ଖଟିଆରେ ୧କି.ମି. ବୁହା ହେଲେ ଗର୍ଭବତୀ
ରୂପସା,୭।୧୦(ଡି.ଏନ.ଏ.):ଗାଁକୁ ରାସ୍ତା ନ ଥିବାରୁ ପଶିପାରିଲାନି ଆମ୍ବୁଲାନ୍ସ। ପରିବାର ଲୋକେ ଗର୍ଭବତୀଙ୍କୁ ୧ କି.ମି. ରାସ୍ତା ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ବାଧୀନତାର ୭୫ ବର୍ଷ ପରେ ବି ଏଭଳି ଚିତ୍ର ଦେଖିବାକୁ ମିଳିଛି ବସ୍ତା…
ସାରଡାଙ୍ଗରେ ହଇଜା ଆତଙ୍କ: ଜଣେ ମୃତ, ୧୧ ଆକ୍ରାନ୍ତ
ଖଇରା,୬ା୧୦(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ପୂଜା ଭୋଜି ଖାଇ ୧୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏଥିମଧ୍ୟରୁ ମାମୁଘର ନାକପଦାକୁ ବୁଲିବାକୁ ଆସିଥିବା ଗନ୍ଧାଳି ଗ୍ରାମର ଲକ୍ଷ୍ମୀ ମଥାନଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନଙ୍କୁ ଚିକିତ୍ସାପାଇଁ ଖଇରା…
ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ
ଖଇରା,୪।୧୦(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ନୟାଖଣ୍ଡି ଗ୍ରାମପଞ୍ଚାୟତ ଅଧୀନ କଅଁଳଖୁଣ୍ଟା ଗ୍ରାମର ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ବିବେକ କୁମାର ଖୁଣ୍ଟିଆ(୪୭) । ବିବେକ ମଙ୍ଗଳବାର ପୂର୍ବାହ୍ନରେ ଧାନଜମିରେ ଘାଇବାନ୍ଧିବାକୁ ଯାଇଥିବା ବେଳେ ବଜ୍ରପାତରେ ସଂଜ୍ଞାହୀନ…
ବର୍ଷକୁ ୪ଥର ନବରାତ୍ରି
ବାଲେଶ୍ୱର ଅଫିସ, ୨।୧୦: ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟରେ ଥିବା ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ଶାରଦୀୟ ଦୁର୍ଗୋତ୍ସବ ଅବସରରେ ମା’ ବଗଳାମୁଖୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶତ୍ରୁର ସଂହାର ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦୁର୍ଗତିନାଶିନୀ। ମା’ଙ୍କ ଆବାହନ…
ଗାଁ ଶ୍ମଶାନରେ ଜାଗା ମିଳିଲାନି
ଜଳେଶ୍ୱର, ୨।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଏକ ଗାଁରେ ଜଣେ ପରିବାର ଦୀର୍ଘବର୍ଷ ଧରି ରହିଆସୁଥିବା ବେଳେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେ ସ୍ଥାୟୀ ବାସିନ୍ଦା ହୋଇ ନ ଥିବାରୁ ଗ୍ରାମବାସୀ…
ଭିଏସ୍ଏଚ୍ଓଆର୍ଏଡିଏସ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୮।୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍ଡିଓ) ଦ୍ୱାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସ୍ଏଚ୍ଓଆର୍ଏଡିଏସ୍) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି। ମଙ୍ଗଳବାର ଚାନ୍ଦିପୁରସ୍ଥିତ ଲଞ୍ଚପ୍ୟାଡ୍ରୁ ଭୂପୃଷ୍ଠରେ ରଖାଯାଇଥିବା ଏକ…
ଦୋଷୀଙ୍କୁ ୨୦ବର୍ଷ ଜେଲ୍
ବାଲେଶ୍ୱର ଅଫିସ, ୨୮।୯: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ବାଲେଶ୍ୱର ଜିଲା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ରଞ୍ଜନ କୁମାର ସୂତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦ବର୍ଷ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା…
ଠାକୁରାଣୀଙ୍କ ଦାସୀ ନାଁରେ ଆକ୍ରମଣ, ୩ ଗୁରୁତର
ବାଲିଆପାଳ, ୨୭।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ରାମନଗର ରସଲପୁର ଗ୍ରାମର ଶୀତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିରୋଧ କରି ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗୋଟିଏ ଗୋଷ୍ଠୀ କାମ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ…
ସୁନାହାର ଲୁଟ୍ କରି ପଳାଉଥିଲେ, ନିର୍ଧୁମ ଛେଚିଲେ ଲୋକେ
ସିମୁଳିଆ, ୨୬।୯(ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥରେ ସୋମବାର ମଧ୍ୟାହ୍ନରେ ଜୟନ୍ତୀ ସାହୁ ନାମ୍ନୀ ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍ କରି ଫେରାର ହୋଇଯାଉଥିବା ୨ଜଣ ଯୁବକ ଧରାପଡ଼ି ନିର୍ଧୁମ ଛେଚା ଖାଇଛନ୍ତି। ପରେ ସେମାନଙ୍କୁ ପୋଲିସ ଜିମା ଦିଆଯାଇଛି। ସ୍ଥାନୀୟ…
୪ ଟ୍ରକ୍ ଉପରେ ୬୦ହଜାର ଜରିମାନା
ସିମୁଳିଆ, ୨୬।୯(ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥରେ ୪ଟି ଟ୍ରକ ଉପରେ ଚଢ଼ାଉ କରାଯାଇ ୬୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସିମୁଳିଆ ତହସିଲଦାର ଭୀମକାନ୍ତ ମାଝି ଚଢ଼ାଉ କରି ଏହି ଟଙ୍କା ଆଦାୟ କରିଛନ୍ତି। ବାଲି ଓ ପଥର ନେଇଯାଉଥିବା ଟ୍ରକ…
ଅବ୍ୟବସ୍ଥାରେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ବାହାନଗା, ୨୬ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଅବହେଳିତ ହୋଇ ରହିଛି। ବିଶେଷଜ୍ଞ ଡାକ୍ତର ନ ଥିବାରୁ ଏଠାକାର ମହିଳା ଓ ପ୍ରସୂତି ବିଭାଗ ଅବ୍ୟବସ୍ଥାରେ ଚାଲିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ୧୯୩୦ରେ ପ୍ରଥମେ ଏକ…
ହିଟରରେ ରୋଷେଇ କରୁଛନ୍ତି ବିଦ୍ୟୁତ୍ କର୍ମଚାରୀ
ଔପଦା, ୨୫।୯: ବାଲେଶ୍ୱର ଜିଲା ଔପଦା ବିଦ୍ୟୁତ୍ ବିଭାଗ ପକ୍ଷରୁ ଷ୍ଟ୍ରକଚର ଗୃହରେ ଯନ୍ତ୍ରୀଙ୍କ ଉପସ୍ଥିତିରେ କର୍ମଚାରୀମାନେ ହିଟର ଲଗାଇ ରୋଷେଇ ପ୍ରସ୍ତୁତ କରୁଥିବା ଭିଡିଓ ଭାଇରାଲ ହେଉଛି। ଏହା ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ବିଭାଗର କର୍ମଚାରୀମାନେ ଉଚ୍ଚଶକ୍ତିସମ୍ପନ୍ନ ମେଶିନ ବସିଥିବା…
Archives


