ଅନୁଗୋଳ

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ତାଳଚେର,୨୦।୪(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ରବିବାର ରାତିରେ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିର ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂର ଉଚ୍ଚ ବିଦ୍ୟାଳୟ ପାଚେରି ନିକଟସ୍ଥ ପଡିଆରେ ମା’ ଅଗ୍ନିରୂପା ଆବିର୍ଭାବ ହୋଇଛନ୍ତି।…

ବେପାର ଚିନ୍ତାରେ ବ୍ୟବସାୟୀ

ବଇଣ୍ଡା,୨୦।୪ ଲକ୍‌ଡାଉନ୍‌ ଯୋଗୁ ବନ୍ଦ ହୋଇଯାଇଥିବା ବଜାର ମାତ୍ର କେଇମାସ ହେଲା ଖୋଲିଥିଲା। ବ୍ୟବସାୟ ହରାଇ ଦୁର୍ଦ୍ଦିନରେ ଥିବା ବ୍ୟବସାୟୀମାନେ ନୂଆ ଉତ୍ସାହର ସହ ଆରମ୍ଭ କରିଥିଲେ କାରବାର। ଜୀବନରେ ଏପରି ଦୁଃସମୟର ସମ୍ମୁଖୀନ ଆଉ ହେବେ ବୋଲି ସେମାନେ ଭାବି…

ସନ୍ଧାନ ପାଉନି ଶୃଙ୍ଖଳା କମିଟି

ଅନୁଗୋଳ ଅଫିସ, ୧୯।୪:  ଅନୁଗୋଳରେ ଆରମ୍ଭ ହୋଇଛି ନାଇଟ୍‌ କର୍ଫ୍ୟୁ। ସହରର ବିଭିନ୍ନ ଛକ ଜଗିଛି ପୋଲିସ। ରାତି ୯ଟାରୁ ଭୋର ୫ଟା ମଧ୍ୟରେ ଯାଉଥିବା ଯାତ୍ରୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ହେଲେ ମାଲ୍‌ ପରିବହନ କରୁଥିବା ଗାଡ଼ିଗୁଡ଼ିକ କଟକଣାରୁ ବାହାରେ ଥିବାରୁ…

ଠିକ୍‌ କରୁନି ଠିକା ସଂସ୍ଥା

ଅନୁଗୋଳ ଅଫିସ, ୧୮।୪:  ଅନୁଗୋଳ ସହରକୁ ସ୍ବଚ୍ଛ, ସୁନ୍ଦର କରିବା ଉପରେ ଜିଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ନୂଆକରି ସଫେଇ ଠିକା ନେଇଥିବା ଏକ ଠିକା ସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ସହର…

୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ବାତାବରଣ ଏଠାରେ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଅଧୀନରେ ଆରମ୍ଭ…

ମେଧାବୀଙ୍କ ମନ ଊଣା

ଅନୁଗୋଳ ଅଫିସ, ୧୬।୪ ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇଥାନ୍ତା ମାଟ୍ରିକ ପରୀକ୍ଷା। ଏଥିପାଇଁ ଗତ ଜାନୁୟାରୀରୁ ଜୋର ଧରିଥିଲା ପ୍ରସ୍ତୁତି। ସ୍କୁଲରେ ଶହେ ଦିନିଆ ପାଠପଢ଼ା ଟାର୍ଗେଟ୍‌ ସହ ଦଶମ ଶ୍ରେଣୀର ସବୁ ଛାତ୍ରୀଛାତ୍ରଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ…

ବର୍ଷକୁ କୋଟିଏ ବଞ୍ଚାନ୍ତା ଗୋଟିଏ କେନ୍ଦ୍ର

ବଇଣ୍ଡା,୧୫ା୪: ଗାଁ ଗିଳିଦେଉଛି ନିଆଁ। ପ୍ରତିବର୍ଷ ପୋଡ଼ି ଛାରଖାର କରିଦେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି। ଏହି ବଡ଼ ବିପତ୍ତିରୁ ୨୦ ପଞ୍ଚାୟତବାସୀଙ୍କୁ ବଞ୍ଚାଇବା ପାଇଁ ଦମକଳ କେନ୍ଦ୍ରଟିଏ ଲୋଡ଼ୁଛନ୍ତି ଲୋକେ। ଦୀର୍ଘ ୨୩ ବର୍ଷ ହେଲା ଏଥିପାଇଁ କରୁଛନ୍ତି ଦାବି।…

ମାସ୍କ ପିନ୍ଧି ନ ଥିଲେ ମନ୍ଦିର ମନା

ଅନୁଗୋଳ ଅଫିସ, ୧୪।୪ – ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ଅନୁଗୋଳ ଜିଲାବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି। ଏହି ଓଡ଼ିଆ ନବବର୍ଷରେ ଈଶ୍ୱରଙ୍କଠାରୁ ଆଶୀର୍ବାଦ ନେବାକୁ ସକାଳୁ ହିଁ ବିଭିନ୍ନ ଦେବଦେବୀ ମନ୍ଦିରରେ ଭକ୍ତଙ୍କ ଧାଡ଼ି…

କୋଇଲା ତଳୁ ଯୁବକ ଉଦ୍ଧାର

ତାଳଚେର,୧୪ା୪(ନି.ପ୍ର.): ଟ୍ରେନ୍‌ ଓ୍ବାଗନରେ କୋଇଲା ବୋଝେଇ ବେଳେ ପୋତି ହୋଇଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଅନନ୍ତ କୋଇଲା ଖଣିରେ। ଉଦ୍ଧାର ଯୁବକଙ୍କୁ ଚିକିତ୍ସା ପାଇଁ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

ପୂରଣ ହୋଇପାରିନି ଟିକା ଟାର୍ଗେଟ୍‌

ଅନୁଗୋଳ ଅଫିସ, ୧୩ା୪ ଅନୁଗୋଳ ଜିଲାରେ ଧିମେଇ ଚାଲିଛି କରୋନା ଟିକାକରଣ। କୋଭିଡ୍‌ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ, ପ୍ରତିଟି ବର୍ଗରେ ଟିକାଦାନ ପଛୁଆ ରହିଛି। ଏପରିକି ଜିଲାକୁ ଦିଆଯାଇଥିବା ସମସ୍ତ କୋଭିଶିଲ୍ଡ ଡୋଜ୍‌ ଏପ୍ରିଲ୍‌ ୧୧ ତାରିଖ ସୁଦ୍ଧା…

ସ୍ଥିତି ନିୟନ୍ତ୍ରଣ ପାଇଁ ସଜବାଜ

ଅନୁଗୋଳ ଅଫିସ, ୧୨।୪: ଅନୁଗୋଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇବାରେ ଲାଗିଛି ଆଗାମୀ ଦିନରେ ସ୍ଥିତି ହାତରୁ ଖସିଯାଇପାରେ। ତେଣୁ ଏପରି ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୂର୍ବରୁ କଟକଣା କଡ଼ାକଡ଼ି କରାଯାଇଥିବା ବେଳେ ରବିବାରଠାରୁ…

ପାରଦ ବଢ଼ାଉଛି ପାଣି ଚିନ୍ତା

ବଇଣ୍ଡା,୧୧ା୪:  ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ମାସାଧିକ ହେଲା ଜଙ୍ଗଲ ଜଳୁଛି। ଫଳରେ ତାପମାତ୍ରାରେ ନିୟମିତ ବୃଦ୍ଧି ପରିଲକ୍ଷିତ ହେଉଛି। ଦିନକୁ ଦିନ ପାରଦ ଉପରମୁହାଁ ହେଉଥିବାରୁ ବହୁ ଗାଁରେ ପିଇବା ପାଣି ଚିନ୍ତା ବଢ଼ିଯାଇଛି। କିନ୍ତୁ ଗ୍ରୀଷ୍ମ ମୁକାବିଲା ଦିଗରେ ଏ ଯାଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri