ନାଏବ ସରପଞ୍ଚ ନିର୍ବାଚନ ବେଳେ ଉତ୍ତେଜନା
ବଲାଙ୍ଗୀର ଅଫିସ/ଦେଓଗାଁ,୧୨ା୩ (ଡି.ଏନ.ଏ.): ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ସମୟରେ ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଏବଂ ବଡ଼ବାହାଲ ଗ୍ରାମ ପଞ୍ଚାୟତରେ ୪ ଜଣ ୱାର୍ଡ ସଭ୍ୟଙ୍କୁ ଅପହରଣ ଅଭିଯୋଗ ହୋଇଛି। ଏହାସହିତ ସାହାଜବାହାଲ ପଞ୍ଚାୟତରେ ଭୋଟବାକ୍ସକୁ କେତେଜଣ…
ବଡ଼ ଭାଇଙ୍କ ମୁଥମାଡ଼ରେ ଚାଲିଗଲା ଜୀବନ
ବଲାଙ୍ଗୀର ଅଫିସ, ୫।୩: ବଡ଼ ଭାଇଙ୍କ ମୁଥମାଡ଼ରେ ସାନ ଭାଇଙ୍କ ମୃତ୍ୟୁ। ଏଭଳିଏକ ଘଟଣା ଘଟିଛି ବଲାଙ୍ଗୀର ସହର ରବିଦାସ ନଗରରେ । ଭାଇଭାଇ ମଧ୍ୟରେ କଳହ ହୋଇ ବଡ଼ ଭାଇ ସାନ ଭାଇକୁ ହତ୍ୟା କରିଛନ୍ତି। ମୃତକ ହେଲେ ରବିଦାସ…
ବଲାଙ୍ଗୀର ପୌର ନିର୍ବାଚନ: ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଉପରେ ନଜର
ବଲାଙ୍ଗୀର ଅଫିସ,୫ା୩: ବଲାଙ୍ଗୀର ପୌର ନିର୍ବାଚନ ପାଇଁ ଉତ୍ସାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ନାମାଙ୍କନ ପତ୍ର ଦାଖଲ ସମୟ ପାଖେଇ ଆସୁଥିବା ବେଳେ ତିନି ପ୍ରମୁଖ ଦଳର ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ସଦ୍ୟ ସମାପ୍ତ…
ପରାଜୟ ପରେ ବୁଲିବୁଲି ଟଙ୍କା ମାଗୁଛନ୍ତି
ଦେଓଗାଁ,୪ା୩(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ଜଣେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀ ଲୋକଙ୍କୁ ଦେଇଥିବା ଟଙ୍କା ମାଗିବାର ଭିଡିଓ ଭାଇରାଲ ହୋଇଛି। ସ୍ତ୍ରୀ ପରାଜିତ ହେବା ପରେ ସ୍ବାମୀ କିଛି ସମର୍ଥକଙ୍କୁ ଧରି ପଞ୍ଚାୟତ ଅଧୀନ ନୁଆପାଲି…
ମା’, ପୁଅ ହେଲେ ସମିତି ସଭ୍ୟ
ସଇଁତଳା, ୩ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇଛି। ଘୋଷିତ ତାଲିକାରେ ସମିତି ସଭ୍ୟଭାବେ ମା’ ଓ ପୁଅ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସ୍ତ୍ରୀ ତଥା ପ୍ରାକ୍ତନ ପଞ୍ଚାୟତ…
୨୫ ଖଣ୍ଡ ଭୋଟରେ ଜିତିଲେ ଖବରକାଗଜ ବିତରକ
ବଲାଙ୍ଗୀର ଅଫିସ,୧।୩: ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ରଣ୍ଡା ପଞ୍ଚାୟତର ସମିତି ସଭ୍ୟ ଭାବେ ସୁଦାମ ନନ୍ଦ ନିର୍ବାଚିତ ହୋଇଛନ୍ତି। ଖବରକାଗଜ ବିତରକ ଭାବେ କାର୍ଯ୍ୟ କରୁଥିବା ସୁଦାମ ଚଳିତ ନିର୍ବାଚନରେ ରଣ୍ଡା ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ରଣାଙ୍ଗନକୁ…
କୁକୁରକୁ ବଳିଦେଇ ରକ୍ତ ପିଇଲେ ୫ଶିଶୁ
ବଲାଙ୍ଗୀର ଅଫିସ,୧।୩: ପରମ୍ପରା ନାଁରେ ପଶୁବଳି ଦିଆଯିବା ଘଟଣା ଶିଶୁ ମାନସିକତା ଉପରେ କିଭଳି କୁପ୍ରଭାବ ପକାଇଥାଏ ତାହା ବଲାଙ୍ଗୀର ଜିଲା ସଦର ଥାନା ଅନ୍ତର୍ଗତ ପଣ୍ଡାରାପିଟା ଗାଁରେ ଘଟିଥିବା ଏକ ଘଟଣାରୁ ଜଣାପଡିଛି। ଖେଳରେ ପଶୁବଳି ଦେଇ ୫ଶିଶୁ ଏକ…
ହେଭିୱେଟ୍ଙ୍କ ଗଡ଼ ଭାଙ୍ଗିଦେଲା ବିଜେଡି
ବଲାଙ୍ଗୀର ଅଫିସ,୨୮ା୨: ବଲାଙ୍ଗୀର ଜିଲାର ଦୁଇ ହେଭିୱେଟ୍ କଂଗ୍ରେସ ଦଳର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଭାଜପାର କନକ ବର୍ଦ୍ଧନ ସିଂଦେଓଙ୍କ ଗଡ଼ରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ପକ୍ଷରୁ ବଲାଙ୍ଗୀରରେ…
ଭୋଟ ଗଣତି କେନ୍ଦ୍ର ସମ୍ମୁଖରେ ଉତ୍ତେଜନା
ଗୁଡ଼ଭେଲା,୨୭ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ କାର୍ଯ୍ୟାଳୟ ପରିସରରେ ରବିବାର ୬ ନମ୍ବର ଜିଲା ପରିଷଦ ଜୋନର ଭୋଟ ଗଣତି ହେଉଥିବା ବେଳେ ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ପ୍ରଚାର ପରେ ଭୋଟ କେନ୍ଦ୍ର ସମ୍ମୁଖରେ…
ବ୍ଳାକ୍ମେଲିଂ କରିବାରୁ ହତ୍ୟା କରି ଜାଳି ଦେଲୁ
ବଲାଙ୍ଗୀର ଅଫିସ/ଗୁଡଭେଲା,୨୬ା୨(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ତୁଷରା ଥାନା ବୀରାମୁଣ୍ଡା ପଞ୍ଚାୟତ ଅଧୀନ କର୍ଲାଖମନ ଗାଁ ନିକଟ ରାହୁଲ ନଦୀ କୂଳରୁ ବୁଧବାର ସନ୍ଧ୍ୟାରେ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ଉଦେର ଗ୍ରାମର ସହକାରୀ ଶିକ୍ଷକ ବାସୁଦେବ ଭୋଇ (୨୫)ଙ୍କ ଅର୍ଦ୍ଧଦଗ୍ଧ…
କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍ କୋର୍ଟରେ ହେବ ଶୁଣାଣି
ବଲାଙ୍ଗୀର ଅଫିସ, ୨୬ା୨: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଶୁଣାଣି ଖୁବ ଶୀଘ୍ର ଆରମ୍ଭ ହେବ। କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍ କୋର୍ଟରେ ଏହି ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରୁ ମାମଲାଟିକୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍ କୋର୍ଟକୁ…
ପ୍ରେମ ସମ୍ପର୍କରୁ ଶିକ୍ଷକଙ୍କୁ ହତ୍ୟା, ପ୍ରେମିକା ଅଟକ
ବଲାଙ୍ଗୀର ଅଫିସ,୨୫।୨ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ତୁଷରା ଥାନା ବୀରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କର୍ଲାଖମନ ଗାଁ ନିକଟ ରାହୁଲ ନଦୀ କୂଳରୁ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିଲା। ଘଟଣାସ୍ଥଳରେ ପହଞ୍ଚତ୍ ବଲାଙ୍ଗୀର ସଦର ଏସ୍ଡିପିଓ ତୋଫାନ୍ ବାଗ…

