ବିଜେଡିରୁ ସଞ୍ଜୀବ ସାହୁଙ୍କ ଇସ୍ତଫା
ଅନୁଗୋଳ ଅଫିସ,୩।୧୧: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଞ୍ଜୀବ ସାହୁ। ବୁଧବାର ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ବ୍ୟକ୍ତିଗତ ସମସ୍ୟା ଯୋଗୁ ସେ…
କ୍ଷତିପୂରଣ ଦାବିରେ ଖଣି ବନ୍ଦ ଆନ୍ଦୋଳନ
ତାଳଚେର,୨।୧୧(ନି.ପ୍ର.) ତାଳଚେରସ୍ଥିତ ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଦୁଇଦିନ ହେଲା କଣିହାଁ ବ୍ଲକ ସାନତ୍ରିବିଡା ଗ୍ରାମବାସୀ ଆନ୍ଦୋଳନ ଚଳାଇଛନ୍ତି। ଫଳରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଯେ,…
ରାତି ୧୨ରୁ ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ
ଅନୁଗୋଳ ଅଫିସ, ୨।୧୧ ଅନୁଗୋଳ ଜିଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଏମ୍ପି ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତାଳଚେର ବିଧାୟକ…
କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା
ଅନୁଗୋଳ ଅଫିସ, ୨।୧୧ ତୈଳ, ରନ୍ଧନ ଗ୍ୟାସ୍ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ମୂଲ୍ୟ ବୃଦ୍ଧିର ଜୋରଦାର ପ୍ରତିବାଦ କରିଛି ଅନୁଗୋଳ ବିଜୁ ମହିଳା ସଙ୍ଗଠନ। ସୋମବାର ପୂର୍ବାହ୍ନରେ ଅନୁଗୋଳ ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ମଇଦାନଠାରୁ ଏକ ଶୋଭାଯାତ୍ରା…
ସମ୍ପତ୍ତିରୁ ମିଳୁନି ଉତ୍ତରାଧିକାରୀ ସୁଯୋଗ
ଅନୁଗୋଳ ଅଫିସ, ୧।୧୧: ପୈତୃକ ସମ୍ପତ୍ତି ସତ୍ତ୍ୱେ ପୁତ୍ରକୁ ମିଳୁନି ଉତ୍ତରାଧିକାରୀ ପ୍ରମାଣପତ୍ର। ଏପରି କି ଦଖଲରେ ଥିଲେ ମଧ୍ୟ ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର ପାଇବା ସୁଯୋଗରୁ ବଞ୍ଚିତ ହେବାକୁ ପଡ଼ୁଛି। ଜମି ଖରିଦ କିମ୍ବା ବିକ୍ରି ହୋଇପାରୁ ନାହିଁ।…
ମାତିଲେ ସାଇବର ଠକ
ଅନୁଗୋଳ ଅଫିସ,୩୧।୧୦: ଅନୁଗୋଳ ଜିଲାରେ ପୁଣି ମାତିଛନ୍ତି ସାଇବର ଠକ। ସେମାନଙ୍କ ଶିକାର ହୋଇଛନ୍ତି ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ଅନ୍ୟ ଜଣେ ମହିଳା। କ୍ରେଡିଟ୍ କାର୍ଡ କାର୍ଯ୍ୟକ୍ଷମ କରାଇବାକୁ କହି ରେଲଓ୍ବେ କର୍ମଚାରୀଙ୍କ ଆକାଉଣ୍ଟରୁ ଅଭିଯୁକ୍ତମାନେ ୫୪ ହଜାର ଟଙ୍କା…
ମର୍ନିଂଓ୍ବାକ୍ ବେଳେ ଜଣଙ୍କୁ ଗୋଡ଼େଇ ଗୋଡ଼େଇ ମାରିଲା ହାତୀ
କଣିହାଁ,୨୨ା୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା ତାଳଚେର ରେଞ୍ଜ କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ଏକଘରିଆ ଗ୍ରାମ ନିକଟରେ ତାଳଚେର ପାଳଲହଡ଼ା ମୁଖ୍ୟ ରାସ୍ତାରେ ଶୁକ୍ରବାର ମର୍ନିଂ ଓ୍ବାକ୍ କରୁଥିବା ସମୟରେ ଗ୍ରାମର ଯୋଗେଶ ଦେବତା (୭୦)ଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରବାରୁ ଘଟଣାସ୍ଥଳରେ…
କଡ଼ାକଡ଼ି ପାଳନ ହେଉ କଟକଣା
ଅନୁଗୋଳ ଅଫିସ,୧୮ା୧୦: ଦୀର୍ଘ ମାସ ପରେ ଶ୍ରେଣୀଗୃହକୁ ଫେରିବେ ଅଷ୍ଟମ ଶ୍ରେଣୀ ପିଲା। ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରି ସେମାନେ ମଧ୍ୟ କୋଭିଡ୍ ସମୟରେ ସ୍କୁଲ ଆସିବେ। ଏ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଅନୁଗୋଳ ଜିଲାର…
ମେଲାଣି ନେଲେ ମା’
ଅନୁଗୋଳ ଅଫିସ, ୧୭।୧୦: ଆବଦ୍ଧ ମଣ୍ଡପରେ ପୂଜାର୍ଚ୍ଚନା ପରେ ମେଲାଣି ନେଇଛନ୍ତି ମା’ ଦୁର୍ଗା। ଘଣ୍ଟଘଣ୍ଟା, ଢୋଲ ବାଦ୍ୟର ତାଳେ ତାଳେ ନିରାଡମ୍ବର ଭାବେ ଦେବୀଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳବାସୀ। ପୂଜା ଶାନ୍ତି ଶୃଙ୍ଖଳାର ସମାପନ ହୋଇଥିଲେ ମଧ୍ୟ ବିସର୍ଜନରେ ସାମାନ୍ୟ…
ନିରାଡ଼ମ୍ବରକୁ ନେଇ ନିରାଶା
ବଇଣ୍ଡା,୧୪।୧୦(ଡି.ଏନ.ଏ.) ଆରମ୍ଭ ହୋଇଛି ମା’ ଦଶଭୁଜାଙ୍କ ପୂଜା। ହେଲେ ମଣ୍ଡପ ବାହାରକୁ ଶୁଭୁନି ବୈଦିକ ବ୍ରାହ୍ମଣଙ୍କ ବେଦଧ୍ୱନି। କୋଭିଡ୍ ସମୟ ହୋଇ ନ ଥିଲେ ଏତେବେଳେକୁ ସାଜସଜ୍ଜା, ସାଉଣ୍ଡ ଓ ଶ୍ରଦ୍ଧାଳୁଙ୍କ ଗହଳିରେ ଫାଟି ପଡ଼ୁଥାନ୍ତା ପୂଜାସ୍ଥାନ। ଉତ୍ସାହ, ଉଦ୍ଦୀପନାରେ ଉଛୁଳି…
ଆକର୍ଷିତ କରିପାରୁନି ପୂଜା ଅଫର
ଅନୁଗୋଳ ଅଫିସ, ୧୧ା୧୦: କୋଭିଡ୍ ସମୟ ହୋଇ ନ ଥିଲେ ଅନୁଗୋଳ ବଜାରରେ ଜମିଥାନ୍ତା ଗହଳି। ଦୈନିକ ହୋଇଥାନ୍ତା ବହୁ ଲକ୍ଷ ଟଙ୍କାର ବ୍ୟବସାୟ। ଭଳି କି ଭଳି ପୋଷାକ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି କିଣି ନେଇଥାନ୍ତେ ଗ୍ରାହକ। ହେଲେ ଦୁଇବର୍ଷ ହେଲା…
ଟାର୍ଗେଟ୍ରେ ବାହାର ରାଜ୍ୟ ଟ୍ରକ୍
ଅନୁଗୋଳ ଅଫିସ,୯ା୧୦ କୋଭିଡ୍ ସ୍ଥିତି ସୁଧୁରୁଥିବାରୁ ଜୋର୍ ଧରିଲାଣି ବ୍ୟବସାୟ। ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ବିଭିନ୍ନ କାରଖାନାରୁ ଆରମ୍ଭ ହେଲାଣି ଉତ୍ପାଦନ। ଫଳରେ ଶିଳ୍ପବହୁଳ ଅନୁଗୋଳ ଜିଲାକୁ ଦୈନିକ ଆତଯାତ କରୁଛି ରାଜ୍ୟ ବାହାରର ସହସ୍ରାଧିକ ଟ୍ରକ୍। ଆଉ ରାତି…
Archives


