ବାଲେଶ୍ୱର

ଆଲଟ୍‌ମେଣ୍ଟକୁ ବିଭାଜନ କରି କାର୍ଯ୍ୟ କରୁଛି ପୂର୍ତ୍ତ ବିଭାଗ

ବାଲେଶ୍ୱର ଅଫିସ,୧୫।୪ ବାଲେଶ୍ୱର ପୂର୍ତ୍ତ ବିଭାଗ ଦ୍ୱାରା ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସରକାରଙ୍କ ଦ୍ୱାରା କରାଯାଉଛି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ଟେଣ୍ଡର କରି କାର୍ଯ୍ୟ କରିବା ବଦଳରେ ସ୍ଥାନୀୟ ଅଧିକାରୀ ପ୍ରକଳ୍ପର ଆଲଟମେଣ୍ଟକୁ ଛୋଟ ଛୋଟ ଭାଗରେ ବିଭାଜନ (ସ୍ପ୍ଲିଟ୍‌ ଅପ୍‌)…

୨୨ରେ ଲଗ୍ନଧରା, ୨୬ରେ ବାହାଘର

ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ଲୋକକଳା ଜଉକଣ୍ଢେଇ ବାହାଘର ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୋଳପୂର୍ଣ୍ଣିମାରେ ଜଉକଣ୍ଢେଇ ବରକନ୍ୟା ଜୟଦେବ ଓ ପଦ୍ମାବତୀ ନାମକରଣ କରାଯାଇ ଶ୍ରୀରାମ ନବମୀ ଅବସରରେ ବାମପଦାସ୍ଥ ନୋସି ଉତ୍କଳା ମୁକ୍ତମଞ୍ଚରେ ନିର୍ମାଣ ଶୁଭାରମ୍ଭ…

ଜାତୀୟ ପୁରସ୍କାର ପାଇଲେ ଲକ୍ଷ୍ମୀପ୍ରିୟା

ରୂପସା, ୧୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ହାତିଆଡ଼ିହା ଗ୍ରାମର ଚିତ୍ରଶିଳ୍ପୀ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଜାତୀୟ ତଥା ଲଳିତକଳା ଏକାଡ଼େମୀ ଚିତ୍ରକଳାରେ ଜାତୀୟ ପୁରସ୍କାର ହାସଲ କରି ସମଗ୍ର ଜିଲା ପାଇଁ ଗୌରବ ଆଣିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ ଆୟୋଜିତ ଉତ୍ସବରେ ଲକ୍ଷ୍ମୀପ୍ରିୟାଙ୍କୁ…

ଏନ୍‌ଏଚ୍‌ କଡରୁ ଜବରଦଖଲ ହଟିଲା

ଜଳେଶ୍ୱର,୧୪।୪(ଡି.ଏନ.ଏ.): ୬୦ନଂ. ଜାତୀୟ ରାଜପଥ(ଏନ୍‌ଏଚ୍‌)ର ଜଳେଶ୍ୱର ନିକଟ ଉପାନ୍ତ ଲକ୍ଷ୍ମଣନାଥ ଟୋଲପ୍ଲାଜାର ୨ଶହ ମିଟର ଉତ୍ତର ଓ ଦକ୍ଷିଣ ଦିଗକୁ ଦୀର୍ଘବର୍ଷ ଧରି କେତେକ ଉଠାଦୋକାନୀ ଜବରଦଖଲ କରି ରଖିଥିଲେ। ମଙ୍ଗଳବାର ପ୍ରଶାସନ ପକ୍ଷରୁ ଏସବୁ ଉଚ୍ଛେଦ କରାଯାଇଛି ା ଏବେ ସେଠାରେ…

ଶୋଇଥିବା ବେଳେ ଶାବଳ ଭୁଷି ୭୫ ବର୍ଷର ବୃଦ୍ଧଙ୍କୁ ମାରିଦେଲେ

ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ବଡପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ରଘୁନାଥ ଜେନା(୭୫)। ମଙ୍ଗଳବାର ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ କେହି ଶାବଳରେ…

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା: ୧୨ ଘଣ୍ଟିଆ ବନ୍ଦ ପାଳନ

ସଜନାଗଡ଼,୧୩।୪(ଡି.ଏନ୍‌.ଏ.): ସାମ୍ବାଦିକଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡି ପକାଇବା ଘଟଣାରେ ତିନି ଦଫା ଦାବି ନେଇ ବାଲେଶ୍ୱର ଜିଲା ନୀଳଗିରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସାମ୍ବାଦିକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ, ତାଙ୍କ…

ସୁଧୁରୁନି ହଳଦୀପଦା ଷ୍ଟେଶନ ସମସ୍ୟା

ରୂପସା, ୧୨।୩(ଡି.ଏନ.ଏ.) ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳଷ୍ଟେଶନ ସମସ୍ୟା ସମାଧାନ ହେଉନାହିଁ। ଦାବି ପୂରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ପ୍ରତିବାଦରେ ଆସନ୍ତା ୧୮ତାରିଖରେ ହଳଦୀପଦା…

ରାତି ଦିନ ଚାଲିଛି ମାଟି ବୁହା

ରୂପସା, ୧୨ା୪ (ଡି.ଏନ.ଏ.) ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ଗଡ଼ପଦା ପଞ୍ଚାୟତରେ ଗୋଚର ଜମିରୁ ବେଆଇନ ମାଟିଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ରବିବାର ଗଣମାଧ୍ୟମ ପ୍ରତିନିଧିଙ୍କ…

କାମିନୀଙ୍କୁ ବରଣମାଳା ପିନ୍ଧାଇଲେ ଚନ୍ଦନେଶ୍ୱର

ଭୋଗରାଇ,୧୧।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କପର୍ବ ୪ ଅର୍ଘ୍ୟ ରବିବାର ଶେଷ ହୋଇଛି। ଦେବାଧିଦେବ ଚନ୍ଦନେଶ୍ୱରଜୀଉ ଏହି ଅର୍ଘ୍ୟରେ କାମିନୀ ନାମକ ସୁନ୍ଦରୀ ଅସୁରୁଣୀଙ୍କୁ ବରଣମାଳା ପିନ୍ଧାଇଛନ୍ତି। ବିବାହ ସନ୍ଦର୍ଶନ ଲାଗି ଚନ୍ଦନେଶ୍ୱର…

ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ଖଇରା, ୧୦।୪(ଡି.ଏନ.ଏ.) – ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ବାଲେଶ୍ବର ଜିଲା ଖଇରା ବ୍ଲକରେ ଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ନିର୍ମାଣାଧିନ ରାସ୍ତା ଓ ବିଜୁ ସେତୁ…

ମୁଁ ବି ହେବି ରିପୋର୍ଟର’

ବାଲେଶ୍ୱର ଅଫିସ,୧୦।୪: ମୁଁ ବି ହେବି ରିପୋର୍ଟର। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ପାନ୍ଥନିବାସଠାରେ ‘ଧରିତ୍ରୀ’, ‘ୟୁନିସେଫ୍‌’ ଓ ‘ପିପୁଲ କଲ୍‌ଚୁରାଲ ସେଣ୍ଟର’ (ପିକକ୍‌)ର ମିଳିତ ଆନୁକୂଲ୍ୟରେ ଚାଇଲ୍ଡ ରିପୋର୍ଟର (ଶିଶୁ ସାମ୍ବାଦିକ) ସମ୍ପର୍କିତ କର୍ମଶାଳାରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ…

ନିଯୁକ୍ତିର ୩ ଦିନ ପରେ ଶିକ୍ଷକ ବଦଳି

ଖଇରା, ୯।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଅଧୀନ କଳମଚୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିବାର ୩ଦିନ ଭିତରେ ପୁଣି ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ସକାଳେ ଛାତ୍ରୀଛାତ୍ର, ଅଭିଭାବକମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri