ଅପରାଧ

ଆଠଗଡ଼ ଡିଏସ୍‌ପିଙ୍କ ପରିବାରର ୪ଜଣଙ୍କୁ କରୋନା

ଆଠଗଡ଼,୨।୭(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ(ଡିଏସ୍‌ପି)ଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏବେ ଆଠଗଡ଼ ଉପକଣ୍ଠ ଅଞ୍ଚଳରୁ ଆଉ ୧୭ ପଜିଟିଭ୍‌ ଚିହ୍ନଟ ସୂଚନା ରହିଛି। ସେଥିରେ ଡିଏସ୍‌ପିଙ୍କ ପରିବାରର ୪ ସଦସ୍ୟ, ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ…

ଶିଳରେ ଛେଚି ଚାଷୀଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଜଣେ ଚାଷୀଙ୍କୁ କେହି ଦୁର୍ବୃତ୍ତ ଶିଳରେ ଛେଚି ବୁଧବାର ରାତିରେ ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ପ୍ରହଲାଦ ଜେନା(୬୫)। ପ୍ରହଲ୍ଲାଦ ତାଙ୍କ ଜମିରେ ଥିବା କୁଡ଼ିଆରେ ଫସଲ ଜଗି ବୁଧବାର…

କୋରାପୁଟ ଜିଲା କୃଷି ଅଧିକାରୀଙ୍କ ଗାଡ଼ିରୁ ମିଳିଲା ୧୧ ଲକ୍ଷ ଟଙ୍କା

ଜୟପୁର, ୨।୭(ଡି.ଏନ୍‌.ଏ./ନି.ପ୍ର.)- କୋରାପୁଟ ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଗୁରୁବାର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏହାପରେ ଜୟପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ଏସ୍‌ପି କାର୍ଯ୍ୟଳୟଠାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନାନୁଯାୟୀ,…

୩୦ ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପ୍‌ ସେଲ୍‌ସମ୍ୟାନଙ୍କୁ ଗୁଳି

ନୋଏଡା, ୧।୭- ୧୦୦ ଟଙ୍କାର ପେଟ୍ରୋଲ ପକାଇ ୭୦ ଟଙ୍କା ଦେଲେ। ବାକି ୩୦ ଟଙ୍କା ମାଗିବାରୁ ରାଗିଯାଇ ପେଟ୍ରୋଲ ପମ୍ପ ସେଲ୍‌ସମ୍ୟାନଙ୍କୁ ଗୁଳି ମାରିଦେଲେ ଦୁବୃର୍ତ୍ତ। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶ ନୋଏଡା ଏକ୍ସପ୍ରେସ ଓ୍ବେ ଥାନା ଅଞ୍ଚଳରେ…

ବୀରମିତ୍ରପୁରରେ ପୁଣି ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

କୁଆଁରମୁଣ୍ଡା,୧।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେଇଟାଦିନ ପୁରି ନ ଥିବା ବେଳେ ପୁଣି ସେହି ଥାନା ଅନ୍ତର୍ଗତ ଡି.ଦାସ ଦଫେଇରେ ଆଉ ଏକ ନାବାଳିକାଙ୍କୁ ଅସଦାଚରଣ…

ଚାକିରିରୁ ତଡ଼ା ଖାଇଲେ ବୀରମିତ୍ରପୁର ଥାନା ଅଧିକାରୀ

କଟକ ଅଫିସ,୧।୭: ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ବଳାତ୍କାର ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ତାଙ୍କୁ ଚାକିରିରୁ ବରଖାସ୍ତ…

