ବାଲେଶ୍ୱର

ନ୍ୟାୟ ଅପେକ୍ଷାରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ପରିବାର

ଖଇରା, ୩।୭(ଡି.ଏନ.ଏ.): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ବର୍ଷେ ପୂରିବା ପରିପ୍ରେକ୍ଷୀରେ ମା’ ବାପା ଶନିବାର ସକାଳେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାପା ଅଭିରାମ ମହାପାତ୍ର ହିନ୍ଦୁ ରୀତିନୀତିରେ ଖଇରା ବ୍ଲକ ଅଧୀନ ବେଗୁନିଆ ଗ୍ରାମରେ ପୁଅକୁ ଶ୍ରାଦ୍ଧ…

ରଥରେ ଲାଗିଲା ବିଦ୍ୟୁତ୍‌ ତାର : ଜଣେ ମୃତ, ୭ ଗୁରୁତର

ବାଲେଶ୍ୱର ଅଫିସ,୧।୭: ରଥଟଣା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଗୁଡ଼ିଖାଳ ମଲ ସାହି ଗାଁରେ। ସୂଚନାଯୋଗ୍ୟ, ସନ୍ଧ୍ୟାରେ…

ଭୁଜାଲି ଦେଖାଇ ଗୋରୁ ବେପାରୀଙ୍କ ଦାଦାଗିରି: ଗାଡ଼ିରୁ ଡେଇଁ କନଷ୍ଟେବଳ ଗୁରୁତର

ରୂପସା,୧।୭(ଡି.ଏନ.ଏ.):ବାଲେଶ୍ୱର ଜିଲା ୬୦ନଂ. ଜାତୀୟ ରାଜପଥରେ ଗୋରୁ ଚାଲାଣକାରୀଙ୍କ ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ କରାଯାଇ ଗୋରୁଗୁଡ଼ିକୁ ଉଦ୍ଧାର କରାଯାଉଥିଲେ ମଧ୍ୟ ଗୋଚାଲାଣ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍‌ଠାରେ ଗୁରୁବାର…

ହାତୀ ଉପଦ୍ରବ, ଘଉଡ଼ାଇବା ପରେ ଅସୁସ୍ଥ ଥିବା ସନ୍ଦେହ

ରୂପ୍‌ସା,୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ମୟୂରଭଞ୍ଜ ପଟୁ ଏକ ଦନ୍ତାହାତୀ ଗାଁକୁ ପଶି ଆସିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲଛମନଖୁଣ୍ଟା, ଜାରାସାହି,…

ଆଦିବାସୀଙ୍କ ନାମରେ ଟଙ୍କା ହଡ଼ପ

ନୀଳଗିରି, ୧।୭ (ସ୍ବ.ପ୍ର.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଆଦିବାସୀଙ୍କ ନାମରେ ଜବକାର୍ଡ଼ ଖୋଲିବା ନାଁରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ବରହମପୁର ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଥାନାରେ ୩ଜଣଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି…

ବିନା ଫଳକରେ ଚାଲିଛି ଜାତୀୟ ସ୍ବାସ୍ଥ୍ୟ ମିଶନ ଗୃହ ନିର୍ମାଣ

ଜଳେଶ୍ୱର, ୩୦।୬(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରର ବଡବଜାରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ନିମ୍ନମାନର ଇଟା ବ୍ୟବହାର କରାଯାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ା ଇଟାଗୁଡିକ ବ୍ୟବହାର…

ଟ୍ରାଇ ସାଇକେଲରେ ଭବିଷ୍ୟତ ସ୍ବପ୍ନ

ବାଲେଶ୍ୱର ଅଫିସ, ୩୦।୬: ପରିବାର ଦାୟିତ୍ୱ ଆଗରେ ହାର୍‌ ମାନିଛି ଶାରୀରିକ ଅକ୍ଷମତା। ଅଭାବ ଅନାଟନ ସତ୍ତ୍ୱେ ସେ ୪ ପ୍ରାଣୀଙ୍କ ମୁହଁରେ ହସ ଫୁଟାଇ ଚାଲିଛନ୍ତି। ଏଭଳି ଜଣେ ଦୃଢ଼ମନା ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ସଦର ବ୍ଲକ ପାତ୍ରପଡ଼ା ଅଞ୍ଚଳର…

ପ୍ରେମ କରିବାରୁ ଝିଅକୁ ହତ୍ୟା

ବାଲେଶ୍ୱର ଅଫିସ,୨୯ା୬: ପ୍ରେମ ନ କରିବାକୁ ନାବାଳିକା ଝିଅକୁ ବାରମ୍ବାର ବାରଣ କରିବା ପରେ ବି ମାନିଲାନି। ଶେଷରେ ଅତିଷ୍ଠ ହୋଇ ଝିଅକୁ ତଣ୍ଟିଚିପି ହତ୍ୟା କଲେ ବୋଲି ଜଣେ ମା’ ମଙ୍ଗଳବାର ସନ୍ଧ୍ୟାରେ ବାଲେଶ୍ୱର ଟାଉନ ଥାନାରେ ଆତ୍ମସମର୍ପଣ କରି…

ଏଟିଏମ୍‌ ଲୁଟ ମାମଲା : ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡାଦେଶ

ରୂପସା,୨୭।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ କାଣ୍ଡଗଁାଠାରେ ଥିବା ଏକ ଏଟିଏମ୍‌ ଲୁଟ୍‌ ମାମଲାର ବିଚାର କରି ବସ୍ତା ଜେଏମ୍‌ଏଫସିର ବିଚାରପତି ସୁଶ୍ରୀ ଗାୟତ୍ରୀ ମିଶ୍ର ଦୋଷୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ…

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର

ବାଲେଶ୍ୱର ଅଫିସ,୨୭।୬: ବାଲେଶ୍ୱର ସହର ଜିଲା ସ୍କୁଲ୍‌ରେ ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନବମ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ର ଜଣକ ହାତରେ ରକ୍ଷା ସୂତ୍ର ବାନ୍ଧିଥିବାରୁ…

ସହରମୁହାଁ ହାତୀ, ବନ ବିଭାଗର ନିଦ ଭାଙ୍ଗୁନି

ବାଲେଶ୍ୱର ଅଫିସ,୨୭ା୬: ଜଙ୍ଗଲ ଛାଡ଼ି ସହରରେ ବୁଲୁଛି ଏକ ହାତୀ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ମିତ୍ରପୁର ବଜାରରେ ଏକ ଝାଡ଼ଖଣ୍ଡୀ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଏହି ହାତୀ ପଛେ ପଛେ ନିକଟସ୍ଥ ଗାଁର ଶତାଧିକ ଲୋକ ଦୌଡୁଛନ୍ତି।…

ଏଟିଏମ୍‌ ଭାଙ୍ଗି ଲୁଟିନେଲେ ୩୨ଲକ୍ଷ

ବାଲେଶ୍ୱର ଅଫିସ, ୨୬।୬: ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅଧୀନ ଜାତୀୟ ରାଜପଥ ପଦ୍ମପୁର ହାଟରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ୩ଦୁର୍ବୃତ୍ତ ୩୨ଲକ୍ଷ ୨୬ହଜାର ଟଙ୍କା ଲୁଟି ନେଇଛନ୍ତି। ସିସିଟିଭି ଫୁଟେଜ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?