
ଭୋଗଖାଇ ଝାଡ଼ାବାନ୍ତି
ଜଳେଶ୍ୱର,୨୮।୬: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଗୋପୀମୋହନପୁର ପଞ୍ଚାୟତର ବାସୁଳିଆଗାଁରେ ଠାକୁରଙ୍କ ଭୋଗଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଜିକେଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାସୁଳିଆ ଗାଁରେ ୫୨ ଆଦିବାସୀ ପରିବାରର ୨୨୫…
ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର ଅଫିସ, ୨୮।୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର ଅଞ୍ଚଳରେ ଥିବା ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ସୋମବାର ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ପୂର୍ବାହ୍ନ ୧୦.୫୫ ମିନିଟ ସମୟରେ କଲାମ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡରୁ ଅଗ୍ନି ପ୍ରାଇମ…
Archives