ଅଭିନବ ଲୁଟ୍‌: ଫ୍ରି ସର୍ଭିସ ନାମରେ ମହିଳାଙ୍କଠାରୁ କାର୍‌ ନେଇ ପଳାଇଲେ

ଭୋପାଳ, ୩୦।୬- ଫ୍ରି ସର୍ଭିସ କରାଇଦେବା ନାମରେ ଜଣେ ଅଟୋମୋବାଇଲ ଇଞ୍ଜିନିୟର ମହିଳାଙ୍କଠାରୁ କାର୍‌ ଲୁଟ୍‌ କରିନେଇଛନ୍ତି। ତେବେ କାରରେ ରହିଯାଇଥିବା ମହିଳାଙ୍କ ଫୋନ ହିଁ ଲୁଟେରାକୁ ଧରାଇବାରେ ପୋଲିସକୁ ସହାୟତା କରିଥିଲା। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ…

ମୃତ ଗର୍ଭବତୀଙ୍କ ଶବକୁ ଅନ୍ତିମ ସଂସ୍କାର ବଦଳରେ ଗଛରେ ବାନ୍ଧିଦେଲେ ଗ୍ରାମବାସୀ

କୁର୍ନୋଲ, ୨୯।୬- ଆନ୍ଧ୍ରପ୍ରଦେଶର କୁର୍ନୋଲ ଜିଲାରେ ଏକ ଚରମ ଅମାନବୀୟ ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବାପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କର ଶବକୁ ଅନ୍ତିମ ସଂସ୍କାର କରିବା ବଦଳରେ ଜଙ୍ଗଲ ମଧ୍ୟରେ ଗଛରେ ବାନ୍ଧି…

ତେଲଙ୍ଗାନାରେ ମାଙ୍କଡ଼କୁ ଫାଶୀ

ହାଇଦ୍ରାବାଦ, ୨୯।୬- ପ୍ରାଣୀଙ୍କ ପ୍ରତି ମଣିଷର ବର୍ବରତାର ଆଉ ଏକ ଚିତ୍ର ଏବେ ସାମ୍ନାକୁ ଆସିଛି। ତେଲଙ୍ଗାନାର ଖାମ୍ମମ ଜିଲାରେ ଗୋଟିଏ ମାଙ୍କଡ଼କୁ ଗ୍ରାମବାସୀ ଫାଶୀ ଦେଇ ଦେଇଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମାଙ୍କଡଟି…

ନିଦ ବଟିକା ଦେଇ ଝିଅକୁ ବଳାତ୍କାର କଲେ ବାପା

ବେଙ୍ଗାଲୁରୁ, ୨୯।୬- କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ବାପା-ଝିଅ ଭଳି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ବେଙ୍ଗାଲୁରୁର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ନିଦ ବଟିକା ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି…

ସ୍ତ୍ରୀକୁ ୧୦୦ ଟଙ୍କା ଦେଇ ନ ପାରିବାରୁ ଆତ୍ମହତ୍ୟା କଲେ ଯୁବକ

ଲଳିତପୁର, ୨୮।୬- ଉତ୍ତର ପ୍ରଦେଶର ଲଳିତପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀକୁ ୧୦୦ ଟଙ୍କା ଦେଇ ନ ପାରିବାରୁ ନିରାଶ ହୋଇ ଜଣେ ଯୁବକ ଶେଷରେ ଆତ୍ମହତ୍ୟା କରିଛନ୍ତି। ଲଳିତପୁର ଜିଲାର ଜାଖଲୋନ ଅଞ୍ଚଳର ଜୟହିନ୍ଦ ସିଂ ଓ…

ଫିଲ୍ମ ରିପୋର୍ଟର ପରିଚୟ ଦେଇ ଅଭିନେତ୍ରୀଙ୍କୁ ହଇରାଣ: ଯୁବକଙ୍କୁ ନୋଟିସ ଦେଇ ଛାଡ଼ିଲା ପୋଲିସ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ଓଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ସୋସିଆଲ ମିଡ଼ିଆରେ ହଇରାଣ କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ତେବେ ଯୁବକ ଜଣଙ୍କ ଆଉ ଏଭଳି ନ କରିବା ପାଇଁ କହିବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri