ଅନୁଗୋଳ

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୋଳ ଅଫିସ/ବାରିପଦା ଅଫିସ,୬ା୧: ଶୁକ୍ରବାରଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି। ଏହି ଗଣନା କାର୍ଯ୍ୟରେ ମୋଟ୍‌ ୧୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲା...

ବାଘଙ୍କୁ ବିପଦ ବାର୍‌ହା ଫାଶ

ଅନୁଗୋଳ ଅଫିସ, ୫ା୧: ବାର୍‌ହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍‌ ଫାଶ। ଫଳରେ କେତେବେଳେ ଏଥିରେ ଲାଗି ହାତୀ ତ ଆଉ କେବେ କଲରାପତରିଆ ବାଘଙ୍କ ଜୀବନ ଯାଉଛି। ଜଙ୍ଗଲକୁ ଶିକାରୀ ମୁକ୍ତ କରିବା ଦିଗରେ ବନ ବିଭାଗ...

୮ ଶିଶୁଙ୍କ ଥଇଥାନ ବ୍ୟବସ୍ଥା

ଅନୁଗୋଳ ଅଫିସ, ୪।୧: ଅନୁଗୋଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ସୋମବାର ଆଠମଲ୍ଲିକ ବ୍ଲକ ଗସ୍ତରେ ଯାଇ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ୮ ଶିଶୁଙ୍କୁ ଭେଟି ଥଇଥାନ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ନେଇଛନ୍ତି।...

ଗୋଦାମରୁ ୩୨୫ ବସ୍ତା ଧାନ ଜବତ

ଅନୁଗୋଳ ଅଫିସ,୪।୧: ଅନୁଗୋଳ ଜିଲା ଯୋଗାଣ ବିଭାଗ ସ୍କ୍ବାଡ୍‌ ଜଣେ ଧାନ ଦଲାଲଙ୍କୁ ଧରିବାରେ ସଫଳ ହୋଇଛି। ବଅଁରପାଳ ବ୍ଲକ ଫୁଲପଡ଼ା ଛକରେ ଥିବା ପଣ୍ଡପୁର ଗ୍ରାମର କୁମର ଗଡ଼ନାୟକଙ୍କ ଗୋଦାମରୁ ୩୨୫ ବସ୍ତାରେ ଥିବା ଦେଢ଼ଶହ କୁଇଣ୍ଟାଲ ଧାନ...

ସନ୍ତୋଷଜନକ ନୁହେଁ ବ୍ୟାଙ୍କ ସେବା

ବଇଣ୍ଡା,୪।୧  (ଡି.ଏନ.ଏ.):ବ୍ୟାଙ୍କ ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଛି। ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁଥିବାରୁ ପୂର୍ବାପେକ୍ଷା ଅଧିକ ଲୋକେ ବ୍ୟାଙ୍କ ସହିତ ଯୋଡ଼ି ହୋଇଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମୁନାଳି ଠାରେ...

ଦିନକରେ ୧ ଟନ୍‌ ଆବର୍ଜନା ସଂଗ୍ରହ

ଅନୁଗୋଳ ଅଫିସ, ୩।୧: ଅନୁଗୋଳ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଡେରେଜାଙ୍ଗ ଜଳଭଣ୍ଡାରକୁ ସଫାସୁତରା ରଖିବା ଲାଗି ଆରମ୍ଭ ହୋଇଥିବା ଅଭିଯାନରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ସୋମବାର ଦିନକରେ ଡ୍ୟାମରୁ ୧ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ବାହାର...

ପର୍ଯ୍ୟାପ୍ତ ହେଉନି ପିଣ୍ଡି

ଛେଣ୍ଡିପଦା,୨।୧(ସ୍ବ.ପ୍ର.):ପ୍ରକୃତିକୁ ଉପଭୋଗ କରିବାକୁ ପହଞ୍ଚୁଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନ ଋତୁ ହୋଇଥିବାରୁ ଦୈନିକ ବଢ଼ୁଛି ଭିଡ଼। କିଏ ମା’ ବାୟାଣୀଙ୍କ ପୂଜାର୍ଚ୍ଚନା କରି ମାନସିକ ପୂରଣ କରୁଛନ୍ତି ତ ଆଉ କିଏ ପାହାଡ଼, ଜଙ୍ଗଲିଆ ପରିବେଶରୁ ମଜା ଉଠାଇ ଭୋଜିଭାତ କରୁଛନ୍ତି।...

ଆରାଧନାରୁ ହେବ ଦିନ ଆରମ୍ଭ

ଅନୁଗୋଳ ଅଫିସ, ୧ା୧: ନବବର୍ଷ ୨୦୨୩କୁ ନେଇ ସବୁଆଡ଼େ ଉତ୍ସବର ବାତାବରଣ। ବର୍ଷର ପ୍ରଥମ ଦିନକୁ କିଏ କେମିତି କାଟିବେ, ତାହାକୁ ନେଇ ବହୁ ପୂର୍ବରୁ ହୋଇସାରିଛି ପ୍ରସ୍ତୁତି। ଯୁବପିଢ଼ି ତ ବେଶ୍‌ ଆଗରୁ ଯୋଜନା କରିସାରିଛନ୍ତି। ହେଲେ ଏ...

ଜମିବ ଜିରୋ ନାଇଟ୍‌

ଅନୁଗୋଳ ଅଫିସ, ୩୧ା୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୦୨୨କୁ ଦିଆଯିବ ବିଦାୟ। ୨୦୨୩କୁ କରାଯିବ ଭବ୍ୟ ସ୍ବାଗତ। ଏଥିପାଇଁ ଅନୁଗୋଳରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଭୋଜି, ବାଣ, ବାଜା ପାଇଁ ବିଭିନ୍ନ କ୍ଲବ, ସାହିରେ ଯୋଜନା ହୋଇଥିବା...

କେନ୍ଦ୍ରୀୟ ଅନୁଦାନ ନେଇ ବାକ୍‌ଯୁଦ୍ଧ

ଅନୁଗୋଳ ଅଫିସ, ୩୦ା୧୨:ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ନେଇ ବିଜେଡି ଓ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଅନୁଗୋଳଠାରେ ଗୁରୁବାର ବିଭିନ୍ନ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ବେଳେ ଦୁଇ ଦଳର ନେତା ଏ ନେଇ ପରସ୍ପରକୁ...

ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ଅଧୀନ ବିପ୍ରଡ଼ିହ ଜଙ୍ଗଲ ପଦା ହେବାରେ ଲାଗିଛି। କାଠ ଚାଲାଣକାରୀମାନେ ବେଆଇନ ଭାବେ ମୂଲ୍ୟବାନ ଗଛ କାଟି ଚାଲାଣ କରୁଛନ୍ତି। ସବୁ ଜାଣି ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବାବେଳେ...

ଦିନକ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ ଅଫିସ, ୨୮।୧୨: ଆସନ୍ତା ୨୯ ତାରିଖ (ଗୁରୁବାର)ରେ ଅନୁଗୋଳ ଜିଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ଅବସରରେ ସେ ୧,୪୯୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri