ବାଲେଶ୍ୱର

୧୨ ସଇରାତରେ ୧୪୪ ଜାରି

ଜଳେଶ୍ୱର, ୨୦।୬(ଡି.ଏନ୍‌.ଏ.): ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ହଜାର ହାଜର ଟ୍ରକ ଓ ଟ୍ରାକ୍ଟରରେ ବାଲି ବିନା ରୟାଲିଟିରେ ଉତ୍ତୋଳନ ହୋଇ ବେଆଇନ ଭାବେ ବିକ୍ରି ହୋଇ ଆସୁଛି ା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ କେତେକ ସ୍ଥାନରେ…

ବାପା ତାଗିଦା କରିବାରୁ ଘର ଛାଡ଼ି ଚାଲିଆସିଲେ

ବାଲେଶ୍ୱର ଅଫିସ/ରୂପ୍‌ସା, ୨୦।୬(ଡି.ଏନ.ଏ.): ବାପା ପାଠ ପଢିବାକୁ ତାଗିଦ୍‌ କରିବାରୁ ନାବାଳକ ପୁଅ ଘର ଛାଡି ପଳାଇଆସିଲେ। ଶନିବାର ମଧ୍ୟରାତ୍ରରେ ବାଲେଶ୍ୱର ଜିଲା ରୂପ୍‌ସା ରେଳଷ୍ଟେଶନରେ ସେ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ଆର୍‌ପିଏଫ୍‌ ପୋଲିସ ଉଦ୍ଧାର କରି ଚାଇଲ୍ଡଲାଇନ୍‌ ସହାୟତାରେ…

ମାମୁ ବାହାଘରକୁ ଆସି ପୋଖରୀରେ ବୁଡ଼ିଗଲେ ୩ ଭାଣିଜୀ

ବାଲେଶ୍ୱର ଅଫିସ,୧୯ା୬: ବାଲେଶ୍ୱର ଜିଲା ବାଲିଆପାଳ ରେମୁ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଦୁଇ ନାବାଳିକା ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରେମୁ ଗ୍ରାମର ଗଦାଧର ଜେନାଙ୍କ ବିବାହ ପାଇଁ ଆସିଥିଲେ ତିନି…

ତେଜିଲା ଆନ୍ଦୋଳନ, ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ

ଭୋଗରାଇ,୧୯ ।୬(ଡି.ଏନ.ଏ.): ମାଟି ହେଉଛି ପ୍ରକୃତିର ଦାନ। ଏହି ମାଟିରେ ଆମେ ବହୁ ଲହୁ ଲୁହ ଦେଇ ଜୀବନ ନିର୍ବାହ କରୁଛୁ। ଧୂ ଧୂ ବାଲିପନ୍ତାରେ ଖରାବର୍ଷାକୁ ଖାତିର ନ କରି ପାନ ବରଜ, କାଜୁ, ନଡ଼ିଆ, କୁକୁଡ଼ା ଫାର୍ମ କରି…

ପାଣିନଗର ଗାଁରେ ଜବରଦଖଲ ଉଚ୍ଛେଦ

ରୂପସା,୧୯ ।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ତହସିଲ ଅନ୍ତର୍ଗତ ନଟାକଟା ପଞ୍ଚାୟତର ପାଣିନଗର ଗ୍ରାମରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଗ୍ରାମରେ ଏକ ଗରିବ ପରିବାର ବାସ କରିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେବାରୁ ଘର ସମ୍ମୁଖରେ ଥିବା ସରକାରୀ ଜାଗା…

ଜଗା ଦର୍ଶନ ଲାଗି ପଦଯାତ୍ରାରେ ବୃଦ୍ଧ

ବାଲେଶ୍ୱର ଅଫିସ,୧୯ ।୬: ବାଲେଶ୍ୱର ଜିଲା ଔପଦା ବ୍ଲକ ସାନପାଟପୁର ଗାଁର ବୃଦ୍ଧ ସୁରେନ୍ଦ୍ର ମଣ୍ଡଳ ଚାଲି ଚାଲି ଜଗା ଦର୍ଶନ ପାଇଁ ବାହାରିଛନ୍ତି। ହାତରେ କିଛି ଲୁଗାପଟା ରଖିଥିବା ବ୍ୟାଗ୍‌, ସାହସ କହିଲେ ଖଣ୍ଡେ ବାଡ଼ି ବ୍ୟତୀତ ଆଉ କିଛି…

କବାଡ଼ିଆକୁ ବୋଲେରୋ ବିକ୍ରି ବେଳେ ଧରିଲା ପୋଲିସ

ଖଇରା,୧୮।୬(ଡି.ଏନ.ଏ.): ଯାଜପୁରରୋଡ୍‌ରୁ ଚୋରି ହୋଇଥିବା ଏକ ବୋଲେରୋ ଗାଡିକୁ ଖଇରାରୁ ଉଦ୍ଧାର କରାଯାଇଛି । ଯାଜପୁରରୋଡ୍‌ ଶଙ୍ଖଚିଲ ଗ୍ରାମର କନକଲତା ସାହୁଙ୍କ ବୋଲେରୋ ଗାଡି(ନଂ.ଓଡି୦୪୩୮୪୬)କୁ କେତେକ ଦୁର୍ବୃତ୍ତ ଚୋରିକରି ନେଇଥିଲେ। ଏନେଇ ଗାଡ଼ି ଡ୍ରାଇଭର ଦିଲୀପ କୁମାର ସାହୁ ବିଭିନ୍ନ ଡ୍ରାଇଭର…

ଯୁବକଙ୍କୁ ନିର୍ମମ ହତ୍ୟା, ଜଣେ ଗୁରୁତର

ସିମୁଳିଆ,୧୮ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ତହସିଲ ରାସ୍ତାରେ ଶନିବାର ଭୋର୍‌ ସମୟରେ ପ୍ରଦୀପ କୁମାର ନାୟକ ଓରଫ ବଳିଆ(୩୫) ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କ ବେକ ଓ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ହାଣି…

୩ ବର୍ଷ ପରେ ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୧୮।୬ ୨୦୧୯ ମାର୍ଚ୍ଚ ୨୩ତାରିଖରେ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ବାଲେଶ୍ୱର ରେଳବାଇ ପୋଲିସ ଶୁକ୍ରବାର ୩ ବର୍ଷ ପରେ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ କଟକ ରେଲୱେ କ୍ରାଇମ୍‌ ଡିଏସ୍‌ପି ଯଦୁନାଥ ଜେନା ଏନେଇ ସୂଚନା…

ବାହାନଗାରୁ ଗଲା ୨ କାଠଘୋଡ଼ା

ବାହାନଗା, ୧୮।୬(ଡି.ଏନ.ଏ.) କୋଲକାତାରେ ଜଗନ୍ନାଥଙ୍କ ରଥ ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ ପଞ୍ଚାୟତ ଦୋଳପୁର ଗ୍ରାମରୁ ଦୁଇଟି କାଠଘୋଡା ନିର୍ମାଣ କରାଯାଇ ସେଠାକୁ ନିଆଯାଇଛି। ରଥ ଆଗରେ ଖଞ୍ଜାଯାଉଥିବା ଏହି ଘୋଡା ନିର୍ମାଣ ଲାଗି ଦୋଳପୁର ଗ୍ରାମର ଭରତ…

ଭିଜିଲାନ୍ସ ଜାଲରେ ବିଡ଼ିଓ

ବାଲେଶ୍ୱର ଅଫିସ,୧୮।୬: ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ। ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ରେଡ୍‌ କରିଛି। କଟକ ଡିଭିଜନର ୫ ଜଣ ଡିଏସ୍‌ପି ଏବଂ ୯ ଜଣ ଇନ୍ସପେକ୍ଟର ନେତୃତ୍ୱରେ ୫ଟି ଟିମ୍‌ ଗଠନ…

ମାଇଁମାମୁଙ୍କ ସହ ବୁଲିବାକୁ ଆସି ଭାସିଗଲେ ବଙ୍ଗୀୟ ଛାତ୍ର

ଭୋଗରାଇ, ୧୭।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ସମୁଦ୍ରକୂଳରେ ଶୁକ୍ରବାର ଗାଧୋଉଥିବା ବେଳେ ଭାସିଯାଇ ପଶ୍ଚିମବଙ୍ଗ ନଦୀଆ ଜିଲା କଲ୍ୟାଣୀ ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ର ସାଗ ଧାଲିଙ୍କ(୧୬) ମୃତ୍ୟୁ ଘଟିଛି। ସେ ତାଙ୍କ ମାଇଁମାମୁଙ୍କ ସହିତ ବୁଲିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?