ଅନୁଗୋଳ

ନିଖୋଜ ନାବାଳକଙ୍କୁ ବଳି ସନ୍ଦେହ

ମାଧପୁର (ମନୋଜ ପ୍ରଧାନ)/ବଇଣ୍ଡା (ପରିକ୍ଷିତ ସାହୁ), ୨୯ା୭: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୀବ ବିଶ୍ୱାଳ(୧୩)ଙ୍କ ଗଳିତ ମୃତଦେହ ଶୁକ୍ରବାର ବାରେଣୀ ଜଙ୍ଗଲରୁ ମିଳିବା ପରେ ତୀବ୍ର…

ହାତ ଗୋଡ଼ ନ ଥିବା ମିଳିଲା ନାବାଳକଙ୍କ ମୃତଦେହ: ବଳି ସନ୍ଦେହ

ଅନୁଗୋଳ,୨୮ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳକଙ୍କ ଗୋଡ଼, ହାତ ନ ଥିବା ବେଳେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ମୁତାବକ, ଗତ…

ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏଏସ୍‌ଆଇ

ମାଧପୁର,୨୬ା୭(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନାର ଏଏସ୍‌ଆଇ ନବୀନ କୁମାର ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, କିଆକଟା ଥାନା କନ୍ଧପଡ଼ା ପଞ୍ଚାୟତ ଅଧୀନ ବେଲାଦୁଲା ଗ୍ରାମର ପଞ୍ଚାନନ…

ପାଉଁଶ ସମସ୍ୟାର ହୋଇପାରୁନି ସମାଧାନ

ବଅଁରପାଳ,୨୬।୭(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନାଲ୍‌କୋର ତାପଜ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ…

ଉପ ବାଚସ୍ପତିଙ୍କ ଘର ଆଗରେ ଖଣ୍ଡା ବୁଲାଇ ଆତଙ୍କ

ଅନୁଗୋଳ,୨୬।୭(ଅମିତ କୁମାର ସାମଲ): ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ମଙ୍ଗଳବାର ୨ ଜଣ ଯୁବକ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି। ସେମାନେ ଖଣ୍ଡା ବୁଲାଇବା ସହ ଗାଳିଗୁଲଜ କରିଥିବା ଅଭିଯୋଗରେ…

ବିଜେଡିକୁ ଘୋଡ଼ାବେପାର ଭୟ

ଅନୁଗୋଳ, ୨୪।୭(ଅମିତ୍‌ ସାମଲ: ଅନୁଗୋଳ ଜିଲା ପ୍ଲାନିଂ କମିଟି ସଦସ୍ୟ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ମୋଟ ୨ଟି ପଦବୀ ଲାଗି ମତଦାନ ହେବ। କମିଟିରେ ଗୋଟିଏ ପଦବୀ ପୁରୁଷ ବର୍ଗଙ୍କ ଲାଗି ରହିଥିବାବେଳେ ଅନ୍ୟଟି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି।…

କୋଇଲା ଖଣିରେ ଶ୍ରମିକ ମୃତ : ଚପା ଉତ୍ତେଜନା

ତାଳଚେର,୧୮।୭( ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଏକ କୋଇଲା ଖଣିର ଜଣେ ଡମ୍ଫର ଅପରେଟରଙ୍କ ମଙ୍ଗଳବାର ସାଇଲୋ ଅଫିସ ନିକଟରେ ମୃତ୍ୟୁ ଘଟିଛି। ସେ ହେଲେ ବଲଣ୍ଡାର ସୁଶାନ୍ତ କୁମାର ପ୍ରଧାନ । ସୁଶାନ୍ତ ନିଜେ ଚଳାଉଥିବା ଡମ୍ଫର ନିଜ…

ଛାତ୍ରୀଙ୍କୁ ଦୁର୍ବ୍ୟବହାର ଭିଡିଓ ଭାଇରାଲ

ପାଲଲହଡା,୧୮।୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡରେ ଥିବା ଏକ କଲେଜର ଜଣେ ଛାତ୍ରୀ ଓ ଛାତ୍ରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଭିଡିଓ ଭାଇରାଲ ହୋଇଛି। ୟୁନିଫର୍ମ ପିନ୍ଧିଥିବା ସମ୍ପୃକ୍ତ ଛାତ୍ରୀ ଓ ଛାତ୍ରଙ୍କୁ ଜଙ୍ଗଲ ରାସ୍ତାରେ ଅଟକାଇ କେତେଜଣ ଯୁବକ…

୩ କି.ମି. ରାସ୍ତା ଶୋଚନୀୟ

ବଇଣ୍ଡା,୧୭।୭ (ପରିକ୍ଷିତ ସାହୁ): ଗ୍ରାମାଞ୍ଚଳକୁ ଗମନାଗମନ ସଦୃଢ଼ କରିବାକୁ ଚାଲିଛି ଯୋଜନା। ଖର୍ଚ୍ଚ ହେଉଛି ବହୁକୋଟି ଟଙ୍କା। ହେଲେ ସାମାନ୍ୟ ବର୍ଷାରେ ବାରି ହୋଇପଡୁଛି ବାସ୍ତବ ସ୍ଥିତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ସାନହୁଲା ଭାୟା ମିଣ୍ଡୋଳ ଦେଇ…

ଅଯୋଗ୍ୟଙ୍କୁ ବିଦାକରିବାକୁ ନିଷ୍ପତ୍ତି

ଅନୁଗୋଳ, ୧୫।୭(ଅମିତ ସାମଲ): ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ବିଭିନ୍ନ ସରକାରୀ ଯୋଜନାରେ ସାମିଲ କର। ଗଳିପଶି ସରକାରୀ ଯୋଜନାର ଲାଭ ଉଠାଉଥିବା ଅଯୋଗ୍ୟଙ୍କୁ ତୁରନ୍ତ ବିଦା କର ବୋଲି ଶୁକ୍ରବାର ଅନୁଗୋଳ ପୌରପାଳିକା କାଉନ୍‌ସିଲ ହଲ୍‌ରେ ଅନୁଷ୍ଠିତ ଭିଜିଲାନ୍ସ କମିଟି…

ବର୍ଷା ହେଲେ ସମ୍ଭବ ହେଉନି ବିଦ୍ୟାଦାନ

ବଇଣ୍ଡା,୧୪ା୭(ପରିକ୍ଷିତ ସାହୁ): ଗୁଣାତ୍ମକ ଶିକ୍ଷାଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତରେ ଥିବା ତାଳବାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ବୁଜି ଦିଆଯାଇଛି ଆଖି। ଏଠାରେ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଶିକ୍ଷକ…

ହକ୍‌ ପାଇଁ ସ୍ବାମୀଙ୍କ ଘର ସମ୍ମୁଖରେ ବସିଲେ

ଅନୁଗୋଳ,(ଅମିତ କୁମାର ସାମଲ)/ କଣିହଁା, (ସଚିଦାନନ୍ଦ ପ୍ରଧାନ), ପାଲଲହଡ଼ା, (ଦିବ୍ୟଜ୍ୟୋତି ଦାଶ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ), ୧୨।୭: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ଦିନିଆ ଅନୁଗୋଳ ଜିଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?