ଅନୁଗୋଳ

ବିରୋଧ ସତ୍ତ୍ୱେ ଦିଘି ଗ୍ରାମରେ ଉଚ୍ଛେଦ

ତାଳଚେର,୮।୬(ନି.ପ୍ର.) – ତାଳଚେର ବ୍ଲକ ଦିଘି ଗ୍ରାମଦେଇ ଫ୍ଲାଏ ଓଭର ବ୍ରିଜ ଯିବାକୁ ଥିବାରୁ ମଙ୍ଗଳବାର ସେଠାରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ସକାଳେ ତାଳଚେର ପ୍ରଶାସନ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ଉଚ୍ଛେଦ ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ପ୍ରଶାସନ…

ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ବାନ

ଅନୁଗୋଳ ଅଫିସ, ୮।୬ – ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କମ୍ପାନୀ କର୍ମଚାରୀ, ସ୍କୁଲ ଛାତ୍ରୀଛାତ୍ର ଏବଂ ପାର୍ଶ୍ୱବର୍ତ୍ତୀ ଗ୍ରାମର ଲୋକମାନେ ଅଂଶଗ୍ରହଣ କରିବା…

ବସ୍ ଯାତ୍ରୀଙ୍କୁ ବିମାନବନ୍ଦର ଭଳି ସୁବିଧା

ଅନୁଗୋଳ ଅଫିସ, ୮।୬ – ବସ୍‌ରେ ଯିବାକୁ ଥିବା ଯାତ୍ରୀ ପାଇବେ ବିମାନବନ୍ଦର ଭଳି ସୁବିଧା। ପାର୍କିଂ, ଶପିଂ, ମେଡିସିନ, ଯାହା ଚାହିଁବେ ତାହା ହାତପାହାନ୍ତାରେ ପାଇପାରିବେ। ବସ୍‌ ଟାଇମିଂ ଜାଣିବାଠାରୁ ଆରମ୍ଭ କରି ଇ-ଟିକେଟ୍‌ ଯାଏ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା…

ମୁହଁ ଫେରାଇଲେଣି ଗୃହିଣୀ

ବଇଣ୍ଡା,୭।୬ ବଢ଼ି ବଢ଼ି ଚାଲିଛି ରନ୍ଧନଗ୍ୟାସ୍‌ ଦର। ସିଲିଣ୍ଡର ପିଛା ଦାମ୍‌ ହଜାରେ ଟଙ୍କା ଟପିଯିବା ପରେ ଆଉ ସହ୍ୟ କରିପାରୁନାହାନ୍ତି ଗୃହିଣୀ। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ନେଇ ସେମାନେ ଚିନ୍ତାରେ ଥିବାବେଳେ ରନ୍ଧନ ଗ୍ୟାସ୍‌ ଦର କ୍ରମାଗତ…

ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ ମହଲା ଓ ତିନି ମହଲା ଘର ଗୁଡ଼ିକ ଉପରେ ବୁଲଡୋଜର ଚାଲିଲା। ତାଳଚେର ପରେ…

ସମ୍ପୂର୍ଣ୍ଣ ହେଉନି ପାଇପ୍‌ ସଂଯୋଗ

ବଇଣ୍ଡା,୬।୬(ଡି.ଏନ.ଏ.) ୪ ବର୍ଷ ହେଲା ସାହିରେ ପାଇପ୍‌ ବିଛାଯିବା ସହ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି। ଏପରି କି ବହୁ ଘରକୁ ପାଇପ୍‌ ସଂଯୋଗ ଦିଆଯାଇଛି। ହେଲେ ପ୍ରଶାସନର ତଦାରଖ ଅଭାବରୁ କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଫଳରେ ଦୀର୍ଘବର୍ଷ ହେଲା ଅନୁଗୋଳ…

ଦୁର୍ଘଟଣାରେ ଜଣେ ମୃତ, ୪ ଘଣ୍ଟା ରାସ୍ତା ଅବରୋଧ

ଅନୁଗୋଳ ଅଫିସ,୬।୬ ଅନୁଗୋଳ ଜିଲା ମହୀଧରପୁର ଫାଣ୍ଡି ଫୁଲପଡା ପାୱାର ଗ୍ରୀଡ୍‌ କମାର ସାହି ନିକଟରେ ରବିବାର ସକାଳେ ଏକ ପରିବା ବୋଝେଇ ଟାଟା ଏସିଇ ଓ ବାଇକ୍‌ ମଧ୍ୟରେ ଧକ୍କା ଲାଗିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଆହତ…

୧୧ କୁଇଣ୍ଟାଲ କେନ୍ଦୁପତ୍ର ଜବତ

ଛେଣ୍ଡିପଦା,୫।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ସୀମାନ୍ତ କଣିହାଁ ଅଞ୍ଚଳରୁ ଆସୁଥିବା ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଓଡି୦୫ବିସି -୮୪୧୩)କୁ ଛେଣ୍ତିପଦା ବନବିଭାଗ ଶନିବାର ଜବତ କରିଛି। କଣିହାଁ ଥାନା ଦେନାଳି ଅଞ୍ଚଳରୁ ବ୍ରାହ୍ମଣବିଲ ଦେଇ ଅନୁଗୋଳ ଆଡ଼କୁ…

ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଛାଡ଼ିଲେନି ଅଭିଭାବକ

ଅନୁଗୋଳ ଅଫିସ,୫।୬: ଅନୁଗୋଳ ବ୍ଲକ ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକମାତ୍ର ଗଣିତ ଶିକ୍ଷକଙ୍କ ବଦଳି ଘଟଣା ଧୀରେ ଧୀରେ ଅଧିକ ଜଟିଳ ରୂପ ନେଉଛି। ଶୁକ୍ରବାର ବଦଳି ବାତିଲ ଦାବିରେ ଗ୍ରାମବାସୀ ଓ ଛାତ୍ରୀଛାତ୍ର ବିଦ୍ୟାଳୟ ମୁଖ୍ୟ ଫାଟକରେ…

ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ

ବଅଁରପାଳ,୫।୬(ଡି.ଏନ.ଏ.)- ବଅଁରପାଳ ବ୍ଲକ କୁଲାଡ଼ ଆଞ୍ଚଳିକ କଲେଜକୁ ଯାଇଥିବା ରାସ୍ତା ପାର୍ଶ୍ୱରେ ଏକ ବିଦ୍ୟୁତ୍‌ ଖୁଣ୍ଟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଖୁଣ୍ଟଟି ବଙ୍କ ହୋଇଯାଇଥିବାବେଳେ ଏକ ଲୁହା ତାର ସହାୟତାରେ ତାହାକୁ ନିକଟସ୍ଥ ଶୁଖିଲା ଗଛରେ ବନ୍ଧାଯାଇଛି। ଉକ୍ତ ଖୁଣ୍ଟଟି ଢଳି…

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୫।୬: ୨ ଲକ୍ଷ ଟଙ୍କା ଅଧିକ ଯୌତୁକ ପାଇଁ ଜଣେ ୮ ମାସର ଗର୍ଭବତୀଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଶନିବାର ଅନୁଗୋଳ ସଦର ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଅନୁଗୋଳ ବ୍ଲକ ବେନ୍ତପୁର ଗ୍ରାମର ଚିତ୍ତରଞ୍ଜନ ପରିଡାଙ୍କ…

ଆକାଉଣ୍ଟରୁ ୯୨ ହଜାର ଟଙ୍କା ଗାଏବ

ଅନୁଗୋଳ ଅଫିସ,୫।୬- ଅନୁଗୋଳ ଜିଲାରେ ସାଇବର ଠକେଇ ବଢ଼ିବାରେ ଲାଗିଛି। ଜଣଙ୍କ ପରେ ଜଣେ ବ୍ୟକ୍ତି ଠକେଇର ଶିକାର ହେଉଥିଲେ ମଧ୍ୟ ସଚେତନତା ଅଭାବରୁ ଏହି ଘଟଣା ବୃଦ୍ଧି ପାଉଛି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କେଉଁଠି ଉପଲବ୍ଧ ହେଉଛି ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri