ବାଲେଶ୍ୱର

ଶ୍ରାବଣ ପ୍ରଥମ ସୋମବାର ପଞ୍ଚଲିଙ୍ଗେଶ୍ୱରରେ କାଉଡ଼ିଆଙ୍କ ଜଳାଭିଷେକ

ନୀଳଗିରି, ୧୮।୭(ସ୍ବ.ପ୍ର.)-ଶ୍ରାବଣର ପ୍ରଥମ ସୋମବାର ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲା ନୀଳଗିରି ନିକଟ ବାବା ପଞ୍ଚଲିଙ୍ଗେଶ୍ୱରଠାରେ ହଜାର ହଜାର କାଉଡିଆ ଜଳାଭିଷେକ କରିଛନ୍ତି। କୋଭିଡ୍‌ କଟକଣା ହଟିଥିବାରୁ ଚଳିତବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ କାଉଡ଼ିଆ ଓ…

ଦନ୍ତାହାତୀର ମୃତଦେହ ଠାବ

ନୀଳଗିରି,୧୮ା୭(ସ୍ବ.ପ୍ର.): ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ବନବିଭାଗ ଜଗିରହିଛି। ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜର ବାରାଗଡିଆ ଗାଁର ପୁରସ୍ତମ ସିଂଙ୍କ ବାଡ଼ିରେ ଏହି ଦନ୍ତା ହାତୀର…

ଚାଷଜମିରେ ଢେଉ ମାରୁଛି ଲୁଣିପାଣି

ବାହାନଗା, ୧୭।୭ (ଡି.ଏନ.ଏ.) – ଲଘୁଚାପଜନିତ ଲଗାଣ ଝିପି ଝିପି ବର୍ଷା ସାଙ୍ଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ଜୋରରେ ଆସିଥାଏ। ଏହାସହିତ ଉପରମୁଣ୍ଡର ବର୍ଷାଜଳ ବୋହି ଆସ ସମୁଦ୍ରରେ ମିଶଥାଏ। ଜୁଆର ପାଣି ଓ ଉପରମୁଣ୍ଡ ପାଣି ମିଶିବା ପରେ…

ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଲୋକେ

ବାଲେଶ୍ୱର ଅଫିସ,୧୬।୭: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା ଦେଇଛନ୍ତି। ଅଫଲାଇନ ବଦଳରେ ଅନ୍‌ଲାଇନ୍‌ ଟିକାଦାନକୁ ବିରୋଧ କରି ଏଭଳି ହୋଇଥିବା ଜଣାପଡ଼ିଛି। ସୂଚାନାଯୋଗ୍ୟ,…

ରାସ୍ତାରେ ପାଠ ପଢିଲେ ଛାତ୍ରୀଛାତ୍ର

ଖଇରା/ଔପଦା, ୧୬।୭ (ଡି.ଏନ.ଏ.) ବାଲେଶ୍ବର ଜିଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ଅଧୀନ ଦନ୍ତୋର ନୋଡାଲ ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରା ନ ଯିବା ପ୍ରତିବାଦରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ସ୍କୁଲ ଗେଟ୍‌ ସମ୍ମୁଖରେ ଧାରଣା ଦେବା ସହିତ…

ପୂର୍ଣ୍ଣାଙ୍ଗ ହେଉନି ପାନୀୟ ଜଳ ପ୍ରକଳ୍ପ

ଖଇରା, ୧୬।୭(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶହୀଦ ନଗର ଗ୍ରାମବାସୀଙ୍କୁ ପାଣି ଯୋଗାଇବାକୁ ନିର୍ମାଣାଧୀନ ସୋଲାର ପମ୍ପ୍‌ ହାଉସ ଏବେ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଜଟିଳ ସମସ୍ୟାରେ ପକାଇଛି ା ପାଇପ ବିଛାଯିବା କାର୍ଯ୍ୟ ପାଇଁ ଖୋଳାଯାଇଥିବା…

କୁସୁଡିହା-ଦଣ୍ଡାନାଳ ରାସ୍ତା ମରଣଯନ୍ତା

ରୂପସା, ୧୬।୭(ଡି.ଏନ.ଏ.) ବାଲେଶ୍ୱର ସଦର ବ୍ଲକ ରସଲପୁର ପଞ୍ଚାୟତ କୁସୁଡ଼ିହା ଛକଠାରୁ ଦଣ୍ଡାନାଳ ପର୍ଯ୍ୟନ୍ତ ଥିବା ଆରଡ଼ି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ବର୍ଷାଦିନେ ରାସ୍ତାରେ ପାଣି ଜମିବା ସହ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଏହି…

ବିରୁଡି ଦଂଶନରେ ମହିଳାଙ୍କ ମୃତ୍ୟୁ

ଜଳେଶ୍ୱର, ୧୫ା୭(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ପୌର ପାଳିକାର ୧୫ନଂ. ୱାର୍ଡ ନହଞ୍ଜରା ଗାଁର ଗୌରହରି ବ୍ରହ୍ମଙ୍କ ଦ୍ୱିତୀୟ ସ୍ତ୍ରୀ ସୁମତୀ (୫୮) ସବୁଦିନ ପରି ବାଡି ଅଗଣାରେ ଫୁଲ ତୋଳୁଥିବା ବେଳେ ଏକ ବିରୁଡିପଲ ଆକ୍ରମଣ କରିଥିଲେ। ପ୍ରାୟ ୭/୮ଟି…

୫ ଶ୍ରେଣୀକୁ ଜଣେ ଶିକ୍ଷକ

ଜଳେଶ୍ୱର, ୧୩।୭(ଡି.ଏନ.ଏ.) ଆଦିବାସୀ ଅଧ୍ୟୁଷିତ ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳର ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକରେ ୫ଟି ଶ୍ରେଣୀ ଚାଲଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେଶ ହାଁସଦା ସମସ୍ତ ଶ୍ରେଣୀରେ ଶିକ୍ଷାଦାନ କରିବା ଅସମ୍ଭବ ହୋଇପଡିଛି। ଜୁଲାଇ ୫ତାରିଖରେ…

ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା

ବାଲେଶ୍ୱର ଅଫିସ,୧୩।୭: ବାଲେଶ୍ୱର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ତିନିଜଣିଆ ଅଧିକାରୀ ମଙ୍ଗଳବାର ଜମି ସର୍ବେକ୍ଷଣ ଲାଗି ବାଲେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ପ୍ରଥମେ ଜିଲାପାଳ…

‘ଭାରତୀୟ ପୁରାଣଶାସ୍ତ୍ର ମୌଳିକ ଶିକ୍ଷାର ଆଧାର ହେବା ଉଚିତ୍‌’

ବାଲେଶ୍ୱର ଅଫିସ, ୧୨।୭ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ପ୍ରାକ୍‌-ରଜତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଭାରତବର୍ଷର ପୁରାଣ, ଶାସ୍ତ୍ର ବିଶ୍ୱକୁ ଦୃଷ୍ଟାନ୍ତ…

ବାଲେଶ୍ବରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର

ବାଲେଶ୍ୱର ଅଫିସ,୧୧।୧୦: ବାଲେଶ୍ବରରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ବଜ୍ରପାତରେ ଅନେକ ଜୀବନ ଯାଉଥିବାରୁ ଲାଇଟେନିଂ ରିସର୍ଚ୍ଚି ସେଣ୍ଟରରେ ସଠିକ ପୂର୍ବ ସୂଚନା ଦିଆଯାଇପାରିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଜୁନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri