ନକଲି ଏମ୍ଭିଆଇ ଗିରଫ
ଜଳେଶ୍ୱର, ୨୬।୫(ଡି.ଏନ.ଏ.): ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ନିକଟ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟବର୍ତ୍ତୀ ଅଞ୍ଚଳରେ ଏମ୍ଭିଆଇ ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ପଶ୍ଚିମବଙ୍ଗ ସୋନାକଣି ଅଞ୍ଚଳର ଅରିନ୍ଦମ ମହାନ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅରିନ୍ଦମ ଗତବର୍ଷ ତୀର୍ଥଯାତ୍ରୀ ବସ୍…
୩ ନାବାଳକଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ
ସିମୁଳିଆ, ୨୬।୫(ଡି.ଏନ.ଏ.): ‘ଧରିତ୍ରୀ’ରେ ଖବର ପ୍ରକାଶ ହେବା ପରେ ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଆଦିବାସୀ ସାହିରେ ମା’ଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିବା ୩ ନାବାଳକ କୁଆଁର ମୁର୍ମୁ(୬), ଗୋବିନ୍ଦ ମୁର୍ମୁ(୮) ଓ ଡେରୁ ମୁର୍ମୁ(୯)…
ଅସୁରକ୍ଷିତ ପ୍ରାଣୀ ଚିକିତ୍ସାଳୟ
ଖଇରା, ୨୬।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ସରିବାର ପାଖାପାଖି ସାଢେ ୩ବର୍ଷ ବିତିଗଲାଣି। ନୂଆ କାନ୍ଥରେ ଶିଉଳି ଲାଗି ପୁରୁଣା ଭଳି ଦେଖାଗଲାଣି। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ଥାଣୁ ହୋଇବସିଛି।…
ରବିଧାନର ଅଭାବୀ ବିକ୍ରି
ରୂପସା, ୨୫ା୫(ଡି.ଏନ.ଏ.) ବାଲେଶ୍ୱର ଜିଲାର ସଦର ଓ ବସ୍ତା ବ୍ଲକରେ ଚଳିତ ରବି ଋତୁରେ ଧାନ ଅମଳ ଶେଷ ହେବାକୁ ବସିଲାଣି। ହେଲେ ଏ ଯାଏ ଜିଲାରେ ସରକାରୀ ଧାନ ମଣ୍ଡି ଖୋଲୁ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ…
୫ ଘଣ୍ଟା ଅବରୋଧ କଲେ ଦୁଇ ବ୍ଲକ ବାସିନ୍ଦା
ଜଳେଶ୍ୱର, ୨୪।୫ (ଡି.ଏନ.ଏ.) ଦୀର୍ଘବର୍ଷ ଧରି ଜଳେଶ୍ୱର ଓ ବାଲିଆପାଳ ବ୍ଳକର ଜୀବନରେଖା ଭାବେ ପରିଚିତ କପାସିଆ ରାସ୍ତା ଦୁରବସ୍ଥା ବଦଳୁ ନ ଥିବାରୁ ୨ବ୍ଲକର ବହୁ ପଞ୍ଚାୟତବାସୀ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ…
୩ ନାବାଳକଙ୍କ ଭରସା ମଧ୍ୟାହ୍ନଭୋଜନ
ସିମୁଳିଆ,୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ ଅଧୀନ କଇଁଶୀ ଆଦିବାସୀ ସାହିର ରାମ ମୁର୍ମୁ ଗତ ୩ ତାରିଖରେ ସ୍ତ୍ରୀ ଦେଉଳାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଜେଲ ଯାଇଛନ୍ତି। ସେମାନଙ୍କ ୩ ନାବାଳକ ଶିଶୁପୁତ୍ର କୁଆଁର(୬) ଗୋବିନ୍ଦ(୮)…
ବେକାରି ସମସ୍ୟା ଦୂର ଶ୍ୟାମସୁନ୍ଦରଙ୍କ ଲକ୍ଷ୍ୟ
ସିମୁଳିଆ,୨୩।୫: ଚାକିରି ପଛରେ ଗୋଡ଼ାଇ ନିରାଶ ହେବା ଅପେକ୍ଷା ଛୋଟ ଛୋଟ ଉଦ୍ୟୋଗ କରି ଆମତ୍ନିର୍ଭରଶୀଳ ହେବାକୁ ବାଟ ଦେଖାଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଅଞ୍ଚଳର ଶ୍ୟାମସୁନ୍ଦର ଦାଶ। ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ବେକାରୀ ସମସ୍ୟା ଦୂର…
ଆରମ୍ଭ ହୋଇପାରିଲାନି ତଦନ୍ତ
ଖଇରା, ୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କୁପାରୀ ଅମ୍ବିକା ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ରହି ଛେଳି ଚରାଉଥିବା ପିଲା ୧୭ତାରିଖରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହେବା, ଭଦ୍ରକରୁ କଟକ ମେଡିକାଲରେ ୩ଦିନ ଧରି ଚିକିତ୍ସିତ ହେବା…
କର୍ମୀଙ୍କ ବାରଣ୍ଡାରେ ପଢୁଛନ୍ତି ପିଲା
ବାହାନଗା, ୨୩।୫(ଡି.ଏନ.ଏ.): ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ୨ବର୍ଷ ପୂରିଲାଣି। ହେଲେ ହସ୍ତାନ୍ତର ହୋଇ ନ ଥିବାରୁ ଏବେ ବି ଛୋଟ ଛୋଟ ପିଲାମାନେ ସେହି ନୂତନ ଘରେ ନ ପଢି ଅଙ୍ଗନୱାଡି କର୍ମୀଙ୍କ ବାରଣ୍ଡାରେ ବସି ପଢୁଛନ୍ତି। ଏଭଳି ଚିତ୍ର…
ଡିଜେ ପାଇଁ ମେଳାରେ ହଙ୍ଗାମା
ଭୋଗରାଇ,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେଉଳାହାଟ ସ୍ଥିତ ଅନନ୍ତପୁରୁଷତ୍ତୋମ ମହାଦେବଙ୍କ ଶୁକ୍ରବାର ପାଟ ଉତ୍ସବରେ ଡିଜେ ବଜାଇବାକୁ କେନ୍ଦ୍ର କରି ମେଳା କମିଟି ସହିତ ଡିଜେ ବଜାଇବା ସପକ୍ଷବାଦୀଙ୍କ ମଧ୍ୟରେ ବାଦାନୁବାଦ ସ୍ଥିତି ଜଟିଳ ହୋଇଥିଲା। ଆଖପାଖ ଗ୍ରାମର ଦଳବଦ୍ଧ ଯୁବକ…
ଟଙ୍କା ନ ଦେବାରୁ ମା’ଙ୍କୁ ଘରୁ ତଡ଼ିଦେଲେ
ବାଲେଶ୍ୱର ଅଫିସ,୨୨ା୫: ସାମାନ୍ୟ ଟଙ୍କା ପାଇଁ ଜନ୍ମଦାତ୍ରୀ ମା’ଙ୍କୁ ଦୁଇପୁଅ ଘରୁ ତଟିଦେବା ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ସିଂଲା ଥାନା ଅଧୀନ ଦକ୍ଷିଣପଡ଼ା ଗ୍ରାମରେ ଏହି ଘଟଣା ଘଟିଛି। ନ୍ୟାୟ ପାଇଁ ବୃଦ୍ଧା ଜଣକ ବାଲେଶ୍ୱର…
ପାଇପ୍ ଲାଇନ ମଝିରେ ଫସିଲା ବାଳକଙ୍କ ଗୋଡ଼
ବାଲେଶ୍ୱର ଅଫିସ,୨୨ା୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସ୍ଥାନ ମୁଖ୍ୟ ଗେଟ୍ରେ ଗୋରୁଗାଈଙ୍କ ପ୍ରବେଶ ରୋକିବା ଲାଗି ଲାଗିଥିବା ପାଇପ ଲାଇନ୍ ମଝିରେ ଜଣେ ୫ ବର୍ଷର ବାଳକ ଫଶି ରହିବା ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କ ଗୋଡ଼ ପାଇପ୍ ଲାଇନ ମଝିରେ…
Archives


