ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର

ବଲାଙ୍ଗୀର ଅଫିସ,୧୧।୫: ଲାଞ୍ଚ ନେଉଥିବା ଅଭିଯୋଗରେ ଫରେଷ୍ଟର ହରିହର ସ୍ବାଇଁଙ୍କୁ ଗିରଫ କରାଯାଇଛି। ଗିରଫ କରାଯିବା ପରେ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ୍‌ ନ ମିଳିବାରୁ ତାଙ୍କୁ ବଲାଙ୍ଗୀର ଜେଲକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଥିଲେ। ଜଣେ ଶ୍ରମିକଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବା ସହ ନଗଦ ୧ ଲକ୍ଷ ୩୦୦ ଟଙ୍କା ଜବତ କରିଥିଲା। ତେବେ ବଲାଙ୍ଗୀର ଏବଂ ସୋନପୁର ଭିଜିଲାନ୍ସ ବିଭାଗ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆବାସ ଯୋଜନାରେ ଗଫଲତି: ବିଡିଓକୁଁ ଗୁହାରି କଲେ ହକ୍‌ଦାର ହିତାଧିକାରୀ

ଜାମଟିକ୍ରା, ୧୯।୨ (ଡି.ଏନ୍‌.ଏ.)- ସରକାରୀ ଯୋଜନାର ଲାଭ୍‌ କେନ୍‌ଥେଇ ହକ୍‌ଦାର ହିତାଧିକାରୀ ପାଇପାରବେ ସେଥିରଲାଗି ରାଏଜ୍‌ ସରକାର ଅନେକ ବିଭାଗ, ଯୋଜନାକେ ୫ଟି, ମୋ ସରକାରରେ...

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ। ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର...

ରୋଗୀ ସେବାରେ ଅବହେଳା: ଜିଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ଅଫିସ୍‌,୧୯।୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପର ମହଲା ଦେଇ ୪ ବର୍ଷରେ ୪ ଜଣ ରୋଗୀ ଆତ୍ମହତ୍ୟା କରିବା, ସୁରକ୍ଷା ବ୍ୟବସ୍ଥା ଢିଲା,...

ନୂଆ ନିୟମ ଲାଗୁ ପରେ ତତ୍ପରତା: ୧୧ ଦିନରେ ୪୩୦୨ ଲାଇସେନ୍ସ ଆବେଦନ

ଢେଙ୍କାନାଳ ଅଫିସ, ୧୩ା୯-ସଂଶୋଧିତ ମୋଟରଯାନ ନିୟମ ଲାଗୁ ହେବା ପରେ ଲାଇସେନ୍ସ ଆବେଦନ ପାଇଁ ଢେଙ୍କାନାଳ ଜିଲାରେ ବେଶ୍‌ ତପତ୍ରତା ପ୍ରକାଶ ପାଇଛି। ଜିଲା ସଦର...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ : ଜୟପୁର-କୋରାପୁଟ ରେଳସେବା ବାଧାପ୍ରାପ୍ତ

ଜୟପୁର,୩ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଚୋତ୍ରୀପୁଟ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବାରୁ ହୀରାଖଣ୍ଡ-ରାଉରକେଲା ଟ୍ରେନ୍‌ ଛତିଶଗଡ଼ର ଜଗଦଲପୁର ପରିବର୍ତ୍ତେ କୋରାପୁଟରେ ଅଟକିଛି। ସେହିପରି...

କରୋନା ମୁକାବିଲା ଚିନ୍ତା: ବିଏମ୍‌ସି ପକ୍ଷରୁ ସ୍କ୍ବାଡ ଗଠନ; ପାନଛେପ ପକାଇଲେ କର୍ମଚାରୀଙ୍କୁ ୫ଶହ ଜରିମାନା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣ ସଂକ୍ରମଣର ଭୟାବହତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏନେଇ ଶନିବାର ପ୍ରତିକ୍ରିୟା...

ଜରିମାନାରୁ ବର୍ତ୍ତିବା ପାଇଁ ଯୁବକଙ୍କ ନିଆରା ଉପାୟ

ବାରିପଦା ଅଫିସ,୧୯ା୧୨- ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।...

ଓଡ଼ିଶା ବାସ୍କେଟବଲ୍‌ ଦଳରେ ଗଞ୍ଜାମର ୩ ଝିଅ

ବ୍ରହ୍ମପୁର ଅଫିସ୍‌,୫ା୧୨: ମହାରାଷ୍ଟ୍ରର ସତ୍‌ରାରେ ଆସନ୍ତା ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ୬୫ତମ ଜାତୀୟ ସ୍କୁଲ ଗେମ୍‌ସ(୧୭ବର୍ଷରୁ କମ୍‌) ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଭାଗନେବା...

Advertisement
Archives

Model This Week