୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଅଟକ
ବାରିପଦା ଅଫିସ,୧୯ା୭: ମୟୂରଭଞ୍ଜ ଜିଲାରୁ ରବିବାର ସକାଳେ ଏସ୍ଟିଏଫ୍ ୩.୨୮ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିଥିବା ନେଇ ଡିଜିପି ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେହିଭଳି ଏହି ଘଟଣାରେ ଜଣେ ଅଟକ ଥିବା ନେଇ ସୂଚନା ଦେଇଛନ୍ତି। ଜବତ ହୋଇଥିବା…
ବାପାଙ୍କୁ ହତ୍ୟାକଲେ ଡାକ୍ତର ପୁଅ
ଭୁବନେଶ୍ୱର,୧୯। ୭(ବ୍ୟୁରୋ): ସନ୍ଦେହରୁ ପାରିବାରିକ ଅଶାନ୍ତି। ସ୍ଥିତି ଏପରି ହେଲା ଶେଷରେ ବାପାଙ୍କୁ ବିଧାମାରି ହତ୍ୟାକଲେ ଡାକ୍ତର ପୁଅ। ଖଣ୍ଡଗିରି ଥାନା ଅନ୍ତର୍ଗତ ଜଗମୋହନ ନଗରରେ ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି। ମୃତକ ହେଲେ କୃଷି ବିଭାଗର ପୂର୍ବତନ ଅତିରିକ୍ତ…
ବିପଦ ବଢ଼ାଉଛି ଚୋରା କାରବାର
ବଇଣ୍ଡା, ୧୯ା୭(ଡି.ଏନ.ଏ.): ପେଟ୍ରୋଲ, ଡିଜେଲ ଭଳି ଦହନଶୀଳ ସାମଗ୍ରୀ ବହୁଳ ପରିମାଣରେ ଗଚ୍ଛିତ ବିପଦପୂର୍ଣ୍ଣ ହୋଇଥିଲେ ହେଁ ଏହାକୁ ଖାତିର କରୁନାହାନ୍ତି ଚୋରା ବ୍ୟବସାୟୀ। ବ୍ୟାରେଲ ବ୍ୟାରେଲ ତେଲକୁ ଅନେକେ ଘରେ ରଖି ବେପାର ଚଳାଇ ଏହାର ସମ୍ଭାବ୍ୟ ଭୟଙ୍କର ପରିଣତି ପ୍ରତି…
ଓଡ଼ିଶାରେ ଅରୁଣାଚଳ ପ୍ରଦେଶ ମଦ: କିଣୁଛନ୍ତିି ପଚାଶରେ, ବିକ୍ରି ଦେଢ଼ଶହ
ଅନୁଗୋଳ ଅଫିସ୍, ୧୯ା୭: ଅରୁଣାଚଳ ପ୍ରଦେଶରୁ ଚୋରା ମଦ ଆଣି ଅନୁଗୋଳରେ ପସରା ମେଲାଇଛନ୍ତି ମାଫିଆ। ୫୦ ଟଙ୍କାରେ କିଣି ବେପାରୀଙ୍କୁ ସେହି ମଦ ଦେଢଶହରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରି ସେମାନେ ମାଲାମାଲ ହେଉଛନ୍ତି। କରୋନା ପାଇଁ ଲକ୍ଡାଉନ କଟକଣା ମାଫିଆଙ୍କୁ…
ବଳାତ୍କାର ପୀଡ଼ିତା ନାବାଳିକାକୁ ଜୀବନ୍ତ ଜାଳିଦେଲେ
ଭିଓ୍ବାନୀ, ୧୮।୭- ହରିୟାଣାର ଭିଓ୍ବାନୀ ଜିଲାରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଲୋମ ଟାଙ୍କୁରୀ ଉଠିବ। ଏଠାରେ ଜଣେ ଯୁବକ ନିଜ ବନ୍ଧୁଙ୍କ ସହ ମିଶି ପ୍ରଥମେ ନାବାଳିକାଙ୍କୁ ବଳାତ୍କାର କରି ଏହାର ଭିଡିଓ ଶୁଟିଂ କରିଥିଲେ। ଏହାପରେ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଥାନାରେ ୨ ଅଟକ
ଡେରାବିଶ,୧୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କେସ୍ ନଂ- ୧୬୧/୨୦ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯିବା ସହ…
ଦୁର୍ଦ୍ଦାନ୍ତ ଅପରାଧୀ ଜଗାଙ୍କୁ ହତ୍ୟା: ଡମ୍ପର ଜବତ, ୩ ଅଟକ
ଭୋଗରାଇ,୧୮ା୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଧୀନ ଖୁରନ୍ତିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଜଗା ଓରଫ ରତନ ଦାସ(୨୮)ଙ୍କୁ କେତେକ ବ୍ୟକ୍ତି ଶୁକ୍ରବାର ବିଳମ୍ବିତ ରାତିରେ ଡମ୍ପର ଚାପି ହତ୍ୟା କରିଥିବା ଅଭିଯୋଗ ହୋଇଛି। କମର୍ଦ୍ଦା ପୋଲିସ ଶନିବାର ସକାଳେ ଘଟଣାସ୍ଥଳରେ…
ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ମା’, ଭାଇଙ୍କୁ ଜିଆର୍ପି ପୋଲିସର ଜେରା
ଭୁବନେଶ୍ୱର,୧୮।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଶନିବାର ଜିଆର୍ପି ପୋଲିସ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ମା’ ଏବଂ ଭାଇଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। କଟକ କାଜିବଜାରସ୍ଥିତ ଘରକୁ ଯାଇ ପୋଲିସ ପଚରାଉଚରା…
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ପୁରୁଷୋତ୍ତମ ଏକ୍ସପ୍ରେସ୍ ଡ୍ରାଇଭର କହିଲେ ଏଭଳି କଥା
ଭୁବନେଶ୍ୱର,୧୭।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ବେଳକୁ ବେଳ ନୂଆ ମୋଡ ନେଉଛି। ଉକ୍ତଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍ ଚଳାଇଥିବା ଡ୍ରାଇଭର ଏବେ ନୂଆ ଟୁଇଷ୍ଟ ଆଣିଛନ୍ତି। ସେଦିନ ଏକ୍ସପ୍ରେସ କାହାକୁ ଧକ୍କା ଦେଇନାହିଁ ବୋଲି ଡ୍ରାଇଭର କହିଛନ୍ତି। ରାତି ୮ଟା…
୩ଜଣଙ୍କଠାରୁ ୧୧ଲକ୍ଷ ଠକେଇ
ଭୁବନେଶ୍ୱର,୧୭।୭ (ବ୍ୟୁରୋ): ରାଜଧାନୀରେ ପୁଣି ବଡ଼ଧରଣର ସାଇବର ଠକେଇ। ସାଇବର ଅପରାଧୀମାନେ ୩ଜଣଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଛନ୍ତି। ଖାରବେଳନଗର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ୍ ମ୍ୟାନେଜର ୫୦ ହଜାର ଟଙ୍କା ହରାଇଥିବାବେଳେ କ୍ୟାପିଟାଲ ଥାନାଞ୍ଚଳରେ ଜଣେ ସଙ୍ଗୀତଜ୍ଞଙ୍କଠାରୁ ୭ ଲକ୍ଷ…
ଯୁବତୀଙ୍କ ଅଶୀଳ ଭିଡିଓ ଭାଇରାଲ ପରେ…
ଜଳନ୍ଧର, ୧୬।୭- ପଞ୍ଜାବର ଜଳନ୍ଧରରୁ ଜଣେ ବିବାହିତ ଯୁବକ କୌଣସି କାରଣରୁ ତାଙ୍କ ପ୍ରେମିକାଙ୍କ ଅଶୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ। ଏହି ଘଟଣାରେ ଯୁବତୀଙ୍କ ପରିବାର ଲୋକ ପ୍ରତିଶୋଧ ପରାୟଣ ହୋଇ ଯୁବକଙ୍କ ଘରେ ପଶି ଭଙ୍ଗାରୁଜା କରିବା…
ମା’ଙ୍କ ଦେହ ଖରାପ କହି ମାମୁଘରୁ ଡାକିନେଇ ନାବାଳିକାଙ୍କୁ ବଳାତ୍କାର
ନବରଙ୍ଗପୁର,୧୬।୭(ବି.ପ୍ର.): ନବରଙ୍ଗପୁର ଜିଲାରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳିକା ବଳାତ୍କାରର ଶୀକାର ହୋଇଛନ୍ତି। ଏ ନେଇ ନାବାଳିକାଙ୍କ ପରିବାର ସ୍ବେଛାସେବୀ ଅନୁଷ୍ଠାନ ‘ମା ଘର’ ଅଧ୍ୟକ୍ଷାଙ୍କ ସହ ନବରଙ୍ଗପୁର ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ନାବାଳିକା ବୁଧବାର…
Archives


