ଅନୁଗୋଳ

କରୋନା ବଦଳାଇଛି ପେସା, ପରିଚୟ

ବଅଁରପାଳ,୨୧ା୮(ଡି.ଏନ.ଏ.) ସାଧାରଣତଃ ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଶିବଙ୍କ ଉପାସନା ପୂର୍ବକ ଦଣ୍ଡୁଆମାନେ ବ୍ରତ ପାଳନ କରିବା ସହ ଧୂଳିଦଣ୍ଡ, ପାଣିଦଣ୍ଡ ପ୍ରଦର୍ଶନ କରିଥାନ୍ତି। ରାତିରେ ମାନସିକଧାରୀଙ୍କ ଘରେ ଦଣ୍ଡନୃତ୍ୟ ପରିବେଷଣ ହୋଇଥାଏ। ମାତ୍ର ବାଦଦଣ୍ଡ କଥା ଭିନ୍ନ। ଏହା…

ପୂଜା ଅର୍ଥ ଲାଗିବ ପରୋପକାରରେ

ଅନୁଗୋଳ ଅଫିସ୍‌, ୨୦।୮: ଗଣେଶ ପୂଜାରୁ ଆରମ୍ଭ ହେଉଥିବା ପୂଜାଋତୁ ଚଳିତବର୍ଷ ଫିକା ପଡ଼ିବ। କରୋନା କଟକଣା ପାଇଁ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଘ୍ନରାଜ ଗଜାନନଙ୍କ ପୂଜା ଅନୁଗୋଳରେ ପୂର୍ବପରି ଧୁମ୍‌ଧାମରେ ହେବ ନାହିଁ। ପ୍ରଶାସନ ଏ ନେଇ…

ପ୍ରଶାସନ କଲାନି, ଯୁବଗୋଷ୍ଠୀ କଲେ

ବଇଣ୍ଡା, ୧୯ା୮(ଡି.ଏନ.ଏ.) – ଜଙ୍ଗଲିଆ ଗଁ। ଭାବି ପ୍ରଶାସନ ଯେଉଁ ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ହେଲା ଅବହେଳା କରିଆସିଥିଲା ସେହି ଗ୍ରାମବାସୀ ଓ ଯୁବଗୋଷ୍ଠୀ ସ୍ବାଧୀନତା ଦିବସ ଅବସରରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଦୀର୍ଘଦିନର ରାସ୍ତା ସମସ୍ୟାର ସାମୟିକ ସମାଧାନ କରିବା…

ଚିତ୍ରାଳୟ ଉପରେ କରୋନା ପର୍ଦ୍ଦା

ଅନୁଗୋଳ ଅଫିସ୍‌, ୧୯ା୮ – ପାର୍ବଣ ସମୟ ପାଖେଇ ଆସିଲେ ନୂତନ ରୂପ ନିଏ ନାଟମଣ୍ଡପ। ବର୍ଷାଋତୁର ବିରତି ସାରି ମଞ୍ଚକୁ ଫେରେ ନାଚ। ନୂଆ ନୂଆ ନାଟକର ଚରିତ୍ରମାନଙ୍କ ସାଜସଜ୍ଜା ପାଇଁ ଖୋଜାପଡ଼େ ଝିଲ୍‌ମିଲ୍‌ ପୋଷାକ। ଏଥିପାଇଁ ଚିତ୍ରାଳୟ ସମ୍ମୁଖରେ…

ଖୋଳକୁ କରତାଳ ଦେଉନି ତାଳ

ବଅଁରପାଳ, ୧୮ା୮ ଗଁ। ସଂସ୍କୃତିରେ ଧର୍ମୀୟ ପ୍ରଲେପ ଦିଏ ସଂକୀର୍ତ୍ତନ। ଏକ ପବିତ୍ର ଧାରା ସୃଷ୍ଟି କରେ ମଣିଷ ମନରେ। ଭାଇଚାରା ଓ ଏକତାର ବନ୍ଧନକୁ ଆହୁରି ସଶକ୍ତ କରେ ଏହି ଭକ୍ତିର ଶକ୍ତି। ହେଲେ କରୋନା କଟକଣା ଯୋଗୁ ୫…

ଅନୁଗୋଳର ଏହି ଦୁଇ ପଞ୍ଚାୟତ ଶଟ୍‌ଡାଉନ୍‌

ମାଧପୁର,୧୭ା୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଏବଂ ପୁରୁଣାମାନତ୍ରୀ ପଞ୍ଚାୟତକୁ ସୋମବାରଠାରୁ ୩ ଦିନ ପାଇଁ ସ୍ଥାନୀୟ ସରପଞ୍ଚ ଦ୍ୱୟ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସୂଚନା ଅନୁସାରେ ରବିବାର କିଆକଟା ଥାନାର ୫ଜଣ ପୋଲିସ କର୍ମଚାରୀ କରୋନା…

ଛତିଶଗଡ଼ରୁ ଧରାହେଲେ ୭ ଲୁଟେରା

ଅନୁଗୋଳ ଅଫିସ୍‌, ୧୫।୮ – ଅନୁଗୋଳ ସହରର ଦୁଇଟି ଏଟିଏମ୍‌ କାଟି ପାଖାପାଖି ୨୮ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଘଟଣାରେ ବାହାର ରାଜ୍ୟର ଲୁଟେରାଙ୍କ ହାତ ଥିବା ପୋଲିସ ଅନୁସନ୍ଧାନରୁ ଜାଣିବା ପରେ…

ଆତ୍ମନିଯୁକ୍ତିର ଆହ୍ବାନ ଦେଇଥିଲେ ଗାନ୍ଧୀ

ଅମିତ କୁମାର ସାମଲ ଅନୁଗୋଳ ଅଫିସ୍‌, ୧୫।୮ – ସ୍ବାଧୀନତାର ୭୪ ବର୍ଷ ଅବସରରେ ସେହି ସଂଗ୍ରାମ ଓ ସଂଗ୍ରାମୀଙ୍କୁ ମନେ ପକାଉଛି ଅନୁଗୋଳର ମାଟି। ଏବେ ବି ଅନୁଗୋଳର ପାଣି ପବନରୁ ମିଳୁଛି ମହାତ୍ମାଙ୍କ ଅନୁଭବ। ଆଜି ମଧ୍ୟ ଶୁଣାଯାଉଛି…

କଷ୍ଟ ଦୂର କରିବ ନଷ୍ଟ ହେଉଥିବା ପାଣି

ପାଲଲହଡା,୧୪ା୮(ଡି.ଏନ.ଏ.) ନଷ୍ଟ ହେଉଥିବା ଝରଣା ପାଣିରେ ଚାଷୀଙ୍କ ଜଳ କଷ୍ଟ ଦୂର କରାଯିବ। ପାହାଡ଼ ଉପରେ ଚେକ୍‌ଡ୍ୟାମ ନିର୍ମାଣ କରାଯାଇ ୬୦୦ ଏକର ଜମିକୁ ଜଳସେଚନର ବ୍ୟବସ୍ଥା ହେବ। ଦୁଇଟି ପଞ୍ଚାୟତର ୭୦୦ ଚାଷୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବାକୁ ଏପରି ଏକ…

ଶିଳ୍ପ ସମୃଦ୍ଧ ଜିଲାରେ ବଢୁଛି ହସ୍ତଶିଳ୍ପ

ଅନୁଗୋଳ ଅଫିସ, ୧୩ା୮: ଘରୋଇ ଓ ସରକାରୀ ଉଦ୍ୟୋଗରେ ସମୃଦ୍ଧ ଅନୁଗୋଳ ଜିଲାରେ ବଢ଼ୁଛି ହସ୍ତଶିଳ୍ପର ଆଦର। ଏଠାକାର ବାଉଁଶ କାରିଗରି, ଟେରାକୋଟା ଓ କଂସା ପିତଳ ସାମଗ୍ରୀକୁ ମିଳୁଛି ବେଶ୍‌ ପ୍ରଶଂସା। ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀରେ ଅନୁଗୋଳର ଏହି…

ଅନୁଗୋଳ ବଜାରରେ ହସ୍‌ଭର୍ନା ବାଇକ୍‌

ଅନୁଗୋଳ ଅଫିସ୍‌, ୧୨।୮ – ଅନୁଗୋଳ ବଜାରରେ ହସ୍‌ଭର୍ନା ମୋଟର ସାଇକେଲ ପ୍ରବେଶ କରିଛି। ଏହି ହସ୍‌ଭର୍ନା ଭିଟ୍‌ପିଲେନ୍‌ ଓ ସ୍ବାଟ୍‌ପିଲେନ୍‌ ଗାଡ଼ି ୨୫୦ ସିସିର ଉପଲବ୍ଧ ରହିଛି। ଅନୁଗୋଳ କେଟିଏମ୍‌ ଶୋ’ରୁମ୍‌ରେ ଏହି ମଡେଲ୍‌ ଗ୍ରାହକ ପାଇପାରିବେ। କେଟିଏମ୍‌ ପ୍ରିମିୟର…

ମଥା ଟେକିପାରୁନି ମନୋରଞ୍ଜନ ମାଧ୍ୟମ

ଉପେନ୍ଦ୍ର ରାଉତ ବଅଁରପାଳ,୧୨ା୮ – କାମର ଚାପ ହ୍ରାସ ପାଇଁ ହେଉ ଅବା ସୁସ୍ଥ ଜୀବନଯାପନ, ସଭିଙ୍କୁ ଲୋଡ଼ା ମନୋରଞ୍ଜନ। କିନ୍ତୁ ୫ ମାସ ହେଲା କରୋନା କଟକଣା ପାଇଁ ମନୋରଞ୍ଜନର ଏକ ବଡ଼ ମାଧ୍ୟମ ସିନେମା ହଲ୍‌ରେ ପକାଇ ଦିଆଯାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri